Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ଖେଲା ହୋବେ’ର ଜନକ ବନାମ ଜଷ୍ଟିସ ଗଙ୍ଗୋପାଧ୍ୟାୟ
କୋଲକାତା : ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିର ଖେଲା ହୋବେ ନାରା ଓ ଗୀତ ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଗୀତ ଲେଖିଥିବା ଯୁବକଙ୍କୁ ଟିଏମସି ଏବେ ଲୋକସଭା ଟିକେଟ ଦେଇଛି। ସେ ହେଉଛନ୍ତି ଟିଏମସି ସୋଶାଲ ମିଡିଆ ସେଲର ମୁଖ୍ୟ ଦେବାଙ୍ଗଶୁ ଭଟ୍ଟାଚାର୍ଯ୍ୟ।ତାଙ୍କୁ ଦଳ!-->…
ପାଣି ଅପଚୟ କରି ଜରିମାନା ଦେଲେ ବେଙ୍ଗାଲୁରୁର ୨୨ ପରିବାର
ବେଙ୍ଗାଲୁରୁ : ନିକଟରେ ଘୋର ପାଣି ସଙ୍କଟର ସମ୍ମୁଖୀନ ହେଉଛନ୍ତି ବେଙ୍ଗାଲୁରୁବାସୀ। ଏହାରି ମଧ୍ୟରେ କିଛି ପରିବାର ପାଣି ଅପଚୟ କରିବା ଅଭିଯୋଗରେ ଜରିମାନା ଦେଇଛନ୍ତି। ବେଙ୍ଗାଲୁରୁ କର୍ତ୍ତୃପକ୍ଷ ୨୨ଟି ପରିବାର ଉପରେ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ କରିଛନ୍ତି। ରାଜ୍ୟରେ ଘୋର ଜଳ!-->…
ପିଓକେ ଲୋକେ ଭାରତ ସହିତ ମିଶ୍ରଣ ଚାହୁଁଛନ୍ତି, ଆକ୍ରମଣ କରିବାର ଆବଶ୍ୟକତା ନାହିଁ : କହିଲେ ରାଜନାଥ
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ଭାରତ ସହିତ ମିଶ୍ରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆମକୁ ଆକ୍ରମଣ କରିବା ଏବଂ ଦଖଲ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ସେଠାରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି!-->…
ତେଲେଙ୍ଗାନା ଫୋନ୍ ଟ୍ୟାପିଂ ମାମଲା: ଅଭିଯୁକ୍ତ ନମ୍ବର ୧ ହେଲେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ
ହାଇଦ୍ରାବାଦ: ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଫୋନ୍ ଟ୍ୟାପିଂ ମାମଲାରେ ଅଭିଯୁକ୍ତ ନମ୍ବର ୧ ଭାବେ ନାମିତ କରାଯାଇଛି। କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ପୂର୍ବ ବିଆରଏସ୍ ସରକାର!-->…
ଲେହରେ ଯବାନଙ୍କ ସହିତ ହୋଲି ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ
ଆଉ ଗୋଟେ ଦିନ ପରେ ରଙ୍ଗର ପର୍ବ ହୋଲି । ତେଣୁ ଏବେ ସାରା ଦେଶରେ ହୋଲିର ମାହୋଲ ଦେଖିବାକୁ ମିଳୁଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ଲେହରେ ବୀର ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଛନ୍ତି । ଲେହ ବିମାନବନ୍ଦରରେ ଲଦାଖ ଉପରାଜ୍ୟପାଳ!-->…
ସିବିଆଇ ବିରୁଦ୍ଧରେ ନିର୍ବାଚନ ଆୟୋଗରେ ଫେରାଦ ହେଲେ ମହୁଆ
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବିରୁଦ୍ଧରେ ନିର୍ବାଚନ ଆୟୋଗରେ ଫେରାଦ ହୋଇଛନ୍ତି ତୃଣ ମୂଳ କଂଗ୍ରେସ ସାଂସଦ ପ୍ରାର୍ଥୀ ମହୁଆ ମୈତ୍ର। ସିବିଆଇ ମତେ ହଇରାଣ କରୁଛି, ଏଥିପାଇଁ ମୋ ନିର୍ବାଚନ ପ୍ରଚାର-ପ୍ରସାରରେ ବାଧା ସୃଷ୍ଟି ହେଉଥିବା ସେ ଅଭିଯୋଗ କରିଛନ୍ତି।
ଗତକାଲି!-->!-->!-->…
କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ବାହାରିଲା ଇଣ୍ଡି ମେଣ୍ଟ, ମାର୍ଚ୍ଚା ୩୧ରେ କରିବେ ମହା ରାଲି
ଲୋକସଭା ନିର୍ବାଚନ ମାହୋଲ ମଧ୍ୟରେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ଅଭିଯୋଗରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି। ଆପ୍ ଇଡିର କାର୍ଯ୍ୟାନୁଷ୍ଠାନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରିଆସୁ!-->…
ମୋଦିଙ୍କୁ ୨୮ ପଇସା ପ୍ରଧାନମନ୍ତ୍ରୀ କହିଲେ ଜୁନିଅର ଷ୍ଟାଲିନ
ବିଜେପି ନେତୃତ୍ୱାଧୀନ କେନ୍ଦ୍ରରେ ପାଣ୍ଠି ଆବଣ୍ଟନ ଉପରେ ବର୍ଷିଛନ୍ତି ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ। ଆମେ ପ୍ରଧାନମନ୍ତ୍ରୀଙ୍କୁ '୨୮ ପଇସା ପ୍ରଧାନମନ୍ତ୍ରୀ' ବୋଲି କହିବା ଉଚିତ ବୋଲି ଷ୍ଟାଲିନ କହିଛନ୍ତି।
ସେ କହିଛନ୍ତି, ଟିକସ ହିସାବରେ ପ୍ରଦାନ!-->!-->!-->…
ବିଜେପିରେ ମିଶିଲେ ପୂର୍ବତନ ବାୟୁସେନା ମୁଖ୍ୟ
ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ରବିବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ବିଜେପି ସାଧାରଣ ସଂପାଦକ ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ।
ରାକେଶ କୁମାର ସିଂହ ଭଦୌରିଆ ୨୦୨୧!-->!-->!-->…
ISIS ଲିଙ୍କ୍ ସନ୍ଦେହରେ ଜଣେ IIT ଛାତ୍ର ଅଟକ
ISIS ଲିଙ୍କ୍ ସନ୍ଦେହରେ ଜଣେ ଆଆଇଟି ଗୁହାଟୀ ଛାତ୍ର ଅଟକ। ଅଟକ ହୋଇଥିବା ଛାତ୍ର ଚତୁର୍ଥ ବର୍ଷର ବାୟୋଟେକ୍ନୋଲୋଜି ବିଭାଗର। ସେ ନିକଟରେ ଏକ ସୋଶାଲ ମିଡିଆ ପ୍ଲାଟଫର୍ମ ଏବଂ ଇମେଲରେ ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଚାହୁଁଥିବା କହିଥିଲେ।
ଏପରି ଖୋଲା ଲେଟର୍ ଲେଖିବା ପରେ!-->!-->!-->…