Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୋବାଇଲ ମାନିଆ ମହିଳା; ସ୍ୱାମୀଙ୍କ ଆଖିରେ ଭୁଷିଦେଲେ କଇଁଚି…
ମୋବାଇଲ ମାନିଆ ମହିଳା ଭୁଲିଗଲେ ସମ୍ପର୍କର ମୂଲ୍ୟ। ସାମାନ୍ୟ ମୋବାଇଲ ପାଇଁ ଘରେ ଘଟାଇଲେ ରକ୍ତପାତ । ଏପରିକି ମୋବାଇଲ ଆଗରେ ତୁଚ୍ଛ ଲାଗିଲେ ସ୍ୱାମୀ । ଫଳରେ ମୋବାଇଲ ମାଗୁଥିବା ମ୍ବାମୀଙ୍କ ଆଖିରେ କଇଁଚି ଭୁଷିବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା…
ବଢୁଛି କରୋନା : ଗତ ୨୪ ଘଣ୍ଟାରେ ୬ ମୃତ
ନୂଆଦିଲ୍ଲୀ : ଦେଶରେ ପୁଣିଥରେ ବଢ଼ି ଚାଲିଛି କରୋନା ମାମଲା। ନୂଆ ଭାରିଏଣ୍ଟ ଆସିବା ପରେ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ପୁଣି ନେଉଛି କରୋନା। ଏହି ମହାମାରୀରେ ଆକ୍ରାନ୍ତ ହୋଇ ଦେଶରେ ଦିନକରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଗତ ୨୪…
ମାତ୍ର କେତେ ମିନିଟ୍ ବ୍ୟବଧାନରେ ଦୁଇ ଦୁଇଟି ବଡ଼ଧରଣର ଭୂକମ୍ପ : ସୁନାମୀ ସମ୍ଭାବନା
ଟୋକିଓ : ମାତ୍ର କିଛି ମିନିଟ ବ୍ୟବଧାନରେ ଦୁଇ ଦୁଇଟି ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ ଉପକୂଳ। ପ୍ରଥମେ ସ୍ଥାନୀୟ ସମୟ ଅପରାହ୍ନ ୨.୪୫ ଓ ପରେ ୩.୦୭ ମିନିଟରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ୟୁଏସଜିଏସ୍ର ସୂଚନା ଅନୁସାରେ, ପ୍ରଥମ ଭୂକମ୍ପ ଝଟକାର ତୀବ୍ରତା…
ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟାକୁ ୪୦୧.୭କାଟିର ଟ୍ୟାକ୍ସ ନୋଟିସ…
ନୂଆଦିଲ୍ଲୀ : ଅଡୁଆରେ ଅନ୍ଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟା। ସେ ଟ୍ୟାକ୍ସ ଫାଙ୍କୁ ଥିବା ନେଇ ହୋଇଛି ଅଭିଯୋଗ। ଜୋମାଟୋକୁ ୪୦୧.୭ କୋଟି ଟଙ୍କାର ମିଳିଛି ଟ୍ୟାକ୍ସ ନୋଟିସ।
ଜିଏସ୍ଟି ଇଣ୍ଟେଲିଜେନ୍ସ ଡାଇରେକ୍ଟୋରେଟ ଜେନେରାଲ (ଡିଜିଜିଆଇ) ଜୋମାଟୋ ଏବଂ…
ସ୍କୁଲରେ ପାଇଖାନା ସଫା କଲେ ଛାତ୍ରଛାତ୍ରୀ, ତାତିଲେ ଲୋକେ
ବେଙ୍ଗାଲୁରୁ : କର୍ଣ୍ଣାଟକାର ଶିବମୋଗାର ଗୋଟିଏ ସରକାରୀ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍କୁଲର ପାଇଖାନାକୁ ସଫା କରାଯାଇଛି। ପିଲାମାନେ ପାଇଖାନା ଓ ଏହାର ଚଟାଣକୁ ଘଷିଘଷି ସଫା କରୁଥିବା ବେଳର ଭିଡିଓ ସାମ୍ନାକୁ…
ମାଆ ସୀତା ଅଭିଶାପ ଫେରାଇ ନେଇଛନ୍ତି: ବିକାଶଧାରା ଦେଖି କହିଲେ ଅଯୋଧ୍ୟାର ରାଜା…
ଅଯୋଧ୍ୟା: ମାଆ ସୀତା ତାଙ୍କ ଅଭିଶାପ ଫେରାଇ ନେଇଥିବା ପରି ମନେ ହେଉଛି ବୋଲି ସମ୍ପ୍ରତି ଅଯୋଧ୍ୟାରେ ଚାଲିଥିବା ସାମଗ୍ରିକ ବିକାଶ ଦେଖି ରାଜା ଭାବେ ସୁପରିଚିତ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା କହିଛନ୍ତି।
ସୂଚନାଯୋଗ୍ୟ, ବିମଳେନ୍ଦ୍ର ହେଉଛନ୍ତି ଅଯୋଧ୍ୟାର…
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନ ଜିତିବ: କଂଗ୍ରେସ ନେତା ସାମ୍ ପିଟ୍ରୋଡା
ନୂଆଦିଲ୍ଲୀ: କିଛିଦିନ ତଳେ ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିଲା | ଆଉ ତେଲେଙ୍ଗାନାକୁ ଛାଡି ଅନ୍ୟ ୩ଟି ରାଜ୍ୟରେ ବିଜେପି ବିଜୟ ହୋଇଥିଲା | ତେବେ ଏହାପରେ କଂଗ୍ରେସ ନେତାମାନେ ଇଭିଏମ ଉପରେ ଦୋଷ ଲଦିଥିଲେ |…
ମୁଁ ନିର୍ବାଚନରେ ଲଢ଼ିବା ଦ୍ୱାରା ହିନ୍ଦୁମାନଙ୍କୁ ସାହସ ମିଳିବ: ସବେରା ପ୍ରକାଶ
ଲାହୋର: ଆସନ୍ତା ବର୍ଷ ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆଉ ଏହାକୁ ନେଇ ପଡୋଶୀ ଦେଶରେ ରାଜନୈତିକ ତାତି ବଢିଛି | ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ, ଗୋଟିଏ ନାମକୁ ନେଇ…
୨୦୨୪ ନିର୍ବାଚନ ପାଇଁ ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଲେ ପୁଟିନ…
ନୂଆଦିଲ୍ଲୀ :ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହାସହ ନୂଆଦିଲ୍ଲୀ ଓ ମକ୍ସୋ ମଧ୍ୟରେ ଥିବା ପାରମ୍ପରିକ ଓ ପୁରୁଣା ସମ୍ପର୍କ ସର୍ବଦା ବଜାୟ ରହିବ ବୋଲି ସେ ଆଶା…
କତାରରେ ଫସିଥିବା ୮ ଭାରତୀୟଙ୍କୁ ଆଶ୍ୱସ୍ତି, ମିଳିବନି ଫାଶୀ…
ନୂଆଦିଲ୍ଲୀ : ଗୁଇନ୍ଦାଗିରି ଅପରାଧରେ କତାରରେ ଫସିଥିବା ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମିଳିଲା ଆଶ୍ୱସ୍ତି। ଏମାନଙ୍କୁ ଆଉ ଦିଆଯିବନି ଫାଶୀ। କତାରର ଏକ କୋର୍ଟ ଏମାନଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି।ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ଏହି ୮!-->…