Browsing Category

ଦେଶ

ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଆକ୍ରମଣ, କଂଗ୍ରେସ ନେତାଙ୍କ ଗାଡ଼ି ଭଙ୍ଗିଲେ…

ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆସାମରେ ପୁଣି ଥରେ ବିଜେପି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆସାମର ଜମୁଗୁରିଘାଟରେ ଏହି ଆକ୍ରମଣ ହୋଇଥିବା…

ଫେବୃଆରୀ ୧୮ରୁ ‘ମିସ୍ ୱାର୍ଲ୍ଡ’ ପ୍ରତିଯୋଗିତା, ୨୮ ବର୍ଷ ପରେ ଭାରତ କରୁଛି ଆୟୋଜନ…

ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ମିସ୍ ୱାର୍ଲ୍ଡ ଆୟୋଜନ କରିବାକୁ ଯାଉଛି ଭାରତ। ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାକୁ ଭାରତ ଆୟୋଜନ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀ ଏବଂ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷ ଥର ପାଇଁ ୧୯୯୬ରେ…

ପ୍ରାଣପ୍ରତିଷ୍ଠା ସମୟରେ ସାବଧାନ ରହିବାକୁ ସରକାର ଦେଲେ ଚେତାବନୀ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ଦେଖିବାକୁ ମିଳୁଛି। ଏହି ଉତ୍ସବ ସମୟରେ ଲୋକଙ୍କୁ ସତର୍କ ରହିବାକୁ ସରକାର ଚେତବାନୀ ଦେଇଛନ୍ତି। କାରଣ ଏଭଳି ସମୟରେ ସାଇବର ଅପରାଧୀ ସକ୍ରିୟ…

ଅତିଥିଙ୍କୁ ସୁରକ୍ଷା ଦେବେ ୧୩ହଜାର ସୁରକ୍ଷା ବାହିନୀ, କରାଯାଇଛି ଏସବୁ ବ୍ୟବସ୍ଥା

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ…

ବାଲୁକା କଳାରେ ଶୋଭା ପାଉଛନ୍ତି ପ୍ରଭୁ ଶ୍ରୀରାମ…

ଅଯୋଧ୍ୟା: ରାମ ମୟ ଦେଶ । ରାମଙ୍କ ଭକ୍ତିରେ ଦେଶବାସୀ । ସେଥିପାଇଁ ଖୁବ ଜୋରସୋରରେ ଚାଲିଛି ସାଜ୍ଜସଜ୍ଜା । ଏହାରି ଭିତରେ ୫୦୦ ମିନିଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।…

କଂଗ୍ରେସର ଭାଷା କହୁଛନ୍ତି ଅବିମୁକ୍ତେଶ୍ବରାନନ୍ଦ ସରସ୍ବତୀ: ସ୍ୱାମୀ ଅଧୋକ୍ଷଜାନନ୍ଦ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କେତେକ ଶଙ୍କରାଚାର୍ଯ୍ୟ ପ୍ରଶ୍ନ ଉଠାଇଥିବାବେଳେ ଏହାକୁ ନେଇ ପ୍ରୟାଗରାଜରେ ଥିବା ସାଧୁ ଓ ସନ୍ଥମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୋବର୍ଦ୍ଧନ ପୀଠର ମୁଖ୍ୟ ଧର୍ମଚାର୍ଯ୍ୟ, ଜଗତଗୁରୁ…

ସଂଘବଦ୍ଧ ଆକ୍ରମଣରେ କାର୍ଯ୍ୟରତ ସାମ୍ବାଦିକ ଗୁରୁତର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପାର୍ଶ୍ୟ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ନିକଟରେ ମଧ୍ୟାହ୍ନ ସମୟରେ ଜଣେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ଗୁରୁତର ଆହତ…

ପାକିସ୍ତାନ ଓ ଇରାନ ଭିତରେ କୁଟନୈତିକ ସଂପର୍କ ସ୍ବାଭାବିକ କରିବାକୁ ପ୍ରୟାସ…

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଆଡ଼ାଗୁଡ଼ିକ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ଓ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନର ଦକ୍ଷିଣ ସୀମାରେ ପାକିସ୍ତାନର କ୍ଷେପଣାସ୍ତ୍ର ମାଡ଼କୁ ନେଇ ଜଟିଳ ସ୍ଥିତି ଲାଗି ରହିଛି। ଉଭୟ ଦେଶ ସର୍ବାଧିକ…

ପଶ୍ଚିମବଙ୍ଗରେ ୪୨ଟି ଯାକ ଆସନରେ ଲଢ଼ିବ ଟିଏମ୍‌ସି

କୋଲକାତା: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଆଜି ଏକ ଧକ୍କା ଲାଗିଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ…

ଇଭିଏମ୍‌, ଭିଭିପାଟ୍‌ ପାଇଁ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଇଭିଏମ୍‌ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଇଣ୍ଟରନେଟ୍‌ ମିଡିଆର ଅପପ୍ରଚାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆୟୋଗ ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ…