Browsing Category

ଦେଶ

ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି : ବୈଷ୍ଣବ…

ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ କହିଛନ୍ତି ।…

ହେମନ୍ତ ସୋରେନଙ୍କୁ ଗୋଟିଏ ଦିନ ପାଇଁ ଜେଲ ହାଜତକୁ ପଠାଇଲେ ଅଦାଲତ, ଆସନ୍ତାକାଲି ନେବେ ରିମାଣ୍ଡ ନିଷ୍ପତି…

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁରୁବାର ସକାଳେ ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇ ଗୋଟିଏ ଦିନ…

କଂଗ୍ରେସ ସାଂସଦଙ୍କ ‘ଅଲଗା ଦେଶ’ ବୟାନକୁ ନେଇ ବିବାଦ…

ବେଙ୍ଗାଲୁରୁ : ବିବାଦରେ କଂଗ୍ରେସର ଲୋକସଭା ସାଂସଦ ଡିକେ ସୁରେଶ। ସେ ଦେଇଥିବା ଅଲଗା ଦେଶ ବୟାନକୁ ନେଇ ବିବାଦ ଦେଖାଯାଇଛି। କେନ୍ଦ୍ର ଠାରୁ କର୍ଣ୍ଣାଟକା ଆବଶ୍ୟକ ପାଣ୍ଠି ପାଉନାହିଁ। ତେଣୁ ଦକ୍ଷିଣ ଭାରତ ପାଇଁ ଅଲଗା ଦେଶ ଗଠନ ଦାବି ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି…

ବଦଳିଲା ୩୦ ବର୍ଷର ନିୟମ; ରାତି ଅଧରେ ଜ୍ଞାନବ୍ୟାପୀ ମସଜିଦ ବେସ୍‌ମେଣ୍ଟରେ ହେଲା ପୂଜାର୍ଚ୍ଚନା

ନୂଆଦିଲ୍ଲୀ :ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା। ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି। ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ ଗତକାଲି ବାରାଣସୀର ଗୋଟିଏ କୋର୍ଟଙ୍କ…

ଫୋକସରେ ଲାକ୍ଷାଦ୍ୱୀପ; ୪୦ ହଜାର ସାଧାରଣ ବଗିରେ ମିଳିବ ବନ୍ଦେ ଭାରତ ସୁବିଧା…

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ। ପର୍ଯ୍ୟଟନ କ୍ଷେତ୍ର, ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଉପରେ ଫୋକସ୍ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।…

ପାରିବାରିକ କାରଣରୁ କଳ୍ପନା ସୋରେନ ବାଦ ପଡ଼ିଲେ…

ରାଞ୍ଚି : ଜମି ଦୁର୍ନୀତି ମାମଲାରେ ବନ୍ଧା ହୋଇ ସାରିଛନ୍ତି ହେମନ୍ତ ସୋରେନ୍‌। ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ଇଡ଼ି ତାଙ୍କୁ ବାନ୍ଧି ସାରିଛି। ତେବେ ହେମନ୍ତ ସୋରେନ୍‌ ଇସ୍ତଫା ଦେବା ପରେ ତାଙ୍କ ପତ୍ନୀ କଳ୍ପନା ସୋରେନ୍‌ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ବୋଲି ନାନା…

୧ ଟଙ୍କାରେ ବଜେଟ ହିସାବ…

ନୂଆଦିଲ୍ଲୀ :ସଂସଦରେ ଉପସ୍ଥାପିତ ହୋଇଛି ପେପର ଲେସ୍‌ ବଜେଟ୍‌। ବଜେଟ୍‌ରେ ବିଭିନ୍ନ ବିଭାଗ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ଆସନ୍ତୁ ଜାଣିବା ୧ ଟଙ୍କାରେ ପୂରା…

ବିତ୍ତୀୟ ନିଅଣ୍ଟ ବଜେଟର ୫.୮% ରହିବ ବୋଲି ଆକଳନ କରାଯାଇଛି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୪ରେ ସଂଶୋଧିତ ବୀତ୍ତିୟ ନିଅଣ୍ଟ ୫.୮% ରହିବ। ସେହିପରି ଏହାକୁ ୫.୧% କରିବାକୁ ସରକାର…

ଦେଶର ବିକାଶକୁ ଗତି ମିଳିବ: ବଜେଟ୍ ଉପରେ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ।…

କାମଚଳା ବଜେଟ ଉପସ୍ଥାପିତ : ମୋଟ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ୨୦୨୪-୨୫ ବର୍ଷ ଲାଗି କାମଚଳା ବଜେଟ୍ ଉପସ୍ଥାପିତ କରିଛନ୍ତି | ବଜେଟରେ  ଟିକସ ସ୍ଲାବ ହ୍ରାସ ହୋଇ ନଥିବା ବେଳେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ୨୦୪୭ ସୁଦ୍ଧା ଭାରିତକୁ ବିକଶିତ ରାଷ୍ଟ୍ରରେ…