Browsing Category

ଦେଶ

ଅଯୋଧ୍ୟାରେ ନୂଆ ମସଜିଦ: ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆସିବେ ମକ୍କାର ଇମାମ…

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେବ ଗୋଟିଏ ନୂଆ ତଥା ବିଶାଳ ମସଜିଦ। ବାବ୍ରୀ ମସଜିଦ ଥିବା ସ୍ଥାନରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବାରୁ ତା’ ଠାରୁ କିଛି ଦୂରରରେ ମସଜିଦ ନିର୍ମାଣ ହେବ। ବାବ୍ରୀ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ…

ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ରାଗିଲେ ରାଜ୍ୟସଭା ଅଧ୍ୟକ୍ଷ…

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗର ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ। ଏଥିରେ ରାଘବ…

ଫାଇଲ ପଢ଼ିବାକୁ ସମୟ ପାଇଲେନି ବିଚାରପତି, ମହୁଆଙ୍କ ଆବେଦନ ଜାନୁଆରୀ ୩କୁ ଘୁଞ୍ଚିଲା

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମଇତ୍ରଙ୍କ ଆବେଦନ ଆସନ୍ତା ଜାନୁଆରୀ ୩ ତାରିଖରେ ହେବ। ଏଥିକ୍ସ କମିଟିର ସୁପାରିସ ଆଧାରରେ ବାଚସ୍ପତି ଓମ ବିର୍ଲା ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଥିଲେ। ଏହା ବିରୋଧରେ ସେ…

ନିଲମ୍ବିତ ସାଂସଦଙ୍କୁ ଭେଟିଲେ ସୋନିଆ ଗାନ୍ଧି

ଲୋକସଭା ସୁରକ୍ଷାରେ ତ୍ରୁଟିକୁ ନେଇ ଉଠୁଛି ପଡୁଛି ସଂସଦ ଭବନ। ଉଭୟ ଗୃହରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହଟ୍ଟଗୋଳ ସହ ନାରାବାଜୀ ଦେଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବିକୁ ନେଇ ପ୍ରବଳ ହୋହଲ୍ଲା ହେବାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହ ମୁଲତବୀ…

ଯଦି ପ୍ରଥମ ଯୋଜନା ଫେଲ ହୋଇଥାନ୍ତା, ପ୍ଲାନ ବି’ ର ବ୍ୟବହାର କରିଥାଆନ୍ତେ

ଲୋକସଭାର ସୁରକ୍ଷାବଳୟକୁ ଭେଦ କରି ହଙ୍ଗା କରିଥିବା ଅନୁପ୍ରବେଶକାରୀଙ୍କ ପାଖରେ ପ୍ଲାନ ବି ରହିଥିଲା। ଯଦି ତାଙ୍କର ପ୍ରଥମ ଯୋଜନା ଫେଲ ମାରି ଥାଆନ୍ତା, ତା’ହେଲେ ସେମାନେ ପ୍ଲାନ ବିର ବ୍ୟବହାର କରି ଥାଆନ୍ତେ। କିନ୍ତୁ ପ୍ରଥମ ଯୋଜନାକୁ ବ୍ୟବହାର କରି ସେମାନେ ସଂସଦ ଭିତରେ…

ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣା, ମାଷ୍ଟର ମାଇଣ୍ଡ ଲଳିତକୁ ରିମାଣ୍ଡରେ ନେଲା ପୁଲିସ…

ଲୋକସଭାରେ ହଙ୍ଗାମା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଳିତ ଝା କୁ ରିମାଣ୍ଡରେ ନେଲା ପୁଲିସ। ଆଜିଠୁ ଲଳିତକୁ ସାତ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୁଲିସ। ପଟିଆଲା ହାଉସ୍ କୋର୍ଟଙ୍କ ଅନୁମତି କ୍ରମେ ଲଳିତକୁ ସାତ ଦିନ ରିମାଣ୍ଡରେ…

କୋର୍ଟ ପରିସରରେ ହତ୍ୟା ଅଭିଯୁକ୍ତକୁ ଗୁଳି କରି ହତ୍ୟା

କୋର୍ଟ ପରିସରରେ ଚାଲିଛି ଗୁଳି। ବିହାରର ରାଜଧାନୀ ପାଟନାରେ ଥିବେ ଗୋଟିଏ କୋର୍ଟ ପରିସରରେ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଏହି ଗୁଳିମାଡ଼ରେ ଜଣେ ବିଚାରଧୀନ କଏଦ ପ୍ରାଣ ହରାଇଛନ୍ତି। ପୁଲିସ୍‌ ସମ୍ମୁଖରେ ଗୁଳି ମାଡ଼ ହୋଇଥିଲେ ହେଁ କେହି ବି ଏହାକୁ ଅଟକାଇ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନ ଲାଲ ଶର୍ମା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବନିର୍ବାଚିତ ବିଧାୟକ ଭଜନ ଲାଲ ଶର୍ମା। ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭଜନ ଲାଲ। ରାଜ୍ୟପାଳ କଲରାଜ ମିଶ୍ରା ତାଙ୍କୁ ଶପଥ ପାଠ କରାଇଛନ୍ତି। ଭଜନ ଲାଲଙ୍କ ସମେତ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ମଧ୍ୟ…

ମହିଳା ଜଜ୍‌ ମାଗିଲେ ଇଚ୍ଛା ମୃତ୍ୟୁ…

ଇଚ୍ଛା ମୃତ୍ୟୁ ମାଗିଲେ ମହିଳା ଜଜ୍‌ । ଅନ୍ୟକୁ ନ୍ୟାୟ ଦେଉଥିବା ତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟର ଜଣେ ମହିଳା ବିଚାରପତି କିନ୍ତୁ ନିଜେ ନ୍ୟାୟ ପାଇ ନ ପାରି ଭାଙ୍ଗି ପଡ଼ିଛନ୍ତି। ତେଣୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ସେ ଇଚ୍ଛା…

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲା: ମୁସଲିମ ପକ୍ଷକୁ ସୁପ୍ରିମ ଝଟକା

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ଜମି ବିବାଦ ଉପରେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଶ୍ରୀକୃଷ୍ଣ ଜନ୍ମଭୂମି ଜମିରେ ଥିବା ମସଜିଦ ସର୍ଭେ ଅନୁମତିକୁ ସ୍ଥଗିତ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ…