Browsing Category

ଦେଶ

ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ସ୍ଥଗିତ ଆବେଦନ ଖାରଜ…

ନୂଆଦିଲ୍ଲୀ : ଜ୍ଞାନବ୍ୟାପୀ ମସଜିଦ ମାମଲାରେ ମୁସଲିମ ପକ୍ଷକୁ ପୁଣି ଲାଗିଲା ଝଟକା। ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ଏବଂ ପୂଜାପାଠ ଆବେଦନକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଖାରଜ। ଆଜି ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷଙ୍କ ସମସ୍ତ ପାଞ୍ଚ ଆବେଦନକୁ ଖାରଜ କରି…

ଚୀନରେ ବଡ ଧରଣର ଭୂକମ୍ପ; ଶତାଧିକ ଲୋକ ମୃତ

ବେଜିଂ : ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଥିବା ସୂଚନା ମିଳିଛି। ଏଥିରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।ମୃତ୍ୟୁସଂଖ୍ୟା…

ମଧ୍ୟପ୍ରଦେଶ ବିଧାନସଭାରେ ନେହେରୁଙ୍କ ସ୍ଥାନରେ ଲାଗିଲା ଆମ୍ବେଦକରଙ୍କ ଫଟୋ…

ଭୋପାଲ : ମଧ୍ୟପ୍ରଦେଶରେ ନିର୍ବାଚନ ସରିବା ପରେ ଗତକାଲିଠାରୁ 16ତମ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଅଦିବେଶନ ଆରମ୍ଭରୁ ଗୃହରେ ଏକ ବିବାଦ ଦେଇଦେଇଛି। ଗୃହରେ ପୂର୍ବରୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେବେହୁଙ୍କ ଫଟୋ ହଟାଇ ଡ. ବିଆର୍…

ଦିନକରେ ଚିହ୍ନଟ ହେଲେ ୧୪୨ ଆକ୍ରାନ୍ତ, ଜଣଙ୍କ ଜୀବନ ଗଲା…

ନୂଆଦିଲ୍ଲୀ : ପୁଣିଥରେ କଡ଼ ଲେଉଟାଇବା ଆରମ୍ଭ କଲାଣି ମହାମାରୀ କରୋନା। ଶୀତର ପ୍ରକୋପ ବଢ଼ିବା ସହ କରୋନା ସଂକ୍ରମଣ ମଧ୍ୟ ତା’ର କାୟା ମେଲାଇବା ଆରମ୍ଭ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ ୧୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସକ୍ରିୟ ରୋଗୀଙ୍କ…

ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି

ନୂଆଦିଲ୍ଲୀ :ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଭାରତର ଇତିହାସରେ ପ୍ରଥମଥର ପାଇଁ ସଂସଦରୁ ଏତେ ସଂଖ୍ୟକ ସାଂସଦ ନିଲମ୍ବନ ହେବା ପ୍ରଥମ…

ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ, ୨୪.୭୫ କୋଟିରେ ବିକ୍ରି ହେଲେ…

ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ନୂଆ ତଥା ଐତିହାସିକ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। ତାଙ୍କ…

ଶାହରୁଖ ଖାଁଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍…

ନୂଆଦିଲ୍ଲୀ: ଶାହରୁଖ ଖାଁଙ୍କ ପତ୍ନୀ ଗୌରୀ ଖାଁ ଅଡ଼ୁଆରେ ପଡ଼ିଯାଇଛନ୍ତି । ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ପକ୍ଷରୁ ଏକ ନୋଟିସ୍ ପଠାଯାଇଛି। ଗୌରୀ ଖାଁ ହେଉଛନ୍ତି ରିଅଲ୍ ଇଷ୍ଟେଟ୍ କମ୍ପାନି ତୁଳସୀନୀ ଗ୍ରୁପ୍ ର ବ୍ରାଣ୍ଡ ଆମ୍ବାସାଡର। ୨୦୧୫ରେ…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆଡଭାନୀ ଓ ଯୋଶୀଙ୍କୁ ନିମନ୍ତ୍ରଣ କଲା ଭିଏଚ୍‌ପି…

ନୂଆଦିଲ୍ଲୀ: ବିଜେପି ଭେଟରାନ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ରାମ ମନ୍ଦିର ପ୍ରତିଷ୍ଠ ଉତ୍ସବରେ ସାମିଲ ହେବାକୁ ଆଜି ନିମନ୍ତ୍ରଣ କରିଛି ବିଶ୍ୱ ହିନ୍ଦୁ ପରିଷଦ। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୯୦ ଦଶକରେ ଆରମ୍ଭ ହୋଇଥିବା ଅଭିଯାନ ବେଳେ ପ୍ରମୁଖ…

ଲୋକଙ୍କ ହୃଦୟରେ ମୋଦୀ ଅଛନ୍ତି, ଉପାଡି ଫୋଫାଡ଼ିବା ସମ୍ଭବ ନୁହେଁ: ମନୋଜ ତିୱାରୀ

ନୂଆଦିଲ୍ଲୀ:ଲୋକଙ୍କ ହୃଦୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଛନ୍ତି, ତାଙ୍କୁ ଉପାଡି ଫୋଫାଡ଼ିବା ସମ୍ଭବ ନୁହେଁ | ବିଜେପି ସାଂସଦ ମନୋଜ ତିୱାରୀ ଆଜି ଏଭଳି କିଛି ବୟାନ ଦେଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି | ମୋଦୀଙ୍କୁ ଉପାଡି ଫୋଫାଡ଼ି ଦେବା…

ବିଚାରପତିଙ୍କ କାର ଛଡ଼ାଇ ନେବା ଅଭିଯୋଗରେ ଜେଲରେ ଥିବା ଦୁଇ ଛାତ୍ରଙ୍କୁ ଜାମିନ…

ଭୋପାଳ: ଜଣେ ବିଚାରପତିଙ୍କ କାର ଛଡ଼ାଇ ନେବା ଅଭିଯୋଗରେ ଜେଲରେ ଥିବା ଦୁଇ ଛାତ୍ରଙ୍କୁ ଜାମିନ ମିଳିଛି। ଡିସେମ୍ବର ୧୨ରୁ ଉଭୟ ଛାତ୍ର ଜେଲରେ ଥିଲେ। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଉଭୟ ଛାତ୍ର ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟର…