Browsing Category

ଦେଶ

ଅତିଥିଙ୍କୁ ସୁରକ୍ଷା ଦେବେ ୧୩ହଜାର ସୁରକ୍ଷା ବାହିନୀ, କରାଯାଇଛି ଏସବୁ ବ୍ୟବସ୍ଥା

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ…

ବାଲୁକା କଳାରେ ଶୋଭା ପାଉଛନ୍ତି ପ୍ରଭୁ ଶ୍ରୀରାମ…

ଅଯୋଧ୍ୟା: ରାମ ମୟ ଦେଶ । ରାମଙ୍କ ଭକ୍ତିରେ ଦେଶବାସୀ । ସେଥିପାଇଁ ଖୁବ ଜୋରସୋରରେ ଚାଲିଛି ସାଜ୍ଜସଜ୍ଜା । ଏହାରି ଭିତରେ ୫୦୦ ମିନିଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।…

କଂଗ୍ରେସର ଭାଷା କହୁଛନ୍ତି ଅବିମୁକ୍ତେଶ୍ବରାନନ୍ଦ ସରସ୍ବତୀ: ସ୍ୱାମୀ ଅଧୋକ୍ଷଜାନନ୍ଦ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କେତେକ ଶଙ୍କରାଚାର୍ଯ୍ୟ ପ୍ରଶ୍ନ ଉଠାଇଥିବାବେଳେ ଏହାକୁ ନେଇ ପ୍ରୟାଗରାଜରେ ଥିବା ସାଧୁ ଓ ସନ୍ଥମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୋବର୍ଦ୍ଧନ ପୀଠର ମୁଖ୍ୟ ଧର୍ମଚାର୍ଯ୍ୟ, ଜଗତଗୁରୁ…

ସଂଘବଦ୍ଧ ଆକ୍ରମଣରେ କାର୍ଯ୍ୟରତ ସାମ୍ବାଦିକ ଗୁରୁତର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପାର୍ଶ୍ୟ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ନିକଟରେ ମଧ୍ୟାହ୍ନ ସମୟରେ ଜଣେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ଗୁରୁତର ଆହତ…

ପାକିସ୍ତାନ ଓ ଇରାନ ଭିତରେ କୁଟନୈତିକ ସଂପର୍କ ସ୍ବାଭାବିକ କରିବାକୁ ପ୍ରୟାସ…

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଆଡ଼ାଗୁଡ଼ିକ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ଓ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନର ଦକ୍ଷିଣ ସୀମାରେ ପାକିସ୍ତାନର କ୍ଷେପଣାସ୍ତ୍ର ମାଡ଼କୁ ନେଇ ଜଟିଳ ସ୍ଥିତି ଲାଗି ରହିଛି। ଉଭୟ ଦେଶ ସର୍ବାଧିକ…

ପଶ୍ଚିମବଙ୍ଗରେ ୪୨ଟି ଯାକ ଆସନରେ ଲଢ଼ିବ ଟିଏମ୍‌ସି

କୋଲକାତା: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଆଜି ଏକ ଧକ୍କା ଲାଗିଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ…

ଇଭିଏମ୍‌, ଭିଭିପାଟ୍‌ ପାଇଁ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଇଭିଏମ୍‌ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଇଣ୍ଟରନେଟ୍‌ ମିଡିଆର ଅପପ୍ରଚାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆୟୋଗ ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ…

ବିମାନ ବାଥ୍‌ରୁମ୍‌ରେ ନାବାଳିକାଙ୍କ ଭିଡିଓ ଉଠାଉଥିବା କର୍ମଚାରୀ ଗିରଫ

ଭର୍ଜିନିଆ: ବିମାନ ବାଥ୍‌ରୁମ୍‌ରେ ଏକାଧିକ ନାବାଳିକାଙ୍କ ଭିଡିଓ ଉତ୍ତୋଳନ କରିଥିବା ଆମେରିକାନ୍‌ ଏୟାର୍‌ଲାଇନ୍‌ର ଜଣେ ଆଟେଣ୍ଡାଣ୍ଟ୍‌ଙ୍କୁ ଗୁରୁବାର ଦିନ ଭର୍ଜିନିଆରୁ ଫେଡେରାଲ୍‌ ଏଜେଣ୍ଟ୍‌ମାନେ ଗିରଫ…

ଜେରା କରିବାକୁ ହେମନ୍ତ ସୋରେନ୍‌ଙ୍କ ରାଞ୍ଚି ବାସଭବନରେ ପହଞ୍ଚିଲା ‘ଇଡି’ ଟିମ୍‌

ନୂଆଦିଲ୍ଲୀ: ‘ମନି ଲଣ୍ଡରିଂ’ ମାମଲାରେ ଜେରା କରିବା ଲାଗି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ରାଞ୍ଚିସ୍ଥିତ ବାସଭବନରେ ପହଞ୍ଚିଥିବା କଥା…

ଓଡିଶା ସୀମାନ୍ତ ଛତିଶଗଡ଼ରେ ପୁଲିସର ବଡ ଅପରେସନ, ୩ ମାଓବାଦୀ ନିହତ

ରାୟପୁର: ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରଠାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା…