Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ମନା
ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍ ପିଲାମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଏହି ଆଇନକୁ ଅନୁମୋଦନ କରିଛନ୍ତି। ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରୁ କାର୍ଯ୍ୟକାରୀ ହେବ । ଏହି ସୂଚନା ‘ସ୍କାଏ ନ୍ୟୁଜ୍’ର!-->…
୨ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଉଦ୍ଧବ ସେନା
ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଉଦ୍ଧବ ଠାକରେଙ୍କ ଶିବସେନା। ଏହି ୧୬ ଜଣିଆ ପ୍ରାର୍ଥୀ ତାଲିକାରେ ୨ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ଅନନ୍ତ ଗୀତେ ଓ ଅରବିନ୍ଦ ସାୱନ୍ତ ଯଥାକ୍ରମେ ଶିବସେନା(ୟୁବିଟି) ପାଇଁ ରାଇଗଡ଼ ଏବଂ!-->…
ଟଙ୍କା ଗଦାରେ ଶୋଇଛନ୍ତି ରାଜନେତା, ଫଟୋ ହେଲା ଭାଇରାଲ୍
ଲୋକସଭା ନିର୍ବାଚନ ପୂର୍ବରୁ ଆସାମର ଜଣେ ରାଜନେତାଙ୍କ ଅଜବ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ରାଜନେତା ଜଣଙ୍କ ଟଙ୍କା ଗଦାରେ ଶୋଇଛନ୍ତି।
ତାଙ୍କ ଉପରେ ମଧ୍ୟ କିଛି ୫୦୦ ଟଙ୍କିଆ ନୋଟ୍ ପଡ଼ିଛି। ୫୦୦ ଟଙ୍କିଆ ନୋଟ ଉପରେ ଶୋଇଥିବା ନେତା ଜଣଙ୍କ ହେଲେ ଉଦଲଗିରି!-->!-->!-->…
କେଜ୍ରିୱାଲଙ୍କ ସମ୍ପର୍କରେ ବୟାନ ଦେଲା ଆମେରିକା, କୂଟନୀତିଜ୍ଞଙ୍କୁ ଡାକି ଅସନ୍ତୋଷ ଝାଡ଼ିଲା ଭାରତ
ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ଆମେରିକା ବୟାନ ଦେବା ଘଟଣାକୁ ଭାରତ ସରକାର ସହଜରେ ହଜମ କରି ପାରି ନାହାନ୍ତି। କେଜ୍ରିୱାଲଙ୍କ କ୍ଷେତ୍ରରେ ନିରପେକ୍ଷ ଓ ଦ୍ରୁତ ନ୍ୟାୟିକ ପ୍ରକ୍ରିୟା ଆପଣା ଯାଉ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର!-->…
କଂଗ୍ରେସର ସୁପ୍ରିୟା ଓ ବିଜେପିର ଦିଲୀପଙ୍କୁ ଇସି ନୋଟିସ
ଭାରତୀୟ ନିର୍ବାଚନ କମିଶନ ଆଜି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲୀପ ଘୋଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୁପ୍ରିୟା ବିଜେପିର ମଣ୍ଡି ଲୋକସଭା ଆସନର ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଦିଲୀପ ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ!-->…
ମୋ ସ୍ୱାମୀ ୨୮ରେ ସବୁ ସତର ପର୍ଦ୍ଦାଫାସ କରିବେ : କେଜ୍ରିୱାଲଙ୍କ ପତ୍ନୀ
ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଦ୍ୱାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବା କଥା ଯେ ମାର୍ଚ୍ଚ ୨୮ ଅର୍ଥାତ ଆସନ୍ତାକାଲି କେଜ୍ରିୱାଲ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାର ସବୁ ସତ!-->…
ମହୁଆ ମୋଇତ୍ର ଓ ଦର୍ଶନ ହୀରାନନ୍ଦାନିଙ୍କୁ ସମନ ପଠାଇଲା ଇଡି
ଟିଏମସି ନେତ୍ରୀ ମହୁଆ ମୋଇତ୍ର ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଏବେ ଉଭୟଙ୍କୁ ୨୮ ତାରିଖରେ ହାଜର ହେବାକୁ ସମନ କରାଯାଇଛି।!-->…
ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ କହିବା ମହଙ୍ଗା ପଡ଼ିଲା, ସ୍ୱାମୀ ଦେବେ ୩ କୋଟି କ୍ଷତିପୂରଣ
ଆମେରିକାରେ ରହି ଭାରତରେ ଛାଡ଼ପତ୍ର ପାଇଁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଘରୋଇ ହିଂସା ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇଛି। ସେହିପରି ହନିମୁନ ବେଳେ ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ଶାରୀରିକ ଦୁର୍ବବ୍ୟବହାର ସହ ସମାନ ବୋଲି!-->…
କର୍ଣ୍ଣାଟକା କଂଗ୍ରେସରେ ବିଦ୍ରୋହ, ପାର୍ଟି ଛାଡ଼ିବାକୁ ଧମକ ଦେଲେ ୭ ବିଧାୟକ
ପରିବାରବାଦକୁ ନେଇ କର୍ଣ୍ଣାଟକା କଂଗ୍ରେସରେ ଦେଖାଦେଇଛି ସାଂଘାତିକ ଝଡ଼ । ସ୍ଥିତି ଏପରି ହୋଇଛି ଯେ, ରାଜ୍ୟର ୭ ବିଧାୟକ ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି। ଏଥିସହ ଆମେ ଗୋଟିଏ ପରିବାରର ଚାକର ହୋଇ ପାରିବୁନି ବୋଲି ସେମାନେ ଖୋଲାଖୋଲି ଭାବେ କହିଛନ୍ତି ।
ଗତ ୨୧ ତାରିଖରେ କଂଗ୍ରେସ ନିଜର!-->!-->!-->…
ଅରବିନ୍ଦ କେଜ୍ରିଓ୍ଵାଲ ଏକ ‘ବିଚାର’, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଡରୁଛନ୍ତି: ଆତିଶୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭୟ କରୁଛନ୍ତି ବୋଲି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି। ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗତ ସପ୍ତାହରେ ଗିରଫ ହୋଇଥିବା ଅରବିନ୍ଦ!-->…