Browsing Category

ଦେଶ

ବିରୋଧୀ ଥିବା ଟିଏମପି ଏବେ ଶାସକ ବିଜେପିରେ ମିଶିବ, ମିଳିବ ମନ୍ତ୍ରୀ ପଦ

ତ୍ରିପୁରାର ପ୍ରମୁଖ ବିରୋଧୀ ଦଳ ତଥା ରାଜ ପରିବାରର ସଦସ୍ୟ ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ତିପ୍ରା ମୋଥା ଦଳ(ଟିଏମପି) ନିଜର ପଟ ପରିବର୍ତ୍ତନ କରିଛି। ମାର୍ଚ୍ଚ ୨ରେ କେନ୍ଦ୍ର ଓ ତ୍ରୁପୁରା ସରକାରଙ୍କ ସହ ଗୋଟିଏ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ କରିଥିବା ଟିଏମପି ଏବେ କ୍ଷମତାସୀନ ବିଜେପି…

ଦେଶର ପ୍ରଥମ ଅଣ୍ଡରୱାଟର୍ ମେଟ୍ରୋ ଟନେଲ ଉଦଘାଟିତ

ପାଣି ଭିତରେ ଦୌଡିବ ମେଟ୍ରୋ। ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘଦିନର ଏହି ପ୍ରୋଜେକ୍ଟକୁ ଉଦଘାଟିତ କରିଛନ୍ତି। କୋଲକାତାରେ ହୁଗୁଳି ନଦୀ ଭିତରେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ଅଣ୍ଡରୱାଟର ମେଟ୍ରୋ ଟନେଲ…

୩ ଔଷଧର ବ୍ୟବହାର ଉପରେ ଲାଗିଲା ରୋକ

ମେଗ ଲାଇଫ ସାଇନ୍ସ ପକ୍ଷରୁ ଉତ୍ପାଦନ ହେଉଥିବା ସମସ୍ତ ଔଷଧର ସେବନ ଓ ବ୍ୟବହାର ବିରୋଧରେ ଲୋକଙ୍କୁ ସତର୍କ କରାଇଛି ତେଲଙ୍ଗାନା ସରକାର। କମ୍ପାନୀ ପକ୍ଷରୁ ମାର୍କେଟରେ ବିକ୍ରି ହେଉଥିବା MPOD 200, MEXCLAV 625, and CEFOXIM-CVରେ କୌଣସି ପ୍ରକାରର ସକ୍ରିୟ ଔଷଧୀୟ ଉପାଦନ ନ ମିଳିବା ପରେ…

ନକ୍ସଲ ଗତିବିଧିରେ ସାମିଲ ଥିଲେ ପତିପତ୍ନୀ, ଉଠାଇ ନେଲା ATS

ନକ୍ସଲ ଗତିବିଧିରେ ସାମିଲ ଥିଲେ ପତିପତ୍ନୀ। ଉଠାଇ ନେଲା ATS । ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଛି। ATS ଦ୍ୱାରା ବନ୍ଧା ହୋଇଥିବା ଦମ୍ପତି ହେଲେ କୃପାଶଙ୍କର ସିଂହ ଓ ତାଙ୍କ ପତ୍ନୀ ବିନ୍ଦା ସୋନା । ଉଭୟ ପ୍ରତିବନ୍ଧିତ ନକ୍ସଲ ସଙ୍ଗଠନ ଭାକପାର ସଦସ୍ୟ ଥିଲେ। ଏପରିକି ଦେଶ ବିରୋଧରେ…

ସନ୍ଦେଶଖାଲିକୁ ମୁଖ୍ୟ ପ୍ରସଙ୍ଗ କଲେ, ଟିଏମସିକୁ ଧୋଇଲେ ମୋଦି

ବେଙ୍ଗଲରେ ଜନସଭା କରି କ୍ଷମତାସୀନ ଟିଏମସି ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ସନ୍ଦେଶଖାଲି ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ମୋଦି କହିଛନ୍ତି ଯେ ଟିଏମସି ମୁଖ୍ୟ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି। …

