Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କେରଳ ଷ୍ଟୋରୀରୁ ଧୂରନ୍ଧର, କଂଗ୍ରେସ ଓ ବାମ ଦଳ ମିଛ କହିବାରେ ସିଦ୍ଧହସ୍ତ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କେରଳରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ବାମପନ୍ଥୀଙ୍କୁ ପୁଣି ତୀବ୍ର ସମାଲୋଚନା କରିଛନ୍ତି। କେରଳ ଷ୍ଟୋରୀ ଓ ଧୂରନ୍ଧର ପରି ଚଳଚ୍ଚିତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏଲ୍ଡିଏଫ୍ ଓ ୟୁଡିଏଫ୍ ମିଛ କହିବାରେ ସିଦ୍ଧହସ୍ତ ବୋଲି!-->…
ତ୍ରିଭାଷୀ ସୂତ୍ରକୁ ନେଇ ଷ୍ଟାଲିନ ଓ ଧର୍ମେନ୍ଦ୍ର ମୁହାଁମୁହିଁ
ନୂଆଦିଲ୍ଲୀ: ତ୍ରିଭାଷୀ ସୂତ୍ରକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କୁ କଡ଼ା ଜବାବ ଦେଇଛନ୍ତି। ନିଜର ରାଜନୈତିକ ବିଫଳତାକୁ ପ୍ରଦର୍ଶିତ କରିବାକୁ ଏହା ଏକ କ୍ଲାନ୍ତ ପ୍ରୟାସ ବୋଲି ଧର୍ମେନ୍ଦ୍ର କହିଛନ୍ତି।!-->…
ଭାରତ ଆସୁଛି ସପ୍ତମ ଏଲ୍ପିଜି ଟ୍ୟାଙ୍କର୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ମଧ୍ୟରେ ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସଫଳ ହୋଇଛି। ଏବେ ସପ୍ତମ ଟ୍ୟାଙ୍କର୍ ମଧ୍ୟ ହମୁର୍ଜ୍ ପାର ହୋଇ ଭାରତ ମୁହାଁ ହୋଇଛି।
ପୂର୍ବରୁ ଛଅଟି ଏଲପିଜି ପରିବହନକାରୀ!-->!-->!-->…
ଇରାନର ବୁଶହର ପରମାଣୁ କେନ୍ଦ୍ର ନିକଟରେ ବିମାନ ଆକ୍ରମଣ : ଜଣେ ସୁରକ୍ଷାକର୍ମୀ ମୃତ
ନୂଆଦିଲ୍ଲୀ: ଦେଶର ବୁଶହର ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ହୋଇଥିବା ଏକ ବିମାନ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ପରମାଣୁ କେନ୍ଦ୍ର ନିକଟରେ ଥିବା ଏକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମ ଏସୀୟ କ୍ଷେତ୍ରରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି!-->…
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ ଚଢା
ନୂଆଦିଲ୍ଲୀ : ଶେଷରେ ନିଜ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ରଖିଛନ୍ତି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା। ତାଙ୍କ ବିରୋଧରେ ଦଳ ଆଣିଥିବା ୩ଟି ଅଭିଯୋଗକୁ ଦଳ ଉପରକୁ ଠେଲି ଦେଲେ ରାଘବ।ରାଜ୍ୟସଭାରେ ଆପ ସାଂସଦ ଦଳୀୟ ଉପନେତା ପଦରୁ ରାଘବ ଚଢ଼ାଙ୍କୁ ହଟାଇଥିଲା ଦଳ। ରାଘବନକ ବିରୁଦ୍ଧରେ ଦଳ!-->…
ପାକିସ୍ତାନରେ ୮୦ ପ୍ରତିଶତ ଲୋକ ସମଲିଙ୍ଗୀ
ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନର ଏକ ବିବୃତ୍ତି କେବଳ ସୋସିଆଲ ମିଡିଆରେ ନୁହେଁ ବରଂ ରାଜନୈତିକ ଏବଂ ସାମାଜିକ ମହଲରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଟ୍ରାନ୍ସଜେଣ୍ଡର କର୍ମୀ ହୀନା ବଲୋଚ୍ ଦାବି କରିଛନ୍ତି ଯେ ୮୦ ପ୍ରତିଶତ ପାକିସ୍ତାନୀ ସମଲିଙ୍ଗୀ ଏବଂ ବାକି ୨୦ ପ୍ରତିଶତ!-->…
ସେନାମୁଖ୍ୟ ଜେନେରାଲ ଜର୍ଜଙ୍କୁ ବିଦା କଲା ଆମେରିକା
ୱାଂଶିଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ!-->…
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ
ୱାଶିଂଟନ : ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ।ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି!-->…
ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଲା ଇରାନ
ନୂଆଦିଲ୍ଲୀ: ଇରାନ ଖସାଇଲା F-35 ଯୁଦ୍ଧ ବିମାନ । ଆକାଶ ମାର୍ଗରେ ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଥିବା ଇରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ‘ମେହେର ନ୍ୟୁଜ୍ ଏଜେନ୍ସି’ ଅନୁଯାୟୀ ଇରାନ ନିଜର ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ଆମେରିକାର ଅତି ଆଧୁନିକ F-35!-->…
‘ଚୁପ୍ କରାଯାଇଛି, କିନ୍ତୁ ମୁଁ ହାରିନାହିଁ’ : ପଦରୁ ହଟିବା ପରେ ରାଘବ ଚଢାଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ : ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା । ମୋ ନୀରବାତକୁ ହାରିବା ଭାବିବନି ବୋଲି କହିଛନ୍ତି ରାଘବ । ସୋସିଆଲ ମିଡିଆରେ ସେ କେବଳ ରାଜ୍ୟସଭାରେ ଦେଇଥିବା କିଛି ଭାଷଣର!-->…