Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଜେପି ନେତା ସୁଶୀଲ ମୋଦିଙ୍କୁ କ୍ୟାନ୍ସର୍, ଲଢ଼ିବେନି ନିର୍ବାଚନ
ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍ସର। ସେ ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏନେଇ ସେ ଖୋଦ୍ ଆଜି ସୂଚନା ଦେଇଛନ୍ତି।
ସୋଶାଲ ମିଡ଼ିଆ ଆକାଉଣ୍ଟ Xରେ ପୋଷ୍ଟ କରି ସୁଶୀଲ କହିଛନ୍ତି ଯେ, 'ଗତ!-->!-->!-->…
ବିଜାପୁର ଏନକାଉଣ୍ଟରରେ ମୃତ ୧୩ ନକ୍ସଲଙ୍କ ମୃତଦେହ ଉଦ୍ଧାର
ବିଜାପୁର : ନିର୍ବାଚନ ପୂର୍ବରୁ ଛତିଶଗଡ଼ ବିଜାପୁରରେ ଗତକାଲି ସୁରକ୍ଷାବାହିନୀର ବଡ଼ ଅପରେସନରେ ମୃତ ୧୩ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ମୃତଦେହକୁ ଚିହ୍ନଟ କରାଯାଉଛି । ଏହା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରାଜ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ!-->…
ଅଡୁଆରେ ମହୁଆ ମୈତ୍ର, ମାମଲା ରୁଜୁ କଲା ଇଡି
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବଢ଼ିଲା ଅଡୁଆ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ!-->…
ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ,୧Oରୁ ଊର୍ଦ୍ଧ୍ଵ ମାଓବାଦୀ ନିହତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ୯ରୁ ଊର୍ଦ୍ଧ୍ଵ ମାଓବାଦୀ ନିହତ । ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାରେ ଲୋକସଭା ନିର୍ବାଚନ ପୂର୍ବରୁ ପୋଲିସ ପକ୍ଷରୁ ମାଓ!-->…
‘କୌଣସି ମୂଲ୍ୟରେ ଇସ୍ତଫା ଦିଅନ୍ତୁନି କେଜ୍ରିଓ୍ୱାଲ…’ ସୁନୀତାଙ୍କୁ ଭେଟିଲେ ୫୫ ବିଧାୟକ
ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ ହୋଇ ବର୍ତ୍ତମାନ ଜେଲ୍ରେ ଅଛନ୍ତି। ତେବେ ତାଙ୍କ ଗିରଫଦାରୀ ପରେ ଆମ୍ ଆଦ୍ମୀ ପାର୍ଟିରେ ହଲଚଳ ବଢ଼ି ଯାଇଛି। ଏହାରି ଭିତରେ ମଙ୍ଗଳବାର ମନ୍ତ୍ରୀଙ୍କ ସମେତ ଦଳର ବିଧାୟକମାନେ କେଜ୍ରିଓ୍ୱାଲଙ୍କ ପତ୍ନୀ!-->…
ଅରୁଣାଚଳର ୩୦ଟି ସ୍ଥାନର ନାଁ ବଦଲାଇଲା ଚୀନ୍, କଡ଼ା ଜବାବ ଦେଲା ଭାରତ
ଅରୁଣାଚଳରେ ଧସେଇ ପଶିଛି ଚୀନ୍। ଅରୁଣାଚଳକୁ ନିଜର କରିବା ଲାଗି ଚଲାଇଛି ଷଡଯନ୍ତ୍ର। କଳେ ବଳେ କୌଶଳେ ଅରୁଣାଚଳ ପ୍ରଦେଶ ଉପରେ କବ୍ଜା କରିବା ପାଇଁ ଚୀନ୍ ନୂଆ ଯୋଜନା କରୁଛି। ଏବେ ଅରୁଣାଚଳ ପ୍ରଦେଶର ୩୦ ସ୍ଥାନର ନାଁ ବଦଳାଇ ଦେଇଛି ଡ୍ରାଗନ। ଏହି ନୂଆ ନାଁର ତାଲିକାକୁ ବିଜିଂ ପକ୍ଷରୁ ଜାରି!-->…
ହନ୍ତସନ୍ତ ଭିସ୍ତାରା ଯାତ୍ରୀ, କମ୍ପାନୀକୁ ଜବାବ ମାଗିଲା କେନ୍ଦ୍ର
ଭିସ୍ତାରାର ଶତାଧିକ ବିମାନ ବାତିଲ ଏବଂ ଉଡାଣ ବିଳମ୍ବକୁ ନେଇ କମ୍ପାନୀକୁ ଜବାବ ମାଗିଲା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA)। ମନ୍ତ୍ରଣାଳୟ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି।
ଏକ ସରକାରୀ ବିବୃତ୍ତିରେ!-->!-->!-->…
ବିନା ସର୍ତ୍ତରେ କ୍ଷମା ମାଗିଲେ ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ଯୋଗ ଗୁରୁ ବାବା ରାମଦେବ । ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରକାଶନ ମାମଲାରେ ଆଜି ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ତେବେ ଉଭୟଙ୍କ କ୍ଷମାକୁ ଗ୍ରହଣ!-->…
‘ମୋତେ ବିଜେପିରୁ ଅଫର ଆସିଛି, ନ ମିଶିଲେ ମାସେ ଭିତରେ ଇଡ଼ି ବାନ୍ଧିବ’
ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀଙ୍କ ସଙ୍ଗୀନ ଅଭିଯୋଗ। ତାଙ୍କୁ ବିଜେପି ପକ୍ଷରୁ ଅଫର୍ ଦିଆଯାଇଛି, ଯଦି ସେ ଦଳରେ ସାମିଲ ନ ହୁଅନ୍ତି, ତେବେ ତାଙ୍କୁ ଆସନ୍ତା ଗୋଟିଏ ମାସ ମଧ୍ୟରେ ଇଡି ଗିରଫ କରିନେବ ବୋଲି ସେ କହିଛନ୍ତି। ଏଥିସହ ସେମାନେ ଆପର ଆଉ ଚାରି ଜଣଙ୍କୁ ଗିରଫ କରିବେ!-->…
କଚୋଡି ଖାଉଥିଲେ ଲୋକେ, ଚଢ଼ିଗଲା ମର୍ସିଡିଜ୍ କାର୍
ଦୋକନାରେ କଚୋଡି ଖାଉଥିଲେ ଲୋକେ। ହଠାତ୍ ଦ୍ରୁତ ଗତିରେ ଆସି ଦୋକନ ଭିତରେ ପଶି ଲୋକଙ୍କ ଉପରେ ଚଢ଼ିଗଲା ମର୍ସିଡିଜ କାର୍। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଦୁର୍ଘଟଣା ଘଟିଛି ଦିଲ୍ଲୀ ରାଜପୁର ରୋଡ ସିଭିଲ ଲାଇନ୍ ଅଞ୍ଚଳରେ।
ରବିବାର ମଧ୍ୟାହ୍ଣ ୩ଟା। ଦିଲ୍ଲୀର ସିଭିଲ ଲାଇନ୍!-->!-->!-->…