Browsing Category

ଦେଶ

୨୨ ଯାଏ ଜେଲ ହାଜତକୁ ଗଲେ ହେମନ୍ତ ସୋରେନ

ରାଞ୍ଚି : ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ୨୨ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲରେ ରହିବେ।ଜମି ଜାଲିଆତି ଘଟଣାରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି ଅବଧି ଆଜି ଶେଷ ହେଉଥିବାରୁ ତାଙ୍କୁ…

ଚାଷୀଙ୍କ ବିଶାଳ ‌ଆନ୍ଦୋଳନ ଜାରି, କାଲି କେନ୍ଦ୍ର ସହ ପୁଣି ଆଲୋଚନା

ପୁଲିସ୍‌ ଓ ପ୍ରଶାସନର ସବୁ ପ୍ରକାରର ବଳପ୍ରୟୋଗ ସତ୍ତ୍ୱେ ନିଜର ହକ ପାଇଁ ଲଢ଼େଇ କରୁଥିବା ଚାଷୀମାନେ ସେମାନଙ୍କ ଦିଲ୍ଲୀ ଚାଲୋ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ରାତିରେ ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ବନ୍ଦ ରଖିଥିଲେ। ହେଲେ ଆଜି ସକାଳୁ ସେମାନେ ପୁଣି ଦିଲ୍ଲୀ…

ପ୍ରଭୁ ରାମଙ୍କ ମନ୍ଦିରକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ବି କରିଛନ୍ତି। ଏହି ଚିଠିରେ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣକୁ ‌ନେଇ କୃତଜ୍ଞତା…

ସୀମାରେ ଗୁଳିମାଡ଼ କଲା ପାକିସ୍ତାନ, ଦୃଢ଼ ଜବାବ ଦେଲା ଭାରତ

କିଛି ଦିନର ବ୍ୟବଧାନ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଜମ୍ମୁ ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି। ସୀମାରେ ମୁତୟନ ହୋଇଥିବା ବିଏସ୍‌ଏଫ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳି ମାଡ଼ରେ ଭାରତର କୌଣସି ପ୍ରକାରର କ୍ଷୟକ୍ଷତି…

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାରି ହେଲା ଷଷ୍ଠ ସମନ

ନୂଆଦିଲ୍ଲୀ: ବେଆଇନ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍‌ାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଆଉ ଏକ ସମନ ଜାରି କରିଛି। ତାଙ୍କୁ ଗିରଫ କରିବା ପାଇଁ ଏହା ବେଆଇନ ପ୍ରୟାସ ବୋଲି ଦର୍ଶାଇ ଇଡି ପକ୍ଷରୁ ପୂର୍ବରୁ…

ଥମୁନି ସନ୍ଦେଶଖାଲି ହଙ୍ଗାମା, ପୁଲିସ ସହ ଧସ୍ତାଧସ୍ତି ବେଳେ ବିଜେପି ନେତା ଆହତ

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହୋଇଥିବା ହିଂସାକୁ ନେଇ ଥମୁନି ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ନେତା ଶାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଉପରେ କରିଥିବା ଯୌନ ନିର୍ଯାତନା ବିରୋଧରେ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି। ଏହି ଘଟଣାକୁ ବିରୋଧ କରି…

ଗୁଜରାଟରୁ ଜେପି ନଡ୍ଡା ଓ ମହାରାଷ୍ଟ୍ରରୁ ରାଜ୍ୟସଭା ଯିବେ ଅଶୋକ ଚୌହାନ

ମହାରାଷ୍ଟ୍ରରୁ ରାଜ୍ୟସଭା ଯିବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଚୌହାନ। ସେହିପରି ଗୁଜରାଟରୁ ରଜ୍ୟସଭାକୁ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେପି ତା'ର ପ୍ରକାଶ କରିଥିବା ତୃତୀୟ ପାର୍ଥୀ ତାଲିକାରୁ ଏହା ଜଣାପଡିଛି। ବିଜେପି…

ୟୁଏଇରେ ଲଞ୍ଚ ହେଲା ୟୁପିଆଇ ଓ ରୁପେ କାର୍ଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହୟାନ ମିଳିତ ଭାବେ ଆଜି ୟୁପିଆଇ ଓ ରୁପେ କାର୍ଡ ସେବାକୁ ଲଞ୍ଚ କରିଛନ୍ତି। ୟୁଏଇରେ ପ୍ରଥମ ଥର ପାଇଁ ଭାରତରେ ପ୍ରଚଳିତ ହେଉଥିବା ଟଙ୍କା ନେଣଦେଣ ବ୍ୟବସ୍ଥା ଲାଗୁ କରାଯାଇଛି।ରୁପେ ହେଉଛି…

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ବିଜେପି କର୍ମୀଙ୍କ ସହ ପୁଲିସର ମୁହାଁମୁହିଁ, ଲାଠିଚାର୍ଜ

କୋଲକାତା: ଶାଜାହାନ ଶେଖ୍‌ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ମହିଳାଙ୍କୁ ଯୌନ ନିର୍ଯାତନାକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ସମୟରେ ଉତ୍ତେଜନା ବଢ଼ିବା ପରେ ଦଙ୍ଗା ପ୍ରଭାବିତ ସନ୍ଦେଶଖାଲିରେ ପୁଲିସ ଓ ଭାରତୀୟ ଜନତା ପାର୍ଟି (ବିଜେପି)ର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।ବିକ୍ଷୋଭ ସମୟରେ ପୁଲିସ…

ନିର୍ବାଚନ କମିଶନର ନିଯୁକ୍ତି ଆଇନ ଉପରେ ରୋକ୍‌ ଲଗାଇବାକୁ ପୁଣିଥରେ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିଶନର ନିଯୁକ୍ତିକୁ ନେଇ ବିବାଦୀୟ ନୂଆ ଆଇନ ଉପରେ ରୋକ ଲଗାଇବାକୁ ସୁପ୍ରିମ୍‌କୋର୍ଟ ଆଜି ଦ୍ୱିତୀୟ ଥର ପାଇଁ ମନା କରିଦେଇଛନ୍ତି। ତେବେ ଅଦାଲତ ଏହି ଆବେଦନକୁ ଏହି ପ୍ରସଙ୍ଗରେ ବିଚାରାଧୀନ ମାମଲା ତାଲିକାରେ ଯୋଡ଼ିଛନ୍ତି ଏବଂ ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ…