Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୨୦୦ ବର୍ଷ ପୁରୁଣା ଇଣ୍ଡିଆନ ମ୍ୟୁଜିୟମକୁ ବୋମା ଧମକ
ଦୀର୍ଘ ୨୦୦ ବର୍ଷ ପୁରୁଣା ତଥା କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ’କୁ ବୋମା ଧମକ ମିଳିଛି। ଇ-ମେଲ ଯୋଗେ ଅଜଣା ଦୁର୍ବୃତ୍ତମାନେ ମ୍ୟୁଜିୟମ କର୍ତ୍ତୃପକ୍ଷଙ୍କୁ ବୋମା ବିସ୍ଫୋରଣର ଧମକ ଦେଇଛନ୍ତି। ଧମକ ମିଳିବା ପରେ କୋଲକାତା ପୁଲିସ୍ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ…
ଗୁପ୍ତା ପରିବାରର ‘ନୋ ଫୋନ’ ଚୁକ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା
ଘର ଭିତରେ ସ୍ମାର୍ଟ ଫୋନ୍ର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଗୁପ୍ତା ପରିବାର। ଘରର ମୁରବୀ ମଞ୍ଜୁ ଗୁପ୍ତା ପରିବାର ଲୋକଙ୍କ ସହ ନୋ ଫୋନ ଚୁକ୍ତି କରିଛନ୍ତି।
ଫୋନରେ ସମସ୍ତେ ବ୍ୟସ୍ତ ରହୁଥିବାରୁ ପରିବାର ଲୋକଙ୍କ ସହ କେହି ବି ଠିକ…
କୋର୍ଟକୁ ଅନ୍ଧାରରେ ରଖ ନାହିଁ: ଦିଲ୍ଲୀ ସରକାରଙ୍କୁ ଏଭଳି ଚେତାବନୀ ଦେଲେ କୋର୍ଟ
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସମ୍ପର୍କିତ ‘ଫରିସ୍ତେ’ ଯୋଜନା ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ ଯଦି ଏହି ଆବେଦନ ମାଧ୍ୟମରେ କୋର୍ଟକୁ ବିଭ୍ରାନ୍ତ କର…
ରାଜ୍ୟସଭାକୁ ଯିବେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ…
ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ରାଜ୍ୟସଭାକୁ ଯିବେ। ତାଙ୍କୁ ଦିଲ୍ଲୀର କ୍ଷମତାସୀନ ଆପ୍ ଏଥିପାଇଁ ମନୋନୀତ କରିଛି। ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀରୁ ମାଲିୱାଲ ଆପ୍ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ।…
ଆଜି ଆକ୍ରମଣ କରିଛନ୍ତି, କାଲି ହତ୍ୟା ବି କରିଦେଇପାରନ୍ତି: ଅଧୀର ରଞ୍ଜନ
କୋଲକାତା: ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ ନେଇ ତୃଣମୂଳ କଂଗ୍ରେସ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଜୋରଦାର ଆକ୍ରମଣ କରିଛନ୍ତି | ସିଟ୍ ସେୟାରିଂ ନେଇ ମମତା ବାନାର୍ଜୀଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା ଅଧୀର ବର୍ତ୍ତମାନ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା…
ଅମ୍ବାନିଙ୍କୁ ପଛରେ ପକାଇ ଆଦାନୀ ହେଲେ ଏସିଆର ଶ୍ରେଷ୍ଠ ଧନୀ
ବହୁ ବିବାଦ ଓ ଘାତ ପ୍ରତିଘାତ ମଧ୍ୟରେ ପୁଣି ଏସିଆର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ। ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଏସିଆ ମହାଦେଶ ତଥା ଦେଶର ଧନୀ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ଆଦାନୀ।
ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ନେଟୱର୍ଥ…
୨୪ ଘଣ୍ଟାରେ ଦେଶରେ ୭୬୧ କୋଭିଡ୍ ଆକ୍ରାନ୍ତ ଚିହ୍ନଟ; ୧୨ଜଣ ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ ନୂଆ କୋଭିଡ୍ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍ସାଇଟ୍ରେ ରିଲିଜ୍ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି।
ଏହାଛଡ଼ା, ସମଗ୍ର ଦେଶରେ ୧୨ଜଣ କୋଭିଡ୍ ଆକ୍ରାନ୍ତଙ୍କର ମୃତ୍ୟୁ…
ପଶ୍ଚିମବଙ୍ଗରେ ED ଟିମ୍ ଉପରେ ଆକ୍ରମଣ…
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ। ପଶ୍ଚିମବଙ୍ଗର ଟିଏମସି ନେତାଙ୍କ ଘରେ ଚଢାଉ କରିବାକୁ ଯାଇଥିବା ସମୟରେ ଏହି ଆକ୍ରମଣ କରାଯାଇଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି।
ସୂଚନା…
ବାନ୍ଧବୀଙ୍କ କୁକୁରକୁ ବଞ୍ଚାଇବାକୁ ଯାଇ ବୁଡ଼ି ଗଲେ ବି-ଟେକ୍ ଛାତ୍ର
ଭୋପାଲ : କୁକୁରଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲେ ବି-ଟେକ୍ ଛାତ୍ର। କୁକୁର ଜୀବନ ବଞ୍ଚି ଯାଇଥିବା ବେଳେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଭୋପାଲରେ ଘଟିଛି ଏଭଳି କିଛି ଘଟଣା।
ମୃତ ବି-ଟେକ ଛାତ୍ର ଜଣ ହେଲେ ୨୩ ବର୍ଷୀୟ ସରଳ ନିଗମ। ସେ ବୁଧବାର ନିଜର ଦୁଇ…
ରାଜଧାନୀରୁ ଧରା ପଡ଼ିଲା କୁଖ୍ୟାତ ଆତଙ୍କୀ…
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଧରାପଡ଼ିଛି ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ସକ୍ରିୟ ସଦସ୍ୟ। ତା’ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
ଆଜି ଧରାପଡ଼ିଥିବା ଆତଙ୍କବାଦୀର ନାରଁ ଜାଭେଦ ଅହମଦ ମାଟ୍ଟୋ। ଜମ୍ମୁ-କଶ୍ମୀରରେ…