Browsing Category

ଦେଶ

ନୂଆବର୍ଷରୁ ନୂଆ ନିୟମ, ମନ୍ଦିର ଭିତରକୁ ମନା ଜିନ୍ସ ଟପ୍‌…

ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍‌। କେବଳ ଜିନ୍ସ ଟପ୍‌ ନୁହେଁ ସର୍ଟସ୍‌, ମିନି ସ୍କର୍ଟ, ମିଡି, ସ୍ଲିଭ୍‌ଲେସ୍‌ ଟପ୍‌ ଆଦି ପିନ୍ଧି ମନ୍ଦିରକୁ ଯାଇପାରିବେନି ପର୍ଯ୍ୟଟକ। ନୂଆ ବର୍ଷରୁ ଲାଗୁ ହେବ ଏଭଳି କିଛି ନୂଆ ନିୟମ। ୨୦୨୪ ଜାନୁଆରୀ ପହିଲାରୁ ଗୋଆର ସମସ୍ତ…

ବିଜେପି ସାଂସଦ କହିଲେ- ମୁଁ ଦେଶପ୍ରେମୀ ନା’ ଦେଶଦ୍ରୋହୀ ତାହା ଲୋକେ କହିବେ…

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ବିଜେପି ସାଂସଦ ପ୍ରତାପ ସିମ୍‌ହା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ସମୟରେ ସେ ଦେଶପ୍ରେମୀ ନା ଦେଶଦ୍ରୋହୀ ତାହା ଲୋକମାନେ ଶେଷରେ ସ୍ଥିର କରିବେ। ଏହି ଘଟଣା ଓ ତଦନ୍ତ ସମ୍ପର୍କରେ କିଛି କହିବାକୁ…

ବାକିରେ ବୁଡ଼ିଛନ୍ତି ସରକାର, ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଋଣ ମାଗିଲେ ମୁଖ୍ୟମନ୍ତ୍ରୀ…

ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଦୁଇ ସପ୍ତାହ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରୁ ୨,୦୦୦ କୋଟି ଟଙ୍କାର ଋଣ ପାଇଁ ଅନୁରୋଧ କରିଛନ୍ତି। ପାଖାପାଖି ୪ ଲକ୍ଷ କୋଟି ଟଙ୍କାର ଋଣ ବୋଝରେ ବୁଡ଼ି ରହିଥିବା ରାଜ୍ୟ ସରକାରଙ୍କ…

ନିଲମ୍ବନ ପରେ ରାଗିଲେ ସଞ୍ଜୟ ସଂହ, କହିଲେ- କୋର୍ଟ ଯିବି

ପଦ ରଦ୍ଦ ହେବା ପରେ ରାଗିଗଲେ କୁସ୍ତି ମହାସଂଘର ନବନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ସଞ୍ଜୟ ସିଂହ। ସେ ରାଗିକି ନିଆଁ ବାଣ ହୋଇଯାଇଛନ୍ତି। ନିଲମ୍ବନକୁ ବିରୋଧ କରିବା ସହ ସେ ଏହା ବିରୋଧରେ କୋର୍ଟ ଯିବେ ବୋଲି କହିଛନ୍ତି। ନବ ନିର୍ବାଚିତ ଭାରତୀୟ କୁସ୍ତି ମହାସଂଘ ଉପରେ…

ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅ କହିବା ପରେ ହୃଦଘାତରେ ଟଳିପଡ଼ିଲେ ଆଇଆଇଟି ପ୍ରଫେସର…

ଆଇଆଇଟି କାନପୁରରେ ଏକ ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ହୃଦଘାତରେ ଜଣେ ସିନିୟର ପ୍ରଫେସରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସମୀର ଖାଣ୍ଡେକର। ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଆଇଆଇଟି କାନପୁରରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ସିନିୟର ପ୍ରଫେସର…

ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ-୨

ନୂଆଦିଲ୍ଲୀ : ଖୁବଶୀଘ୍ର ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ ଟୁ ଆରମ୍ଭ କରିବେ । ଏଥର ପୂର୍ବରୁ ପଶ୍ଚିମ ଭାରତ ଯାଏ ପଦଯାତ୍ରା କରିବେ ରାହୁଲ ଗାନ୍ଧି । ଏନେଇ ସଙ୍କେତ ଦେଇଛନ୍ତି କଂଗ୍ରେସ ନେତା କେ. ସି ବେଣୁଗୋପାଳ । ସେ କହିଛନ୍ତି,…

୧୪୬ ସାଂସଦଙ୍କ ନିଲମ୍ବନକୁ ବିରୋଧ, ଯନ୍ତର ମନ୍ତରରେ ‘INDIA’ ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ

୧୪୬ ସାଂସଦଙ୍କ ନିଲମ୍ବନ ମାମଲାରେ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୁରୁବାର ଏଠାରେ ବିରୋଧୀ ସାଂସଦମାନେ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ଏବଂ ଆଜି ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱରେ ଯନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏଠାରେ…

କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା: ଗତ ୨୪ ଘଣ୍ଟାରେ ଦେଶରେ ୩୨୮ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ୩୨୮ ନୂଆ ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…

ସଞ୍ଜୟ ସିଂ WFI ଅଧ୍ୟକ୍ଷ ହେବାକୁ ନେଇ ଭାଙ୍ଗିପଡ଼ିଲେ ଭିନେଶ ଫୋଗାଟ, କ୍ୟାମେରା ସାମ୍ନାରେ କାନ୍ଦିଲେ

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ସହଯୋଗୀ ସଞ୍ଜୟ ସିଂ ଡବ୍ଲୁଏଫ୍ଆଇ ନିର୍ବାଚନ ଜିତିବା ପରେ ବିବାଦ ଆହୁରି ବଢ଼ିଛି। ସାକ୍ଷୀ ମଲିକଙ୍କ ପରେ ଏବେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଶୁକ୍ରବାର କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି।…

ସଞ୍ଜୟ ସିଂହଙ୍କୁ ମିଳିଲାନି ଜାମିନ, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ପୁଣି ଥରେ ଝଟକା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସାଂସଦଙ୍କୁ ମିଳିଲାନି ବେଲ୍। ଆଜି ପୁଣି ଥରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ମଦ ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇ ଜେଲରେ…