Browsing Category

ଦେଶ

କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲେ ASI ଟିମ୍…

କୋର୍ଟରେ ଦାଖଲ ହେଲା ଜ୍ଞାନବ୍ୟାପୀ ମସଜିଦ ସର୍ଭେ ରିପୋର୍ଟ। ଏଏସଆଇ ଟିମ୍ ଆଜି ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲା କୋର୍ଟ ବିଚାରପତିଙ୍କ ନିକଟରେ ମସଜିଦ କମ୍ପ୍ଲେକ୍ସର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର…

ଏହି ଛାତ୍ରମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଡାଟିଆ ଗୁଣ୍ଡା: ରାଜ୍ୟପାଳ ଆରିଫ ଖାନ…

ନୂଆଦିଲ୍ଲୀ: କେରଳରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) କର୍ମୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କାଲିକଟ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ…

ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ ଚିଦାମ୍ବରମ୍ ଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ କଂଗ୍ରେସ ନେତା ଆଲୋଚନା…

ଗୁଳି କରି ହତ୍ୟା ପରେ ପୂଜାରୀଙ୍କ ଆଖି ତାଡ଼ି ନେଲେ…

ପୂଜାରୀଙ୍କୁ ଗୁଳି କରି ହତ୍ୟା କଲେ। ପରେ ଦୁଇ ଆଖି ତାଡି ନେଲେ। କେବଳ ସେତିକି ନୁହେଁ ମୃତଦେହକୁ ବୁଦା ମୂଳେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ।ପୂଜାରୀଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଛନ୍ତି। ଏଥିରେ…

ସଂସଦର ସୁରକ୍ଷା ତ୍ରୁଟି ଘଟଣା: ଅଭିଯୁକ୍ତଙ୍କ ପୋଡା ଯାଇଥିବା ଫୋନ୍ ପାର୍ଟ୍ସ ପାଇଲା ପୁଲିସ…

ସଂସଦ ଭବନର ସୁରକ୍ଷା ତ୍ରୁଟି ପଛର କାରଣ ଖୋଜୁଛି ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ। ଯଦି ଦେଶର କିଛି ଆଭ୍ୟନ୍ତରୀଣ ସମସ୍ୟାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆର୍ଷଣ କରିବାକୁ ଅଭିଯୁକ୍ତମାନେ ଏପରି କରିଥିଲେ ତେବେ ସେଲ୍ ଫୋନ୍ ପୋଡି ଦେବାର କାରଣ କ’ଣ? ଏସବୁ ନାନା ପ୍ରଶ୍ନ…

ସିନିୟର୍‌-ଜୁନିୟର୍‌ ଫରକ୍‌ ଜାଣିନ, ଚାପୁଡ଼ା ମାରିଦେବି…ପୁଲିସକର୍ମୀଙ୍କୁ ଓକିଲଙ୍କ ଦୁର୍ବ୍ୟବହାର

ସିନିୟର-ଜୁନିୟର ଫରକ୍ ଜାଣିପାରୁନ କି? ଚାପୁଡ଼ା ମାରିଦେବି।’ ଏମିତି କିଛି କହି ବିଚ୍‌ ରାସ୍ତାରେ ପୁଲିସକର୍ମୀଙ୍କୁ ଦୁର୍ବ୍ୟବହାର କଲେ ଓକିଲ। କେବଳ ସେତିକି ନୁହେଁ ପୁଲିସ ଅଫିସରଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି…

ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ: ମୋଦି

ଥମୁନି ଜମ୍ମୁକଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାକୁ ନେଇ ବିବାଦ। ବିରୋଧୀମାନେ ବାରମ୍ବାର ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେପେଟେ ଧାରା ୩୭୦କୁ ନେଇ ବର୍ତ୍ତମନ ସୁପ୍ରିମକୋର୍ଟର ରାୟ ଆସି ସାରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ ୱିକେଟରେ ଜିତିଲା ଭାରତ…

ପ୍ରଥମେ ବୋଲର୍ ଆଉ ପରେ ଦକ୍ଷିଣ ଆଫ୍ରିକାକୁ ଧୋଇ ଦେଲେ ବ୍ୟାଟର୍। ପ୍ରଥମ ଦିନିିକିଆରେ ଭାରତକୁ ସହଜ ବିଜୟ ମିଳିଛି। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୮ ୱିକେଟରେ ଜିତି ନେଇଛି। ପଦାର୍ପଣ ମ୍ୟାଚ୍‌ରେ ସାଇ ସୁଦର୍ଶନଙ୍କ ବ୍ୟାଟିଂର ଚମକ…

ଆମ୍ବୁଲାନ୍ସକୁ ବାଟ ଛାଡିବା ପାଇଁ ନିଜ କାରକେଡ଼କୁ ଅଟକାଇଲେ ମୋଦୀ…

ବାରଣାସୀ: ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାରଣାସୀ ଗସ୍ତରେ ଅଛନ୍ତି। ତେବେ, ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବିରଳ ଘଟଣାକ୍ରମରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଉଦ୍ଦେଶ୍ୟରେ ନିଜ ‘କାରକେଡ୍‌’କୁ ଅଟକାଇ ଦେଇଥିଲେ। ଏହି…

JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ଥାନାରେ ଅଭିଯୋଗ କଲେ ୩୦ ବର୍ଷୀୟା ଡାକ୍ତରାଣୀ

ବଢିଲା JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ଅଡ଼ୁଆ । ଦୁଷ୍କର୍ମ ଅଭିଯୋଗରେ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ୩୦…