Browsing Category

ଦେଶ

କେଜ୍ରିଓ୍ୱାଲଙ୍କୁ ସମନ ମାମଲା: EDକୁ ୨ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ

ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ଥର ସମନ କରିଛି। କେବଳ ସେତିକି ନୁହେଁ ଦିଲ୍ଲୀ ଜଳ ବୋର୍ଡ ମାମଲାରେ ଥରେ ସମନ କରାଯାଇଛି। ଏହି ମାମଲାରେ ଏବେ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କୁ ଜବାବ

ପିଏମ୍‌କେକୁ ୧୦ଟି ଆସନ ଦେଲା ବିଜେପି

୨୦୨୪ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ପିଏମ୍‌କେ ସହିତ ମେଣ୍ଟ କରିଛି ବିଜେପି। ଆଜି ଏହା ଚୂଡ଼ାନ୍ତ ହୋଇଛି। ମେଣ୍ଟ ସର୍ତ୍ତ ଅନୁସାରେ ପିଏମ୍‌କେକୁ ୧୦ଟି ଲୋକସଭା ଆସନ ଦେଇଛି ବିଜେପି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପିଏମ୍‌କେ ଇଚ୍ଛା

ଏନ୍‌ସିପି ନେତା ଶରଦ ପାଓ୍ୱାରଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା

ଏନ୍‌ସିପି ବନାମ ଏନ୍‌ସିପି। କିଏ ପ୍ରକୃତ ତାକୁ ନେଇ ମହାରାଷ୍ଟ୍ରରେ ଦାଦା ପୁତୁରାଙ୍କ ମଧ୍ୟରେ ଜାରି ରହିଛି ଲଢ଼େଇ। ଏହାର ଭିତରେ ବରିଷ୍ଠ ଏନ୍‌ସିପି ନେତା ଶରଦ ପାଓ୍ୱାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟ୍‌କା। ମଙ୍ଗଳବାର ଏନ୍‌ସିପିର ନିର୍ବାଚନୀ ଚିହ୍ନ 'ଘଣ୍ଟା'କୁ ବ୍ୟବହାର କରିବାକୁ ନେଇ

ଏଲଭିଶଙ୍କ ପରେ ପୁଲିସ ରାଡାର୍‌ରେ ସିଙ୍ଗର୍‌

ଗରିଫ ହୋଇଛନ୍ତି ବିଗ୍‌ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର୍‌ ଏଲଭିଶ ଯାଦବ। ସାପ ବିଷ ମାମଲାରେ ପୁଲିସ ତାଙ୍କୁ ରବିବାର ଗିରଫ କରିଛି। ଏହି ମାମଲାରେ ଏବେ ଏଲ୍‌ଭିଶ ଯାଦବଙ୍କ ପରେ ନୋଏଡା ପୁଲିସ ରାଡାରରେ ଆସିଛନ୍ତି ସିଙ୍ଗର ଫାଜିଲପୁରିଆ। ତାଙ୍କୁ ପୁଲିସ ନୋଟିସ ଜାରି କରିଛି। ୧୪

ସ୍କୁଲ ନିକଟରୁ ଜବତ ହେଲା ବିପୁଳ ବିସ୍ଫୋରକ ସାମଗ୍ରୀ, ହାଇ ଆଲର୍ଟ

ସ୍କୁଲ ନିକଟରୁ ଜବତ ହେଲା ବିପୁଅ ବିସ୍ଫୋରକ ସାମଗ୍ରୀ। ଏକ ଟ୍ରାକ୍ଟର ଭିତରୁ ଜିଲେଟିନ୍‌ ଛଡ ଓ ଡେଟୋନେଟର୍ସ ଜବତ ହୋଇଛି। ଏହାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ଚାରିଆଡେ ହାଇ ଆଲର୍ଟ ଜାରି ହୋଇଛି। ରବିବାର ରାତିରେ ଏହି ଘଟଣା ଘଟିଛି। ବେଙ୍ଗାଲୁରୁର ଏକ ଘରୋଇ ସ୍କୁଲ ନିକଟରୁ

JMM ଛାଡି ସଙ୍ଗେ ସଙ୍ଗେ ବିଜେପିରେ ସାମିଲ ହେଲେ ସୀତା ସୋରେନ୍‌

ବିଜେପିରେ ସାମିଲ ହେଲେ ଜେଏମ୍‌ଏମ୍‌(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ଶିବୁ ସୋରେନ୍‌ଙ୍କ ବଡ ବୋହୂ ସୀତା ସୋରେନ୍‌। କିଛି ସମୟ ପୂର୍ବେ ସେ ଜେଏମ୍‌ଏମ୍‌ର ପଦ ଓ ପ୍ରାଥମିକତା ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ଏହାର ତୁରନ୍ତ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ଆଜାମ ଖାନଙ୍କୁ ପୁଣି ୭ ବର୍ଷ ଜେଲ୍‌

ଜେଲରେ ଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ପୁଣି ଝଟକା। ୨୦୧୬ ମସିହା ଡୁଙ୍ଗାରପୁର ମାମଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ତାଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଆଜାମ ଖାନଙ୍କ ବ୍ୟତୀତ ଏହି

ବେଙ୍ଗଲ ଡିଜିପି ଓ ୬ ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ଇସିଙ୍କ ନିର୍ଦ୍ଦେଶ

ଲୋକସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ନିର୍ବାଚନ ଆୟୋଗ। ବିଦା ହେଲେ ୬ ରାଜ୍ୟର ଗୃହ ସଚିବ। ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଶ୍ଚିମବଙ୍ଗ ଡିଜିପିଙ୍କୁ ମଧ୍ୟ

ଓକିଲ ସଂଘର ସଭାପତିଙ୍କୁ ରୋକଠୋକ ଶୁଣାଇଲେ ସିଜେଆଇ

ସୁପ୍ରିମକୋର୍ଟ ବାର୍‌ ଆସୋସିଏସନର ସଭାପତିଙ୍କୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ରୋକଠୋକ ଶୁଣାଇଛନ୍ତି। ନିର୍ବାଚନୀ ବଣ୍ଡ ସମ୍ପର୍କିତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ କଡ଼ା ଭାଷାରେ ଓକିଲ ସଂଘର ସଭାପତିଙ୍କୁ ତାଗିଦ କରିଛନ୍ତି। ନିର୍ବାଚନୀ ବଣ୍ଡକୁ

‘ଦେଶର ପ୍ରତ୍ୟେକ ମା’-ଝିଅ ଶକ୍ତି ସ୍ୱରୂପା, ମୁଁ ତାଙ୍କ ପୂଜାରୀ’

'ଦେଶର ପ୍ରତ୍ୟେକ ମା' ଓ ଝିଅ ଶକ୍ତି ସ୍ୱରୂପା। ମୁଁ ତାଙ୍କ ଶକ୍ତି ରୂପର ପୂଜା କରେ। ମୁଁ ତାଙ୍କ ପୂଜାରୀ। ସେମାନଙ୍କ ରକ୍ଷା ପାଇଁ ମୁଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି।' ଏଭଳି କିଛି କହି ତେଲଙ୍ଗାନାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦି।