Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
BYJU’S ଫାଉଣ୍ଡରଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ
ବଢ଼ିଲା BYJU'S ଫାଉଣ୍ଡରଙ୍କ ଅଡୁଆ। ବାୟଜୁ ରବିନ୍ଦ୍ରନଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ୍ ନୋଟିସ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛନ୍ତି। ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ସେ ଯେପରି ଦେଶ ଛାଡି ଯିବେ ନାହିଁ ସେଥିପାଇଁ ରବିନ୍ଦ୍ରନଙ୍କ!-->…
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡି ର ୭ମ ସମନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କଥିତ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି। ଏହି ସମନ ଜାରି କରି ସୋମବାର!-->…
ଜମ୍ମୁ- କଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଘରେ ପଶିଲା ସିବିଆଇ, ଏକାଥରେ ୩୦ ସ୍ଥାନରେ ଚଢ଼ାଉ
କୀରୁ ହାଇଡ୍ରୋଇଲେକ୍ଟ୍ରିସିଟି ପ୍ରୋଜେକ୍ଟରେ ହୋଇଥିବା ଦୁର୍ନୀତି ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ପଶିଲା ସିବିଆଇ । ଆଜି ସକାଳୁ ସକାଳୁ ସତ୍ୟପାଲ ମଲିକଙ୍କ ଦିଲ୍ଲୀସ୍ଥିତ ଘର ଓ କାର୍ଯ୍ୟାଳୟ ଛାନଭିନ କରିଛି ସିବିଆଇ। ଏଥିସହ ଜମ୍ମୁ କଶ୍ମୀରର ୩୦ଟି!-->…
ଚାଟ୍ ଜିପିଟିର ମୁକାବିଲା କରିବ ମୁକେଶ ଅମ୍ବାନିଙ୍କ ‘ହନୁମାନ’
ମୁମ୍ବାଇ: କୁହାଯାଏ ଅହଂକାର ହେଉଛି ପତନର ପ୍ରଥମ ପଦକ୍ଷେପ । ସେହିପରି କିଛି ଅହଂକାର ଦେଖାଇଥିଲେ ଚାଟଜିପିଟିର ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନ୍ । ସାମ୍ ଅଲ୍ଟମ୍ୟାନ୍ କହିଥିଲେ ଯେ ଯଦି ଭାରତ ଚାଟଜିପିଟି ଭଳି ଟୁଲ୍ ତିଆରି କରେ, ତେବେ ଏହା ନିଶ୍ଚିତ ଭାବେ ବିଫଳ ହେବ। ଅର୍ଥାତ୍ ଭାରତର!-->…
ଭାରତର ଆପତ୍ତି ସତ୍ତ୍ବେ ଚୀନ ଗୁପ୍ତଚର ଜାହାଜକୁ ପ୍ରବେଶ ଅନୁମତି ଦେଲା ମାଳଦ୍ବୀପ
ମାଲେ : ଭାରତ ମହାସାଗରରେ ତଥାକଥିତ ‘ଗବେଷଣା’ କରିବା ପରେ ଚୀନ୍ର ସାମରିକ ଗୁପ୍ତଚର ଜାହାଜ ଜିଆଙ୍ଗ ୟାଙ୍ଗ ହଙ୍ଗ୍-୦୩ ଏବେ ମାଳଦ୍ୱୀପ ଅଭିମୁଖେ ଅଗ୍ରସର ହୋଇଛି। ମାଳଦ୍ୱୀପ ସରକାର ଏକ ଚାଇନା ଗୁପ୍ତଚର ଜାହାଜକୁ ମାଲେ ବନ୍ଦରରେ ଲଙ୍ଗର ପକାଇବାକୁ ଅନୁମତି ଦେଇଛନ୍ତି। କୁହାଯାଉଛି ଯେ ଭାରତ,!-->…
ବିଜେପିକୁ ଫେରିବେ ସିଦ୍ଧୁ, ଗୁରଦାସପୁରରୁ ଲଢ଼ିବେ ଯୁବରାଜ ସିଂହ!
