Browsing Category

ଦେଶ

ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ୩୦ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା

କନ୍ଧମାଳ : ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ବିଭିନ୍ନ ଗାଁରେ ସରକାରଙ୍କ ଯୋଜନା ଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। କେଉଁଠି କାଗଜ ପତ୍ରର ତ୍ରୁଟି ତ କେଉଁଠି ଜାଣି ଶୁଣି ଭୁଲ ତଥ୍ୟ ଦ୍ୱାରା ଲୋକଙ୍କ ପାଖରେ ଯୋଜନା ପହଞ୍ଚି ନପାରି ବହୁ ଅସୁବିଧାର ସମ୍ମୁଖୀନ…

ଗାଣ୍ଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନ ଲଢିବେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ନିର୍ବାଚନ ରାଜନୀତିରେ ପ୍ରବେଶ କରିଛନ୍ତି। ଗାଣ୍ଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ଆସନରେ ମତଦାନ ମେ ୨୦ ରେ…

ଏବେ ହ୍ବାଟ୍ସଆପରେ ମିଳିବ ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ସମ୍ପର୍କିତ ସୂଚନା

ନୂଆଦିଲ୍ଲୀ: ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସୁପ୍ରିମ୍ କୋର୍ଟ। ଏବେ ଓକିଲ ଓ ଆବେଦନକାରୀମାନେ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସେମାନଙ୍କ ମାମଲାର ଅପଡେଟ୍ ହ୍ୱାଟ୍ସଆପ୍ ରେ ପାଇପାରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଏହି ଘୋଷଣା କରି…

ମୁଖ୍ୟମନ୍ତ୍ରୀ ରେଭନ୍ଥଙ୍କ ବଡ଼ ଦାବି: ୨୦୨୫ ସୁଦ୍ଧା ବିଜେପି ହଟାଇ ଦେବେ ସଂରକ୍ଷଣ ବ୍ୟବସ୍ଥା

ହାଇଦ୍ରାବାଦ : ଚଳିତ ସାଧାରଣ ନିର୍ବାଚନରେ ସଂରକ୍ଷଣ ଗୋଟିଏ ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓବିସି ସଂରକ୍ଷଣ ବ୍ୟବସ୍ଥା କଥା ଉଠାଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ବିଜେପି ସମ୍ପର୍କରେ ବଡ଼ ଦାବି…

ମହୁଆଙ୍କୁ ଆଶ୍ୱସ୍ତି, ମାନହାନୀ ମାମଲା ଫେରାଇ ନେଲେ ଅନନ୍ତ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ବିରୋଧରେ କରିଥିବା ମାନହାନୀ ମାମଲାକୁ ଫେରାନେଲେ ତାଙ୍କ ପୂର୍ବତନ ସାଥୀ ତଥା ଓକିଲ ଜୟ ଅନନ୍ତ ଦେହାଦ୍ରି। ଦିଲ୍ଲୀ ହାଇକୋର୍ଟରେ ମହୁଆଙ୍କ ବିରୋଧରେ ଅନନ୍ତ ଦେହାଦ୍ରି ମାନହାନୀ ମକଦ୍ଦମା କରିଥିଲେ।…

ବିଜେପିର ରାଏ ବରେଲୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ବରୁଣ ଗାନ୍ଧି !

ନୂଆଦିଲ୍ଲୀ : କଂଗ୍ରେସର ଗଡ଼ ରାଏ ବରେଲୀରେ ବିଜେପି ଗାନ୍ଧି ପରିବାରର ସଦସ୍ୟ ତଥା ସାଂସଦ ବରୁଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। ଏପରି କି ବରୁଣ ଗାନ୍ଧିଙ୍କୁ ଦଳ ଏଠାକୁ ଟିକେଟ ଦେବାକୁ ପ୍ରସ୍ତାବ ଦେଇଥିଲା। କଂଗ୍ରେସ ଏଠାରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରାର୍ଥୀ…

ମୋଦିଙ୍କୁ ଚିଠି ଲେଖିଲେ ଖଡଗେ: କହିଲେ-କଂଗ୍ରେସ ଇସ୍ତାହାରକୁ ନେଇ ଆପଣଙ୍କୁ ଭୁଲ ତଥ୍ୟ ଦିଆଯାଇଛି

ନୂଆଦିଲ୍ଲୀ : କଂଗ୍ରେସର ନ୍ୟାୟ ପତ୍ର ବା ନିର୍ବାଚନୀ ଇସ୍ତହାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଦଳକୁ ଟାର୍ଗେଟ କରି ଚାଲିଛନ୍ତି। କଂଗ୍ରେସ ତା’ ଇସ୍ତାହାରରେ କୁଆଡ଼େ କହିଛି ଯେ ଯଦି ଦଳ କ୍ଷମତାକୁ ଆସିବ, ତା’ହେଲେ ଦେଶର ସମ୍ପତ୍ତିକୁ ଅନୁପ୍ରବେଶକାରୀ ଓ ଅଧିକ ଛୁଆ ଥିବା…

ମାନବାଧିକାର ଉଲ୍ଲଙ୍ଘନ କଥା କହିଲା ଆମେରିକା, କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ମଣିପୁରରେ ହିଂସା ବେଳେ ଅଧିକ ମାତ୍ରାରେ ମାନବାଧିକାର ଉଲ୍ଲଙ୍ଘନ ଭାରତରେ ଦେଖିବାକୁ ମିଳିଥିଲା ବୋଲି ଆମେରିକା ରିପୋର୍ଟ ପ୍ରକାଶ କରିଛି। ତେବେ ଏହି ରିପୋର୍ଟକୁ ଭାରତ ସରକାର ଗ୍ରହଣ କରି ନାହାନ୍ତି। ରିପୋର୍ଟ ସଂପୂର୍ଣ୍ଣ ଭାବେ ଏକତରଫା ଓ ଦେଶ ବିଷୟରେ ସେମାନଙ୍କୁ ଠିକ ଭାବେ…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଜନସଭାକୁ ସେ ସମ୍ବୋଧନ କରିବେ। ଏହା ପୂର୍ବରୁ ଆସିଛି ଅମିତ ଶାହଙ୍କ ଓଡ଼ିଶା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ଆସିଛି। ଏପ୍ରିଲ ୨୫ ତାରିଖ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ…

ଆଉ ନୂଆ ଗ୍ରାହକ ଯୋଡି ପାରିବନି କୋଟାକ୍ ମହିନ୍ଦ୍ରା

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ ବଡ ଆକ୍ସନ ନେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ ନୂତନ ଗ୍ରାହକଙ୍କୁ ଯୋଡ଼ି ପାରିବନି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ। ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆର୍‌ବିଆଇ କଟକଣା ଲଗାଇଛି। ସୁରକ୍ଷା…