Browsing Category

ଦେଶ

ଇଡି ହେପାଜତରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଲେ କେଜ୍ରିୱାଲ

ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଖରାଦିନ ଆସୁଥିବାରୁ ଲୋକଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ଇଡି ହେପାଜତରେ ଥାଇ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି କେଜ୍ରିୱାଲ।

ଲୋକସଭା ନିର୍ବାଚନ: ଆଉ ୪୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌କୁ ଆଉ ମାସେରୁ କମ୍ ସମୟ ଥିବା ବେଳେ ଶନିବାର କଂଗ୍ରେସ ପକ୍ଷରୁ ଏହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୫ ଜଣଙ୍କ ନାଁ ରହିଛି। ଦଳର କେତେକ ବଡ଼ ନେତାଙ୍କ ନାଁ ଏହି

ବିଷାକ୍ତ ମଦ ପିଇ ୨୧ ମୃତ

ନୂଆଦିଲ୍ଲୀ : ବିଷାକ୍ତ ମଦ ପିଇ ଯାଉଛି ଜଣକ ପରେ ଜଣଙ୍କ ଜୀବନ। ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଥିବା ସୂଚନା ମିଳିଛି। ପଞ୍ଜାବ ସାଙ୍ଗରୁର ଜିଲ୍ଲାରୁ ଆସିଛି ଏପରି ଖବର।ସାଙ୍ଗରୁରର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ)ଙ୍କ କହିବା ଅନୁଯାୟୀ, ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା ପରେ ଅତି କମରେ

ଭିନ୍ନ ଧର୍ମର ଲୋକଙ୍କୁ ଜମି ବିକ୍ରି କରିବା ଉପରେ ରୋକ ଲଗାଇଲେ ଆସାମ ସରକାର

ନୂଆଦିଲ୍ଲୀ,୨୩।୩: ସାମୟିକ ସମୟ ପାଇଁ ଭିନ୍ନ ଧର୍ମର ଲୋକଙ୍କୁ ଜମି ବିକ୍ରି କରିବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର। ଭିନ୍ନ ଧର୍ମର ବ୍ୟକ୍ତିବିଶେଷଙ୍କୁ ଜମି ବିକ୍ରି ପାଇଁ ରାଜ୍ୟ ସରକାର ଦେଉଥିବା ଏନଓସି କୁ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି। ଏକ ବିଜ୍ଞପ୍ତିରେ ଆସାମ ସରକାର

ଅରବିନ୍ଦ କେଜ୍‌ରିଓ୍ବାଲ ଗିରଫ ହେବା ପଛରେ ବିଜେପି ନୁହେଁ ବରଂ କଂଗ୍ରେସ ବଡ଼ ହାତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମନି ଲଣ୍ଡରିଂ ଆଇନ୍‌(ପିଏମ୍‌ଏଲ୍‌ଏ) ଅନୁଯାୟୀ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ମାର୍ଚ୍ଚ ୨୬ ଯାଏ ଇଡି ରିମାଣ୍ଡରେ ପଠାଇଛି। ଏହାକୁ ସମସ୍ତ ବିରୋଧୀ ଦଳ ଗଣତନ୍ତ୍ରର ହତ୍ୟା ବୋଲି ଅବିହିତ କରୁଛନ୍ତି। ଏପରିକି ଦେଶରେ

ଗୁଜରାଟରେ ଭାଜପାକୁ ଡବଲ ଝଟ୍‌କା

ଗାନ୍ଧିନଗର,୨୩।୩: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ବଡ ଝଟ୍‌କା ଲାଗିଛି। ସାବରକାଂଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭିକାଜୀ ଠାକୁର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏଥି ସହ ଭଦୋଦରାରୁ ଭାଜପା ଏମପି ରଂଜନବେନ ଧନଞ୍ଜୟ

ଶିଳ୍ପଭଳି ଆତଙ୍କବାଦକୁ ପ୍ରାୟୋଜିତ କରୁଛି ପାକିସ୍ତାନ: ଏସ. ଜୟଶଙ୍କର

ନୂଆଦିଲ୍ଲୀ,୨୩।୩: ପାକିସ୍ତାନ ଆତଙ୍କବାଦକୁ ପ୍ରାୟ ଏକ “ଶିଳ୍ପ ସ୍ତରରେ” ପ୍ରାୟୋଜିତ କରୁଛି। ବୈଦେଶିକ ମନ୍ତ୍ରୀ ଡ. ଏସ. ଜୟଶଙ୍କର କହିଛନ୍ତି ବର୍ତ୍ତମାନ ଭାରତର ମନୋବଳ ଆତଙ୍କବାଦୀଙ୍କୁ ଅଣଦେଖା କରିବା ଉଚିତ ନୁହେଁ ଏବଂ ଏହା ଆଉ ଏହି ସମସ୍ୟାର ସମାଧାନ କରିବ ନାହିଁ। ତିନି ଦିନିଆ

କେଜ୍ରିୱାଲ ଆଣିଲେ ଦୁର୍ବ୍ୟବହାର ଅଭିଯୋଗ, ଏସିପିଙ୍କୁ ହଟାଇବାକୁ ଦାବି କଲେ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ବନ୍ଧା ହୋଇ ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ସେ ଜଣେ ACPଙ୍କ ହଟାଇବାକୁ କୋର୍ଟଙ୍କ ନିକଟରେ ଅପିଲ୍‌ କରିଛନ୍ତି। ACP ଏ.କେ ସିଂଙ୍କୁ ନିଜ

ଅଯୋଗ୍ୟ ଘୋଷିତ କଂଗ୍ରେସର ୬ ପୂର୍ବତନ ବିଧାୟକ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : ଦଳ ବଦଳ ନିରୋଧ ଆଇନ ଅନୁସାରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସର ୬ ଜଣ ପୂର୍ବତନ ବିଧାୟକ ଆଜି ବିଜେପିରେ ମିଶିଛନ୍ତି। ସେମାନଙ୍କ ସହିତ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ମିଶିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ

ଜେଲରୁ ଅରବିନ୍ଦ କେଜ୍ରିୱାଲଙ୍କ ବାର୍ତ୍ତା : ପଢି ଶୁଣାଇଲେ ପତ୍ନୀ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ଅଛନ୍ତି। ପଚରାଉଚରା କରିବା ପାଇଁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଇଡି ତାଙ୍କୁ ରିମାଣ୍ଡରେ ନେଇଛି। ତେବେ ୟା ଭିତରେ ସେ ଆମ୍‌