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୁଣିଥରେ ବିଜେପିକୁ ଫେରିବେ। ସେହିପରି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଆସନ୍ତା ଲୋକସଭା ନିର୍ବାଚନ ବେଳେ ଗୁରଦାସପୁରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସିଦ୍ଧୁ ଚାଷୀ ଆନ୍ଦୋଳନକୁ ନେଇ!-->…
କେଜ୍ରିୱାଲଙ୍କ ବଡ଼ ବୟାନ: ସିଜେଆଇଙ୍କ ମାଧ୍ୟମରେ ଭଗବାନ କହିଲେ
ନୂଆଦିଲ୍ଲୀ : ଚଣ୍ତିଗଡ଼ ମେୟର ନିର୍ବାଚନକୁ ନେଇ ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ମଙ୍ଗଳବାର ବିଜେତା ଘୋଷଣା କରିଛନ୍ତି। ଐତିହାସିକ ଘଟଣାକ୍ରମରେ ସୁପ୍ରିମକୋର୍ଟରେ ବାଲଟ ପେପରର ଗଣତି ହୋଇଥିଲା ଓ ଜଜ ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟଙ୍କ ଏପରି!-->…
ଗଛରେ ଝୁଲିଲା ସାଲାଇନ୍, ରାସ୍ତାରେ ହେଲା ଶହଶହ ଲୋକଙ୍କ ଚିକିତ୍ସା
ମୁମ୍ବାଇ : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ରାସ୍ତା ଉପରେ ଓ ଖୋଲା ଆକାଶ ତଳେ ଶହଶହ ଲୋକଙ୍କ ଚିକିତ୍ସା କରାଯାଇଛି। ରୋଗୀମାନଙ୍କୁ ଗଛରେ ସାଲାଇନ ବୋତଲ ଟଙ୍ଗାଇ ସେବା ଯୋଗା ଦିଆଯାଇଛି।ମହାରାଷ୍ଟ୍ରରେ ମଙ୍ଗଳବାର ରାତିରେ ଏପରି ଘଟଣା ଘଟିଛି। ଏଠାରେ ଆୟୋଜିତ ଗୋଟିଏ!-->…
ବନ୍ଦ ହେବ ହୁକା ବାର୍, ୨୧ ବର୍ଷ ହୋଇ ନଥିଲେ ସିଗାରେଟ ମନା: ବିଲ୍ ପାସ୍
ବେଙ୍ଗାଲୁରୁ : ପୂରା ରାଜ୍ୟରେ ବ୍ୟାନ ହେବ ହୁକା ବାର। ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ। ସେହିପରି ୨୧ ବର୍ଷରୁ କମ ବୟସ୍କଙ୍କୁ କେହି ବି ସିଗାରେଟ କିମ୍ବା କୌଣସି ଗୁଟଖା ବିକ୍ରି କରିପାରିବେ ନାହିଁ।ଏପରି କଡ଼ା ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି କର୍ଣ୍ଣାଟକା ସରକାର। ଏହା!-->…
ଜାତୀୟ ପତାକାକୁ ଅପମାନ ଓ ପୁଲିସ ସହ ଗଣ୍ଡଗୋଳ: ୭୦୦ରୁ ଅଧିକ ଚାଷୀଙ୍କ ନାଁରେ ମାମଲା
ନୂଆଦିଲ୍ଲୀ : ଗୋଟିଏ ପଟେ ଦିଲ୍ଲୀ ଚଲୋ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ୭୪୬ ଜଣ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାନୁଆରୀ ୧୮ରେ ଚାଷୀମାନେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟକୁ ବଳ ପୂର୍ବକ ବନ୍ଦ କରି ଦେଇଥିଲେ। ଏବେ ସେମାନଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ!-->…