Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଖିଳେଶଙ୍କୁ ଝଟ୍କା, ଇସ୍ତଫା ଦେଲେ ସଲିମ ଶେରଓ୍ୱାନି
ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ପୁଣି ଝଟ୍କା। ଦଳରେ ଜାରି ରହିଛି ଇସ୍ତଫା ଝଡ଼। ସାଇକେଲରୁ ଓହ୍ଲାଉଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା। ଦଳର ସାଧାରଣ ସମ୍ପାଦକ ପଦରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେବା ପରେ ଏବେ ଆଉ ଦୁଇ ନେତା ଇସ୍ତଫା ଦେଇଛନ୍ତି। ୫ ଥର!-->…
ଜୁନ୍ ୨୦୨୪ ଯାଏଁ ବଢ଼ିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ : ପୁଣି ବଢ଼ିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ। ଆସନ୍ତା ଜୁନ୍ ୨୦୨୪ ଯାଏଁ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରବିବାର ଦଳର ଜାତୀୟ!-->…
ଇସ୍ରୋର ଇନସାଟ୍-3DS ଉତକ୍ଷେପଣ ସଫଳ
ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ଆଉ ଏକ ସଫଳତା। ପାଣିପାଗ ଉପଗ୍ରହ ଇନସାଟ୍-3DSର ଉତକ୍ଷେପଣ ସଫଳ ହୋଇଛି। ଆଜି ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ INSAT-3DSର ସଫଳତାପୂର୍ବକ ଉତକ୍ଷେପଣ କରିଛି ଇସ୍ରୋ।
ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ!-->!-->!-->…
ବିଜେପିରେ ଯୋଗ ଦେବା ନେଇ ଏଭଳି କହିଲେ କମଲନାଥ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି | ତେବେ ଏହି ଚର୍ଚ୍ଚା ଭିତରେ ଏବେ ନିଜେ କମଲନାଥ ଏନେଇ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ମୁଁ କୌଣସି କଥାକୁ ଅସ୍ୱୀକାର!-->…
ଗୀତିକାର ଗୁଲଜାରଙ୍କ ସମେତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର
ନୂଆଦିଲ୍ଲୀ: ପ୍ରସିଦ୍ଧ ଗୀତିକାର ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଜ୍ଞାନପୀଠ ଚୟନ କମିଟି ଶନିବାର ଉଭୟ ନାମ ଘୋଷଣା କରିଛି। ଜ୍ଞାନପୀଠ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର | ଏହି!-->…
ଦେଶକୁ ବିଜେପି ମୁକ୍ତ କରିଦେବୁ: କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍ ଉପରେ ସେ କହିଛନ୍ତି, “ବିଜେପି ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ଆମ୍ ଆଦମୀ ପାର୍ଟି। ଆଜି ଯଦି ବିଜେପି କାହାକୁ ଭୟ କରେ ତେବେ ଏହା ହେଉଛି ଆମ୍ ଆଦମୀ ପାର୍ଟି।!-->…
ବାଣ କାରଖାନାରେ ଲାଗିଲା ନିଆଁ, ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ
ଚେନ୍ନାଇ: ଆଜି ତାମିଲନାଡୁର ବିରୁଧନଗର ଜିଲ୍ଲାର ଏକ ବାଣ ତିଆରି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ଘଟିଛି | ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଶନିବାର ତାମିଲନାଡୁର ବିରୁଧନଗର ଜିଲ୍ଲାର ଭେମ୍ବାକୋଟାଇ ନିକଟ ରାମୁଥେଭାନପଟ୍ଟିଠାରେ ୱାଇନର!-->…
ଲୋକ ଜାଣନ୍ତି ଯେ ଆମେ କଣ କରିଛୁ: ଶରଦ ପାୱାର
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ବାରାମତି ଆସନରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇପାରନ୍ତି । ତେବେ ବରିଷ୍ଠ ନେତା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ବର୍ତ୍ତମାନ ବାରାମତିର ସାଂସଦ ଅଛନ୍ତି । ସୁଲେ!-->…
ଚାଷୀ ଆନ୍ଦୋଳନ ସ୍ଥଳରେ ଚାଲିଗଲା ସବ୍-ଇନ୍ସପେକ୍ଟରଙ୍କ ଜୀବନ
ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଥମିବା ନାଁ ଧରୁନି । ଏହି ଆନ୍ଦୋଳନରେ ସାମିଲ ଚାଷୀଙ୍କ ମଧ୍ୟରୁ ଗତକାଲି ହୃଦଘାତରେ ଜଣେ ଆଖି ବୁଜିଥିଲେ। ଏହି ଘଟଣା ପରେ ଶମ୍ଭୁ ସୀମାରେ ନିୟୋଜିତ ଥିବା ଜଣେ ପୁଲିସ୍ ଅଧିକାରୀ ବି ଆଖି ବୁଜିଥିବା ଜଣାଯାଇଛି। ଅସୁସ୍ଥତା ହେତୁ ତାଙ୍କ!-->…
ଦୈନିକ ଅପରାହ୍ଣରେ ଘଣ୍ଟାଏ ବିଶ୍ରାମ ନେବେ ରାମ ଲଲ୍ଲା: ଅଯୋଧ୍ୟା ମନ୍ଦିର ପୂଜକ
ଅଯୋଧ୍ୟା: ଦୈନିକ ଅପରାହ୍ଣରେ ରାମ ଲଲ୍ଲା ଘଣ୍ଟା ବିଶ୍ରାମ ନେବେ ବୋଲି ସ୍ଥିର କରାଯାଇ ଥିବାରୁ ଶୁକ୍ରବାର ଠାରୁ ରାମ ମନ୍ଦିର ଦର୍ଶନ ପାଇଁ ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯିବ ବୋଲି ‘ଟାଇମ୍ସ୍ ନାଓଁ’ ରିପୋର୍ଟ କରିଛି।
ରାମ ଲଲ୍ଲାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମୁଖ୍ୟ ପୂଜକ!-->!-->!-->…