Browsing Category

ଦେଶ

ନିର୍ବାଚନ ଇସ୍ତାହାରରେ ବିଏସ୍‌କଓ୍ବୋଇ ବନ୍ଦ କରିବେ ବୋଲି ଲେଖନ୍ତୁ

ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍‌କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର…

ଜାଲ୍‌ ଦସ୍ତଖତରେ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ  : କେନ୍ଦ୍ରାପଡ଼ା ପୂର୍ବତନ ଅତିରିକ୍ତ ଜିଲାପାଳ ତଥା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତିଙ୍କ ଜାଲ୍‌ ଦସ୍ତଖତ କରି ମହାବିଦ୍ୟାଳୟରେ ୪୮ ଜଣକୁ ନିଯୁକ୍ତି ଘଟଣାରେ…

ମାଆ, ପୁଅଙ୍କ ଅଶ୍ଳୀଳ ଭିଡିଓ ପ୍ରଦର୍ଶନ ପାଇଁ ‘ୟୁଟ୍ୟୁବ୍‌ ଇଣ୍ଡିଆ’କୁ ମିଳିଲା ସମନ୍‌

ନୂଆଦିଲ୍ଳୀ: ମାଆ ଓ ପୁଅଙ୍କ ଉପରେ ଆପତ୍ତିଜନକ ବିଷୟବସ୍ତୁ ପ୍ରଦର୍ଶନକୁ ନେଇ ୟୁଟ୍ୟୁବ୍‌ ଇଣ୍ଡିଆକୁ ଆନୁଷ୍ଠାନିକ ସମନ୍‌ ଜାରି ହୋଇଛି। ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)…

ଉଦ୍ଧବଙ୍କୁ ଝଟ୍‌କା ପରେ ଭୟରେ ପାଓ୍ୱାର ଗ୍ରୁପ୍‌

ମୁମ୍ବାଇ : ମହାରାଷ୍ଟ୍ର ବାଚସ୍ପତିଙ୍କ ରାୟ ପରେ ଶିବସେନା (ୟୁବିଟି)କୁ ଝଟକା ଲାଗିଛି। ଏହାପରେ ଦଳର ଅନ୍ୟତମ ସହଯୋଗୀ ଦଳ ତଥା ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଭୟ ଘାରିଛି। ଉପମୁଖ୍ୟମନ୍ତ୍ରୀ ଅଜିତ…

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର, ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାମ ମନ୍ଦିର। ଉଦ୍‌ଘାଟନ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ…

ଫେବ୍ରୁଆରି ୧ରେ ଉପସ୍ଥାପନ ହେବ କାମଚଳା ବଜେଟ୍

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି। ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ…

ସମସ୍ତେ ଏକଜୁଟ ଥିବାର ନାଟକ କରୁଛନ୍ତି

ପାଟନା: ଇଣ୍ଡିଆ ମେଣ୍ଟକୁ ନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ଦିନ ଯାଏ ବି ମେଣ୍ଟରେ ଥିବା ଦଳମାନଙ୍କ ମଧ୍ୟରେ ଆସନ…

ରାମମନ୍ଦିର ସମାରୋହକୁ କଂଗ୍ରେସକୁ ଡାକିବାର ନଥିଲା : ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨୨ରେ ଅଯୋଧ୍ୟାର ନବନିର୍ମିତ ରାମମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଠାଯାଇଥିବା ନିମନ୍ତ୍ରଣକୁ କଂଗ୍ରେସ ପକ୍ଷରୁ ମନା କରାଯିବା ପରେ ତାହାକୁ ନେଇ…

ମାରୁତି ଦ୍ୱିତୀୟ ଉତ୍ପାଦନ କାରଖାନା ଗୁଜରାଟରେ ସ୍ଥାପନ କରିବ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ଗୁଜୁରାଟରେ ଏହାର ଦ୍ୱିତୀୟ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୩୫,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ସୁଜୁକି ମୋଟର କର୍ପୋରେସନର ସଭାପତି ତୋଶିହିରୋ ସୁଜୁକି ବୁଧବାର କହିଛନ୍ତି। ଗାନ୍ଧିନଗରରେ ଆୟୋଜିତ ଦଶମ ଭାଇବ୍ରେଣ୍ଟ…

ଉଦ୍ଧବ ଠାକେରଙ୍କୁ ବଡ଼ ଝଟକା, ସିନ୍ଦେ ସରକାରର ବିଜୟ

ସୁପ୍ରିମକୋର୍ଟଙ୍କ ଛାଟ ପରେ ଶିବସେନା ବନାମ ଶିବସେନା ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର ବିଧାନସଭା ବାଚସ୍ପତି ରାହୁଲ ନାରୱେକର। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସହ ଥିବା ବିଧାୟକଙ୍କ ପଦ କାଏମ ରଖିଛନ୍ତି। ସିନ୍ଦେ ଗୋଷ୍ଠୀ ହିଁ…