Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୋତେ ଲାଗୁଛି ମୁଁ ଏହି ଧରିତ୍ରୀ ମା’ର ସବୁଠାରୁ ଭାଗ୍ୟଶାଳୀ ମଣିଷ: ଅରୁଣ ଯୋଗୀରାଜ…
ନୂଆଦିଲ୍ଲୀ: କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ କରାଯାଇ ଆଜି ପ୍ରାଣପ୍ରତିଷ୍ଠା ହୋଇଛି।
୩ଟି ୫ ବର୍ଷୀୟ ବାଳୁତ ରାମଲାଲାଙ୍କ ଶୈଶବାବସ୍ଥାର ରୂପକୁ ଆଧାର କରି ବିଗ୍ରହ ତିଆରି…
ରାମ ମନ୍ଦିର ଫଟୋରେ ଲଗାଇଲେ ପାକିସ୍ତାନ ପତକା, ଜଣେ ଗିରଫ
ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଛି। କେବଳ ହିନ୍ଦୁ ନୁହେଁ ସବୁ ଧର୍ମର ଲୋକେ, ଯିଏ ରାମଙ୍କ ଠାରେ ଆସ୍ଥା ରଖନ୍ତି ସେମାନେ ଏହି ଅବସରରେ ଉତ୍ସାହିତ ହୋଇପଡିଛି। ଏସବୁ ଭିତରେ ଜଣେ ଦୁର୍ବୃତ୍ତ ସୋଶାଲ…
ରାମଲଲାଙ୍କ ପାଇଁ ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ, ୧୩ ଗିରଫ
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ତେବେ ଏହା ପୂର୍ବରୁ ରବିବାର ମୁମ୍ବାଇରେ ଜୟ ଶ୍ରୀ ରାମ ନାରା ଦେଇ ବାଇକ୍ ଓ କାର୍ ରାଲି ହୋଇଥିଲା। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଙ୍ଘର୍ଷ ହୋଇଥିଲା। ଏହି ମାମଲାରେ ଆଜି ମୁମ୍ବାଇ ପୁଲିସ…
ପ୍ରାଣ ପ୍ରତିଷ୍ଠା ପରେ ଦୀପୋତ୍ସବ, ସବୁଠି ଜଳିଲା ରାମ ଜ୍ୟୋତି…
ଅଯୋଧ୍ୟରେ ସମ୍ପନ୍ନ ହୋଇଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ୫୦୦ ବର୍ଷର ଅପେକ୍ଷା ପରେ ପ୍ରଭୁ ଶ୍ରୀ ରାମ ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିଛନ୍ତି। ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଆରମ୍ଭ ହୋଇଛି ଦୀପୋତ୍ସବ। ସବୁଠି ଜଳିଛି ରାମ ଜ୍ୟୋତି। ସାରା ଦେଶବାସୀ ଦୀପ ଜାଳି…
ଅଯୋଧ୍ୟାରେ ଜଟାୟୁ ମୂର୍ତ୍ତିର ଉନ୍ମୋଚନ କଲେ ମୋଦୀ…
ଅଯୋଧ୍ୟା: ଅଯୋଧ୍ୟାରେ ନବନର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ସାରା ଦେଶରେ ଉତ୍ସାହ ଜାରି ରହିଛି । ଏହି ସମାରୋହର ସମସ୍ତ ରୀତିନୀତି ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ରାମ ମନ୍ଦିର ପରିସରରେ ଥିବା କୁବେର ଟିଲାରେ…
ଦୁର୍ମୂଲ୍ୟ ରତ୍ନ ପିନ୍ଧିଛନ୍ତି ଭଗବାନ ରାମଲଲ୍ଲା…
ଅଯୋଧ୍ୟା: ଭଗବାନ ରାମଲଲ୍ଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ସାମ୍ନାକୁ ଆସିଛି ଭଗବାନ ରାମଙ୍କର ଆକର୍ଷଣୀୟ ବିଗ୍ରହ। ଭଗବାନ ରାମଙ୍କ ମୂର୍ତ୍ତିକୁ ଅତ୍ୟନ୍ତ ଆକର୍ଷଣୀୟ ଅଳଙ୍କାରରେ ସଜାଯାଇଛି । ଆସନ୍ତୁ ଜାଣିବା ଏହି ଅଳଙ୍କାର ତିଆରିରେ କେଉଁ ରତ୍ନପଥର…
ମହାକାଶରୁ କିଭଳି ଦିଶୁଛି ରାମମନ୍ଦିର? ଇସ୍ରୋ ଜାରି କଲା ଫଟୋ…
ରାତି ପାହିଲେ ଉଦ୍ଘାଟନ ହେବ ଅଯୋଧ୍ୟାର ରାମ ମନ୍ଦିର। ମନ୍ଦିରରେ ରାମ ଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ଚାରିଆଡେ ଜୋରସୋର୍ରେ ପ୍ରସ୍ତୁତି ଚାଲିଛି। ରାମମୟ ହୋଇଯାଇଛି ପୂରା ଅଯୋଧ୍ୟା ନଗରୀ। ଚାରିଆଡେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଛି। ଭବ୍ୟ ରାମ…
ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଆକ୍ରମଣ, କଂଗ୍ରେସ ନେତାଙ୍କ ଗାଡ଼ି ଭଙ୍ଗିଲେ…
ପୁଣି ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆସାମରେ ପୁଣି ଥରେ ବିଜେପି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆସାମର ଜମୁଗୁରିଘାଟରେ ଏହି ଆକ୍ରମଣ ହୋଇଥିବା…
ଫେବୃଆରୀ ୧୮ରୁ ‘ମିସ୍ ୱାର୍ଲ୍ଡ’ ପ୍ରତିଯୋଗିତା, ୨୮ ବର୍ଷ ପରେ ଭାରତ କରୁଛି ଆୟୋଜନ…
ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ମିସ୍ ୱାର୍ଲ୍ଡ ଆୟୋଜନ କରିବାକୁ ଯାଉଛି ଭାରତ। ୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାକୁ ଭାରତ ଆୟୋଜନ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀ ଏବଂ ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶେଷ ଥର ପାଇଁ ୧୯୯୬ରେ…
ପ୍ରାଣପ୍ରତିଷ୍ଠା ସମୟରେ ସାବଧାନ ରହିବାକୁ ସରକାର ଦେଲେ ଚେତାବନୀ…
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହୋଇଥିବା ରାମମନ୍ଦିରର ପ୍ରାଣପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସବମୁଖର ଥିବା ଦେଖିବାକୁ ମିଳୁଛି। ଏହି ଉତ୍ସବ ସମୟରେ ଲୋକଙ୍କୁ ସତର୍କ ରହିବାକୁ ସରକାର ଚେତବାନୀ ଦେଇଛନ୍ତି। କାରଣ ଏଭଳି ସମୟରେ ସାଇବର ଅପରାଧୀ ସକ୍ରିୟ…