ବୈଜ୍ଞାନିକଙ୍କ ଦାବି: ବୈଦ୍ୟୁତିକ ଯାନରୁ ନିର୍ଗତ ହେଉଛି ଅଧିକ ପ୍ରଦୂଷଣ କଣିକା

ଜଳବାୟୁ ପରିବର୍ତ୍ତନର ଘୋର ବିପତ୍ତି ସମୟରେ ଇଲେକ୍ଟ୍ରିକ୍ ଭେଇକିଲ୍ ବା ବୈଦ୍ୟୁତିକ ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲ ଯାନ ଅପେକ୍ଷା ବୈଦ୍ୟୁତିକ ଯାନ (ଇଭି) ପରିବେଶ ପାଇଁ ଭଲ, କାରଣ ଏଗୁଡିକ କମ୍ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ…

ଭାରତୀୟ ଯୁବକଙ୍କୁ ଯୁଦ୍ଧରେ ଲଗାଉଛି ରୁଷ; ଉଦ୍ଧାର ପାଇଁ କଲେ ନିବେଦନ

‘ଆମେ ବୁଲାବୁଲି କରିବାକୁ ରୁଷ ଆସିଥିଲୁ। ବୁଲାବୁଲି ସାରି ଭାରତ ଫେରିଥାନ୍ତୁ। ମାତ୍ର ଏଠାରେ ରୁଷ ସୈନିକ ଆମକୁ କାବୁ କରି ୟୁକ୍ରେନ ବିରୋଧି ଯୁଦ୍ଧରେ ନିୟୋଜିତ କରୁଛନ୍ତି। ଆମେ ଠିକ୍‌ ଭାବେ ବନ୍ଧୁକ ଧରିବା ଶିଖି ନ ଥିବା ବେଳେ ଆମକୁ ଫ୍ରଣ୍ଟ ଲାଇନ୍‌ରେ ଛିଡ଼ା କରାଇବାକୁ କହିଛନ୍ତି।…

ଭଡ଼ା ଘରୁ ମିଳିଲା ଦମ୍ପତି ଓ ୩ ପିଲାଙ୍କ ମୃତଦେହ, ସମସ୍ତେ ସ୍ତବ୍ଧ

ତ୍ରିଭେନ୍ଦ୍ରମ : ଭଡ଼ା ଘର ଭିତରୁ ମିଳିଛି ଜଣେ ଦମ୍ପତି ଓ ସେମାନଙ୍କର ୩ ପିଲାଙ୍କ ମୃତଦେହ। ଅତ୍ୟନ୍ତ ରହସ୍ୟଜନକ ଭାବେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନାହିଁ। ହେଲେ କେରଳର କୋଟାୟମ ଜିଲ୍ଲା ଅନ୍ତର୍ଗତ ପାଲା ନିକଟରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି…

ନା ଇଣ୍ଡିଆ ନା ଏନଡିଏ, ଏହି ଦଳ ସହ ମେଣ୍ଟ କଲେ ମାୟାବତୀ

ଲଖନଉ: ନା ଇଣ୍ଡିଆ ନା ଏନଡିଏ ଦକ୍ଷିଣ ଭାରତର ଏହି ଦଳ ସହ ଶେଷରେ ମେଣ୍ଟ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ | ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ଦଳ ଦକ୍ଷିଣ ଭାରତର ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି…

ଆସନ୍ତାକାଲି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ପ୍ରଥମ ‘ଅଣ୍ଡର ୱାଟର ମେଟ୍ରୋ ଟ୍ରେନ’ର ଉଦଘାଟନ କରିବେ। ହୁଗଳି ନଦୀ ତଳେ କୋଲକାତାର ‘ଅଣ୍ଡର ୱାଟର ମେଟ୍ରୋ’ ନିର୍ମାଣ କରାଯାଇଛି। କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକାତା ମେଟ୍ରୋ (କୋଲକାତା ଅଣ୍ଡର ୱାଟର…