Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଇ-କୋର୍ଟ ଯୁଗରେ ସ୍ଥାୟୀ ବେଞ୍ଚ ମହତ୍ୱପୂର୍ଣ୍ଣ ନୁହଁ: କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ବର : ହାଇକୋର୍ଟର ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସୁପାରିଶ ଆବଶ୍ୟକ। ଏଥିସହିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହମତି ଦରକାର। ଏହା ପରେ ଯାଇ କେନ୍ଦ୍ର ସରକାର ନୂଆ…
ଜାନୁଆରିରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ…
ମୁମ୍ବାଇ: ନୂଆ ବର୍ଷ ୨୦୨୪ ଆରମ୍ଭ ହୋଇଛି। ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି। ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକରେ ଅନେକ ଦିନ ଛୁଟି ରହିବ। ଆରବିଆଇ ଜାତୀୟ ସ୍ତରରେ ବ୍ୟାଙ୍କ…
‘ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଛାଡ଼ି ଅଯୋଧ୍ୟାରେ ରହିବାକୁ ସ୍ଥାନ ଖୋଜୁଛନ୍ତି ଲୋକେ’; ଓୟୋ ପ୍ରତିଷ୍ଠାତା…
ନୂଆଦିଲ୍ଲୀ: ଆଜିକା ସମୟରେ ଲୋକମାନେ କୌଣସି ସ୍ଥାନକୁ ବୁଲିବାକୁ ଯିବା ପୂର୍ବରୁ ଅନଲାଇନରେ ରୁମ ବୁକ କରି ଦେଇଥାଆନ୍ତି। ଛୁଟି ସମୟରେ ଲୋକମାନେ ପାହାଡ଼ ଓ ସମୁଦ୍ରକୂଳ ଆଦି ସ୍ଥାନମାନଙ୍କୁ ବୁଲିବାକୁ ଯିବାକୁ ଅଧିକ ପସନ୍ଦ କରିଥାଆନ୍ତି। କିନ୍ତୁ ଚଳିତ ଥର କିଛି…
‘ଅବ କି ବାର୍ ୪୦୦ ପାର୍, ତିସରି ବାର୍ ମୋଦୀ ସରକାର’ ଲୋକସଭା ନିର୍ବାଚନ ପାଇଁ ବିଜେପିର ସ୍ଲୋଗାନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି, ଯେଉଁଠାରେ ଲୋକସଭା ନିର୍ବାଚନ ପାଇଁ ଦଳର ସ୍ଲୋଗାନ୍ ଚୂଡ଼ାନ୍ତ ହୋଇଛି । ସ୍ଲୋଗାନଟି ହେଉଛି ‘ଅବକି ବାର ୪୦୦ ପାର, ତିସରି ବାର୍ ମୋଦୀ ସରକାର’। ବୈଠକରେ ବିଜେପି ରାଜ୍ୟ,…
ସ୍ବାମୀକୁ ବ୍ୟଭିଚାରୀ ବୋଲି ମିଥ୍ୟା ଆରୋପ ଲଗାଇବା ଘୋର ନିଷ୍ଠୁରତା, ଛାଡ଼ପତ୍ରର ଆଧାର ହୋଇପାରେ : ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ସ୍ୱାମୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ ଆଣିବା ଏବଂ ସାର୍ବଜନୀନ ସ୍ଥାନରେ ବ୍ୟଭିଚାରୀ ବୋଲି ଆଖ୍ୟା ଦେବା ଘୋର ନିଷ୍ଠୁରତା ସଦୃଶ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି ଯେ ଏଭଳି କାର୍ଯ୍ୟ ଛାଡ଼ପତ୍ର ପାଇଁ ଆଧାର…
ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ, ଓଡ଼ିଶାର ସମସ୍ତ ୨୧ ଆସନରେ ଲଢିବ କଂଗ୍ରେସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଥିବା ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନର ଏକ ସମ୍ଭାବ୍ୟ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଲୋକସଭାରେ ବିରୋଧୀ ମେଣ୍ଟର ସବୁଠାରୁ ବଡ଼ ଦଳ କଂଗ୍ରେସ ୩୨୦ରୁ ୩୩୦ ଆସନରେ ଲଢ଼ିପାରେ।…
୩୩ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣର ଭବିଷ୍ୟବାଣୀ କରିଥିଲେ ଏହି ବାବା…
ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କ୍ରମରେ…
“ଆମ ମସଜିଦ ଆମଠାରୁ ଛଡ଼େଇ ନେବେ….ଆଶଙ୍କା ପ୍ରକାଶ କଲେ ଅସଦୁଦ୍ଦିନ ଓଓ୍ବୈସି
ନୂଆଦିଲ୍ଲୀ : ରାମ ମନ୍ଦିର ସମାରୋହ ପାଇଁ ପ୍ରସ୍ତୁତି ଏବଂ ସୁନେହରୀ ମସଜିଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଲ ଇଣ୍ଡିଆ ମଜଲିସ ଇତ୍ତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍ ) ସଭାପତି ଅସଦୁଦ୍ଦିନ ଓୱେସି କହିଛନ୍ତି…
କେରଳ ରାଜ୍ୟପାଳଙ୍କ କୁଶ ପୁତ୍ତଳିକା ଜାଳିବା ଅଭିଯୋଗରେ ଏସଏଫଆଇ ନେତା ଓ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ କେରଳର ପାୟାମ୍ବାଲମ୍ ଢ଼େବଳାଭୂମିରେ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ବିଶାଳ କୁଶ ପୁତ୍ତଳିକା ଦାହ କରିବା ଅଭିଯୋଗରେ ଭାରତୀୟ ଛାତ୍ର ମହାସଂଘ (ଏସଏଫଆଇ)ର ରାଜ୍ୟ ସଭାପତି କେ…
ହେମନ୍ତ ସୋରେନଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ କି? ବିଜେପି ସାଂସଦଙ୍କ ବଡ ବୟାନ…
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ହେମନ୍ତ ସୋରେନ ଖୁବଶୀଘ୍ର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ତାଙ୍କ…