Browsing Category

ଦେଶ

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେନି ଗୋବିନ୍ଦା!

ଲୋକସଭା ନିର୍ବାଚନ ଲଢି ନପାରନ୍ତି ଗୋବିନ୍ଦା। ମାର୍ଚ୍ଚ ୨୮ରେ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ଯୋଗ ଦେଇଥିବା ଅଭିନେତା ଗୋବିନ୍ଦା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ସେ ନିର୍ବାଚନରେ

‘ମ୍ୟାଚ୍ ଫିକ୍ସିଂ ହୋଇଛି, ନହେଲେ ୪୦୦ ପାର୍ ନାରା ସମ୍ଭବ ନୁହେଁ’

ବିଜେପିର ୪୦୦ ପାର୍ ନାରାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ମ୍ୟାଚ୍ ଫିକ୍ସିଂ ବିନା ଦଳର '୪୦୦ ପାର୍ ନାରା ସମ୍ଭବ ନୁହେଁ' ବୋଲି ରାହୁଲ ଗାନ୍ଧୀ କଟାକ୍ଷ କରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, '୪୦୦ ପାର୍' କରିବା ପାଇଁ ପ୍ରଧାନମନ୍ତ୍ରୀ 'ଅମ୍ପାୟାର' ମଧ୍ୟ

‘ଅରବିନ୍ଦ କେଜ୍ରିୱାଲ ଜଣେ ସିଂହ, ତାଙ୍କୁ ବେଶି ଦିନ ବନ୍ଦୀ କରି ରଖିପାରିବେନି’

ଅରବିନ୍ଦ କେଜ୍ରିୱାଲଙ୍କୁ ସିଂହ ବୋଲି ସମ୍ବୋଧିତ କରିଛନ୍ତି ପତ୍ନୀ ସୁନିତା କେଜ୍ରିୱାଲ ଏବଂ ତାଙ୍କୁ ବେଶି ଦିନ ବନ୍ଦୀ କରି ରଖାଯାଇ ପାରିବନି ବୋଲି କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି କରାଯାଉଥିବା ରାଲିରେ ଏପରି କହିଛନ୍ତି ସୁନିତା।

‘କଚାତିବୁ’ ଦ୍ୱୀପ କଥା ଉଠାଇ କଂଗ୍ରେସକୁ ଘେରିଲେ ପ୍ରଧାନମନ୍ତ୍ରୀ

ନିର୍ବାଚନୀ ମାହୋଲ ମଧ୍ୟରେ ରାଷ୍ଟ୍ର ସ୍ୱାର୍ଥ ଉଠାଇ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣି 'କଚାତିବୁ' ଦ୍ୱୀପ କଥା ଉଠାଇ ସୋଶାଲ ମିଡିଆରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ

ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ଲଙ୍କାକାଣ୍ଡ, ୪ ଟ୍ରକ୍‌ରେ ଲଗାଇଲେ ନିଆଁ

ଲୋକସଭା ନିର୍ବାଚନ ପୂର୍ବରୁ ଲାଲ ଆତଙ୍କ। ଛତିଶଗଡରେ ଲଙ୍କାକାଣ୍ଡ ଘଟାଇଲେ ନକ୍ସଲ ବାହିନୀ। ଜାଳିଦେଲେ ୪ଟି ଟ୍ରକ୍‌। ନାରାୟଣ ପୁର ଜିଲ୍ଲାରେ ଲୁହା ପଥର ବୋଝେଇ ୪ଟି ଟ୍ରକ୍‌ରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି। ଛୋଟେଡଙ୍ଗର ଥାନା ଠାରୁ ମାତ୍ର କିଛି ମିଟର ଦୂରରେ ଏଭଳି କାଣ୍ଡ ଘଟିଛି।

ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଦେଶର ସର୍ବୋଚ୍ଚ ନଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ତାଙ୍କ ବାସଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା

ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀଙ୍କୁ ଭେଟିଲେ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍‌। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବାସଭବନରେ ଉଭୟଙ୍କ ଭେଟ୍‌ଘାଟ ହୋଇଛି। ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର

ଆପଲ, ଡେଲ, ଆଇବିଏମ ଭଳି କମ୍ପାନୀ କରିଛନ୍ତି ବ୍ୟାପକ ଛଟେଇ

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ମାସରେ ବିଶ୍ୱର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀରେ ବଡ଼ଧରଣର ଛଟେଇ ଦେଖିବାକୁ ମିଳିଛି। ଇଣ୍ଡଷ୍ଟ୍ରୀ କ୍ଷେତ୍ର ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାରୁ କମ୍ପାନୀ ଗୁଡ଼ିକ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରିଛନ୍ତି।ଏରିକସନ, ଡେଲ ଓ ଆପଲ ଭଳି କମ୍ପାନୀ

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲା: ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ଜଲ ବୋର୍ଡ ଟେଣ୍ଡର ସହ ଜଡିତ ଟଙ୍କା ହେରଫେର ମାମଲାରେ ଇଡି ରାଉଜ ଏଭେନ୍ୟୁ କୋର୍ଟରେ ୮୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟରେ ଇଡି ଦିଲ୍ଲୀ

କଂଗ୍ରେସକୁ ମିଳିଲା ପୁଣି ଆୟକର ବିଭାଗର ୨ଟି ନୋଟିସ!

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଅଡ଼ୁଆ ସେତିକି ବଢ଼ିବାରେ ଲାଗିଛି। ଶୁକ୍ରବାର ରାତିରେ କଂଗ୍ରେସକୁ ଆୟକର ବିଭାଗ ପୁଣି ଦୁଇଟି ନୋଟିସ ପଠାଇଛି।ଟିକସ ପୈଠ ନ କରିବା ଅଭିଯୋଗରେ ଆୟକର ବିଭାଗ ପ୍ରଥମେ କଂଗ୍ରେସକୁ ୧୮୨୩.୦୮ କୋଟି