Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମହାରାଷ୍ଟ୍ର କଂଗ୍ରେସକୁ ପୁଣି ଝଟ୍କା, ଦଳ ଛାଡିଲେ ଅଶୋକ ଚୌହାନ
ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ପୁଣି ଝଟ୍କା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପଟୋଲେଙ୍କୁ ଏନେଇ ଚିଠି ଲେଖି ସେ ଜଣାଇଛନ୍ତି।
ସେ ନିଜ ଇସ୍ତଫା!-->!-->!-->…
ଦିଲ୍ଲୀରେ ଆଗାମୀ ମାସେ ପର୍ଯ୍ୟନ୍ତ ବିଶାଳ ସମାବେଶ ଉପରେ ଲାଗିଲା ରୋକ୍
ଦିଲ୍ଲୀରେ ଆଗାମୀ ମାସେ ପର୍ଯ୍ୟନ୍ତ ବିଶାଳ ସମାବେଶ ଉପରେ ଲାଗିଲା ରୋକ୍। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବିଶାଳ ସମାବେଶର ଆୟୋଜନ ହୋଇପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସ କମିଶନର କହିଛନ୍ତି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି!-->…
ମନ୍ଦିର ପ୍ରସାଦରୁ ମିଳିଲା ହାଡ଼ ଖଣ୍ଡ, ତଦନ୍ତ ନିର୍ଦ୍ଦେଶ
ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ମନ୍ଦିର ଶ୍ରୀସାଇଲମ ତଥା ମଲ୍ଲିକାର୍ଜୁନ ମନ୍ଦିର ପ୍ରସାଦରୁ ମିଳିଲା ହାଡ଼ ଖଣ୍ଡ। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଏନେଇ ଅଭିଯୋଗ ହେବା ପରେ ମନ୍ଦିର ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି।
ହାଇଦ୍ରାବାଦର ହରିଶ ରେଡ୍ଡୀ ନାମକ ଜଣେ ଶ୍ରଦ୍ଧାଳୁ!-->!-->!-->…
ଦିଲ୍ଲୀରେ ଏକା ଲଢ଼ିବ ଆପ୍, ସଙ୍କେତ ଦେଲେ କେଜ୍ରିଓ୍ୱାଲ
ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ଇଣ୍ଡିଆ ମେଣ୍ଟକୁ ଲାଗିଛି ଝଟ୍କା। ଦିଲ୍ଲୀରେ ଏକା ଲଢ଼ିବ ଆମ୍ ଆଦ୍ମୀ ପାର୍ଟି। ଆଜି ଏଭଳି କିଛି ସଂକେତ ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବଡ଼ ସହଯୋଗୀ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମିଳିତ ଭାବେ!-->…
ସୌରଭ ଗାଙ୍ଗୁଲିଙ୍କ ଘରୁ ଚୋରି
ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇର ପୂବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଘରୁ ଚୋରି। କଳାକନା ବୁଲାଇଲା ଚୋର। ନେଇଗଲା ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ଫୋନ୍। ଏନେଇ ଖୋଦ୍ ଥାନାରେ ଅଭିଯୋଗ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି।
ସୂଚନା ମୁତାବକ,!-->!-->!-->…
ସାମ୍ବାଦିକା ସାଗରିକା ଘୋଷ ଯିବେ ରାଜ୍ୟସଭା, ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଟିଏମ୍ସି
ପଶ୍ଚିମବଙ୍ଗ ଶାସକ ଦଳ ତ୍ରୁଣମୂଳ କଂଗ୍ରେସ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ପୁଣି ଥରେ ସୁସ୍ମିତା ଦେବଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି। ଏଥିସହ ସାମ୍ବାଦିକା ସାଗରିକା ଘୋଷ, ମମତା ବାଲା ଠାକୁର ଓ ଏମ୍ ନଦିମ ଉଲ୍ଲ ହକ୍ଙ୍କୁ ଟିଏମ୍ସି!-->…
ଉତ୍ତରାଖଣ୍ଡ ହିଂସା ଘଟଣାର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ
ଉତ୍ତରାଖଣ୍ଡର ହଲଦ୍ୱାନୀ ହିଂସା ଘଟଣାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଗିରଫ। ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ପୁଲିସର ମିଳିତ ଟିମ୍ ଅବଦୁଲକୁ ଦିଲ୍ଲୀରୁ ଗିରଫ କରିଛି। ପୁଲିସ ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କୁ ହେପାଜତକୁ ନେଇଛି। ଏଥିସହ ୫,୦୦୦ ଅଜ୍ଞାତ!-->…
ଅଙ୍ଗନବାଡିରେ ଚାକିରି ଦେବା ନାଁରେ ୨୦ ମହିଳାଙ୍କୁ ଗଣଦୁଷ୍କର୍ମ
ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ୨୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ ଗଣଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ସୁଟ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ରାଜସ୍ଥାନର ସିରୋହି!-->…
ରାମ ଓ ରାଷ୍ଟ୍ରକୁ ନେଇ କୌଣସି ବୁଝାମଣା ହୋଇପାରିବ ନାହିଁ: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍
ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ତେବେ ବହିଷ୍କୃତ ହେବାର ଦିନକ ପରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ!-->…
ଫ୍ଲୋର ଟେଷ୍ଟ ପୂର୍ବରୁ ପାର୍ଟି ମୁଡ୍ରେ ବିଧାୟକ, ତେଜସ୍ୱୀଙ୍କ ସହ ଗାଇଲେ ଗୀତ
ଫ୍ଲୋର୍ ଟେଷ୍ଟ ପୂର୍ବରୁ ଫୁଲ୍ ପାର୍ଟି ମୁଡ୍ରେ ନଜର ଆସିଲେ ଆର୍ଜେଡି ବିଧାୟକ। ହାତରେ ଗିଟର ଧରି ଗାଇଲେ ଗୀତ। କେବଳ ସେ ନୁହେଁ ତାଙ୍କ ସହ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ତାଲ ଦେଇ ଗୀତ ଗାଇଛନ୍ତି। ବିଧାୟକ ୟୁସୁଫ କେସର ହାତରେ ଗୀଟାର ଧରି ବଜାଉ ଥିବା!-->…