Browsing Category

ଦେଶ

ଥମୁନି ଯୁଦ୍ଧ: ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ, ୨୩ମୃତ

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁ ନାହିଁ। ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଜୁଲାଇ ୭ରେ ହେବାକୁ ଥିବା ନାଟୋ ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ରୁଷ ତରଫରୁ ୟୁକ୍ରେନ୍‌ର କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ହୋଇଛି।

କେରଳରେ ଭୂସ୍ଖଳନ; ୩ ମୃତ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ୱାୟନାଡ଼: କେରଳମରେ ପୁଣି ରଚିଲା ପ୍ରକୃତିର ତାଣ୍ଡବ। ମଙ୍ଗଳବାର ଦିନ କେରଳର ୱାୟନାଡ ଜିଲ୍ଲାର ମେପାଡି ନିକଟ କଲାଡି ମୀନାକ୍ଷୀ ବ୍ରିଜ୍‌ ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଅନେକ ଲୋକ ଭଗ୍ନାବଶେଷ

ଅଗ୍ନିବୀର ନିଯୁକ୍ତି ପାଇଁ ପରିବର୍ତ୍ତନ ହେବ ନିୟମ, ବଢ଼ିବ ସ୍ଥାୟୀ କୋଟା

ନୂଆଦିଲ୍ଲୀ : ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଗ୍ନିବୀର ନିଯୁକ୍ତି ପାଇଁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଅଗ୍ନିବୀରମାନେ ଖୁସି ଖବର ପାଇବାକୁ ଯାଉଛନ୍ତି। ସେନା, ବାୟୁସେନା ଏବଂ

ଶ୍ରୀଲଙ୍କା ଜେଲରେ ଗୋଷ୍ଠୀ ସଂଘର୍ଷ: ୨୫ କଏଦୀ ମୃତ, ୧୦୦ ଆହତ

କଲମ୍ବୋ: ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ନେଗୋମ୍ବୋର ଏକ ଜେଲରେ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ରକ୍ତାକ୍ତ ସଂଘର୍ଷରେ ଚାରି ଜଣ ଜେଲରକ୍ଷୀଙ୍କ ସମେତ ୨୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। ଏହାସହ ୧୦୦ ରୁ ଅଧିକ ଗୁରୁତର ଆହତ

୩ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ତ୍ରିପାକ୍ଷିକ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଗସ୍ତ ଭାରତର ପୂର୍ବରେ କାର୍ଯ୍ୟ କରିବା ନୀତି, ମହାସାଗର

ପ୍ରବଳ ବର୍ଷା ଯୋଗୁ ମୁମ୍ବାଇରେ ଭୂସ୍ଖଳନ, ଓ୍ବାର୍କ ଫ୍ରମ ହୋମ ପାଇଁ ପରାମର୍ଶ, ଏଯାଏଁ ୧୩ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ଲଗାତାର ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଜନଜବୀନ ଅସ୍ତବ୍ୟସ୍ତ ହୋଇପଡିଛି । ମୁମ୍ବାଇର ଦୁଇଟି ସ୍ଥାନରେ ଭୂସ୍ଖଳନ ହୋଇଛି । ଲୋକମାନେ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମକୁ ପଠାଯାଇଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଏବଂ

କିସ୍ତୱାର ଓ ଡୋଡାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ଦବିଲା ଅନେକ ଗାଡ଼ି

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର କିସ୍ତୱାର ଏବଂ ଡୋଡା ଜିଲ୍ଲାରେ ବନ୍ୟା ସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଛି । କିସ୍ତୱାରରେ କ୍ବାର ପାଓ୍ବର ପ୍ରୋଜେକ୍ଟ ନିକଟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଯୋଗୁଁ ଅନେକ ଗାଡ଼ି ଦବିଯାଇଛି । ଅନେକ

ନାଟୋ ସମ୍ମିଳନୀ ପୂର୍ବରୁ କିଭ୍ ଉପରେ ରୁଷର ଆକ୍ରମଣ , ୮ ମୃତ

ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ସ୍ଥିତି କିଛିଟା ଶାନ୍ତିପୂର୍ଣ୍ଣ ରହିଛି । କିନ୍ତୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାରି ବର୍ଷରୁ ଅଧିକ ସମୟ ଧରି ଜାରି ରହିଛି । ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ଜୁଲାଇ ୭ ରେ ହେବାକୁ

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ : ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ବନ୍ଦ

ମୁମ୍ବାଇ : ମୁମ୍ବାଇ ସହିତ ବିଭିନ୍ନ ଜିଲ୍ଲାରେ କିଛି ଦିନ ହେଲାଣି ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମିବା ଯୋଗୁଁ ଗଛ ପଡିବା, ପାଣିରେ କରେଣ୍ଟ ବ୍ୟାପିବା, ମ୍ୟାନହୋଲରେ ଲୋକ ପଡ଼ିବା ଭଳି ବିଭିନ୍ନ

ଭାରତକୁ ଆସୁଛି ୧୫ ସାର ବୋଝେଇ ଜାହାଜ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ବୈଶ୍ୱିକ ସପ୍ଲାଇ ଚେନ୍‌ ଉପରେ ଏହାର ପ୍ରଭାବ ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ରସାୟନ ଓ ସାର ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ସାର ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ବୋଝେଇ ୧୫ଟି ଜାହାଜ ସୁରକ୍ଷିତ ଭାବେ