Browsing Category

ଦେଶ

ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି; ଭିତରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ…

ସଂସଦ ଆକ୍ରମଣ ବାର୍ଷିକୀରେ ହୋଇଛି ସୁରକ୍ଷା ଭଙ୍ଗ । ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି । ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଆଜି ସାମ୍ନାକୁ ଆସିଛି। ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ । ସେମାନଙ୍କ ପରିଚୟ…

ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ଟିମ୍‌, ଚାଲିଛି ମାଟି ଖୋଳା…

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ଏହାପରେ ବି ଧୀରଜ ସାହୁଙ୍କ ଘରେ ଆହୁରି ବଡ଼ ଭଣ୍ଡାର ଲୁଚି ରହିଥିବା ଅନୁମାନ କରୁଛି…

ଏଣିକି ଜେଏନୟୁରେ ଧାରଣା ଦେଲେ ଦେବାକୁ ପଡିବ ୨୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଅନେକ ବିବାଦ କାରଣରୁ ଅନେକ ସମୟରେ... Source

ଜମ୍ମୁ ଓ କଶ୍ମୀର ନିର୍ବାଚନ ପୂର୍ବରୁ ପିଓକେକୁ ଆଣ : ଉଦ୍ଧବ ଠାକରେ…

ମୁମ୍ବାଇ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଶିବସେନା ନେତା ଉଦ୍ଧବ ଠାକରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସେଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି । ଧାରା ୩୭୦ ଉଚ୍ଛେଦ ହେବା ପରେ ଆମେ ଏହାକୁ…

ବାଚସ୍ପତି ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ତୋମାର…

ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ କାମ କରିବେ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିଥିବା ବିଜେପି ଆଜି ଶ୍ରୀ ତୋମାର ବାଚସ୍ପତି ଭାବେ ହେବେ ବୋଲି ଘୋଷଣା କରିଛି। ଶ୍ରୀ ତୋମାର କେନ୍ଦ୍ରର କୃଷି ମନ୍ତ୍ରୀ…

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ। ଶ୍ରୀ ଯାଦବ ଉଜ୍ଜୟୀନ ଦକ୍ଷିଣ…

ମଣିଷଖିଆ ବାଘକୁ ମାରିବାକୁ ନିର୍ଦ୍ଦେଶ…

କେରଳର ୱାୟନାଡ ଜିଲ୍ଲାରେ ଶନିବାର ଜଣେ କୃଷକଙ୍କୁ ମାରି ତାଙ୍କ ମାଂସ ଖାଇଥିବା ବାଘକୁ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର କେରଳ ସରକାରଙ୍କ ବନ ବିଭାଗ ଏହି ନିର୍ଦ୍ଦେଶ ଦେଇଛି। ତେବେ ବାଘଟିକୁ ମାରିବା ପୂର୍ବରୁ ତାହା ମଣିଷ ମାରି ଖାଇଛି ବୋଲି ସ୍ପଷ୍ଟ…

ଉପ-ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପ୍ରସ୍ତାବକୁ ଗ୍ରହଣ କଲେନି ଅଭିନେତା ଶିବ ରାଜକୁମାର

ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କନ୍ନଡ ଫିଲ୍ମ ଅଭିନେତା ଶିବ ରାଜକୁମାରଙ୍କୁ ପ୍ରସ୍ତାବ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। କିନ୍ତୁ ଶିବ ରାଜକୁମାର ଏହି ପ୍ରସ୍ତାବକୁ ଗ୍ରହଣ କରି…

ଭାଙ୍ଗିଯିବ କର୍ଣ୍ଣାଟକାର କଂଗ୍ରେସ ସରକାର..!

‘କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସବୁ କିଛି ଠିକ୍‌ଠାକ୍ ଚାଲି ନାହିଁ। ଖୁବ୍‌ଶୀଘ୍ର ଏହା ଭାଙ୍ଗିଯାଇପାରେ।’ ଜେଡି (ଏସ୍‌) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଏହି ଦାବି କରିଛନ୍ତି। ସେ…

ତୁରନ୍ତ ଜମ୍ମୁ କଶ୍ମୀରକୁ ରାଜ୍ୟ ପାହ୍ୟ ଦିଅ: ସୁପ୍ରିମକୋର୍ଟ…

ଜମ୍ମୁ କଶ୍ମୀରକୁ ତୁରନ୍ତ ରାଜ୍ୟ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଜାମ୍ମୁ…