Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରାମ ମନ୍ଦିର ଅର୍ଥ ଆତ୍ମସାତ୍ ଘଟଣାରେ ଅଭିଯୁକ୍ତ ଟିନ୍ନୁ ଯାଦବ ଘରୁ ଟଙ୍କା, ଅଳଙ୍କାର ଜବତ
ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ଘଟଣାର ତଦନ୍ତ କ୍ରମରେ ପୁଲିସ ଅଭିଯୁକ୍ତ ରାମଶଙ୍କର ଯାଦବ ଓ ଟିନ୍ନୁ ଯାଦବଙ୍କ ଘରୁ ଟଙ୍କା, ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ରବିବାର ପୁଲିସର ଏକାଧିକ ଟିମ୍ ଏହି ମାମଲାରେ ଗିରଫ ହୋଇଥିବା!-->…
ଦଳର ନାମ ଓ ଚିହ୍ନ ଜାଲିଆତି ; ଟିଏମ୍ସି ବିଦ୍ରୋହୀ ନେତାଙ୍କ ବିରୋଧରେ ମାମଲା
କଲକାତା : ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦଳରେ ବିଦ୍ରୋହ ପ୍ରକାଶ ପୂର୍ବକ ଅଲଗା ଗୋଷ୍ଠୀ ଗଠନ କରିଥିବା କିଛି ନେତାଙ୍କ ବିରୋଧରେ ଟିଏମସି ପୁଲିସରେ ମାମଲା ରୁଜୁ କରିଛି। ଏହି!-->…
ରେଳ ଦୁର୍ଘଟଣାରେ ୨ ଶ୍ରମିକ ମୃତ ଓ ଦୁଇ ଗୁରୁତର
ନୂଆଦିଲ୍ଲୀ: ଆସାମର ଜୋଗୀଘୋପାସ୍ଥିତ ନରନାରାୟଣ ସେତୁ ଉପରେ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରେଳବାଇର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଦୁଇ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।!-->…
ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଲାଗି ଭାରତ ସରକାର ପଠାଇବେ ଦୁଇ ପ୍ରତିନିଧି…
ନୂଆଦିଲ୍ଲୀ : ଇରାନର ର୍ବୋଚ୍ଚ ନେତା ଆୟାତୁଲ୍ଳା ଅଲ୍ଳୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତ । ଖାମେନେଇଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ୪ ଜୁଲାଇରୁ ହେବ । ଏଥିରେ ସାମିଲ ହେବାକୁ ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟୈଦ ଅତା ହସନେନ୍ ଓ!-->…
ଆସାମରେ ବନ୍ୟା ବିତ୍ପାତ: ୨୨ ହଜାର ପ୍ରଭାବିତ, ସହାୟତା ପ୍ରତିଶ୍ରୁତି ଦେଲେ ଅମିତ ଶାହ
ଗୌହ୍ବାଟୀ : ଆସାମରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହାହାକାର ସ୍ଥିତି ଦେଖାଦେଇଛି । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏକ ରେଳ ବ୍ରିଜ କ୍ଷତିଗ୍ରସ୍ତ ଯୋଗୁଁ ଏକ ଅଞ୍ଚଳକୁ ରେଳ ସଂଯୋଗ ଶେଷ ହୋଇଛି । ବନ୍ୟା ଯୋଗୁଁ ୬ଟି ଜିଲ୍ଲାରେ ପ୍ରାୟ ୨୨ ହଜାର ଲୋକେ ପ୍ରଭାବିତ!-->…
ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୩ ଶ୍ରମିକ ମୃତ, ୩ ଗୁରୁତର
ରାଜସ୍ଥାନ : ରାଜସ୍ଥାନ ଆମେରରେ ବଡ଼ ଅଘଟଣ । ଅରାବଳୀ ପ୍ୟାଲେସ ହୋଟେଲ ପରିସରରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ପଡିଛି । ଏହି ଘଟଣାରେ ଧ୍ବଂସାବଶେଷ ତଳେ ଅଧା ଡଜନରୁ ଅଧିକ ଶ୍ରମିକ ଦବିଥିବା ଜଣାପଡିଛି । ଘଟଣାରେ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ!-->…
ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ । ସୁପ୍ରିମକୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ ଯାଚିକା ଦାୟର କରିଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରିଥିଲେ । ଏହି ମାମଲାର ଶୁଣାଣି!-->…
ନିଜ ବିଭାଗରୁ ସବ୍ସିଡି ନେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ବିଭାଗରୁ ବିଭିନ୍ନ ଯୋଜନା ବାବଦକୁ ୯୯ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଜଣାପଡ଼ିବା ପରେ ବିବାଦ ସୃଷ୍ଟି ହୋଇଛି।ସୂଚନାନୁଯାୟୀ ବାଣିଜ୍ୟିକ କୃଷିର ବିକାଶ ପାଇଁ ଫାର୍ମ କରିଥିବା ବ୍ୟକ୍ତିବିଶେଷଙ୍କୁ!-->…
ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ମୋଦି
ନୂଆଦିଲ୍ଲୀ : ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି । ସେସେଲ୍ସର ରାଷ୍ଟ୍ରପତି ଡ. ପାଟ୍ରିକ ହର୍ମିନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଗାର୍ଡିଆନ ଅଫ ଦି ବ୍ଲୁ ହୋରାଇଜନ’ ପ୍ରଦାନ କରିଛନ୍ତି । ପରିବେଶ ସଂରକ୍ଷଣ,!-->…
ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୪ ମୃତ
ନୂଆଦିଲ୍ଲୀ : ହେଲିକପ୍ଟର କ୍ରାଶ୍ ରେ ୧୪ ମୃତ । ସାଉଦି ଆରାମକୋର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ସାଉଦି ଆରବର ପୂର୍ବ ପ୍ରଦେଶରେ ଥିବା ପ୍ରମୁଖ ତୈଳ କମ୍ପାନୀ ‘ସାଉଦି ଆରାମକୋ ଦ୍ବାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ ତାନୁରା!-->…