Browsing Category

ଦେଶ

ପୁଣିଥରେ କେଜ୍ରିୱାଲଙ୍କୁ ସମନ କଲା ଇଡି…

ପ୍ରତ୍ୟାହୃତ ହୋଇ ସାରିଥିବା ତଥାକତିଥ ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ତାଙ୍କୁ ଗୁରୁବାର ଇଡି ମୁଖ୍ୟାଳୟରେ ହାଜର ହେବାକୁ ଇଡି କହିଛି। ଏହାପୂର୍ବରୁ ସମାନ…

ଇଡେନ୍‌ ଗାଡେର୍ଣ୍ଣରେ ଓଡ଼ିଆ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ…

କୋଲାକାତାର ଇଡେନ୍‌ ଗାଡେର୍ଣ୍ଣ ଷ୍ଟାଡିୟମରୁ ମିଳିଲା ଝୁଲନ୍ତା ମୃତଦେହ। ଜଣେ ଯୁବକ ଷ୍ଟାଡିୟମ୍‌ରେ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଷ୍ଟାଡିୟମର ‘କେ’ ବ୍ଲକରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି।…

ମୋବାଇଲ ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇ ପାରିବେ ସରକାର, ଆସିଲା ବିଲ୍‌…

ସାଧାରଣ ଲୋକଙ୍କ ସୁରକ୍ଷାକୁ ଆଧାର କରି କେନ୍ଦ୍ର ସରକାର ଚାହିଁଲେ ଯେ କୌଣସି ଟେଲିକମ୍ୟୁନିକେସନ ନେଟୱର୍କକୁ ଅସ୍ଥାୟୀ ଭାବେ ନିଜ ନିୟନ୍ତ୍ରଣକୁ ନେଇ ପାରିବେ। ଜରୁରୀ ପରିସ୍ଥିତି ସମୟରେ ସରକାର ଏପରି କ୍ଷମତାର ଅଧିକାରୀ ହୋଇପାରିବେ। ଆଜି ଲୋକସଭାରେ କେନ୍ଦ୍ରମନ୍ତ୍ରୀ…

ଅନଲାଇନରେ ପାଣ୍ଠି ମାଗିବା ଅଭିଯାନ ଆରମ୍ଭ କଲା କଂଗ୍ରେସ

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଏଥିପାଇଁ ଦଳ ପକ୍ଷରୁ ଆଜି ଠାରୁ ବଧିବଦ୍ଧ ଭାବେ ପାଣ୍ଠି ସଂଗ୍ରହ ଆରମ୍ଭ କରାଯାଇଛି। ଦେଶ ପାଇଁ ଦାନ ଅଭିଯାନ ନାଁରେ କଂଗ୍ରେସ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିବ। ଆଜି ଏହି କାର୍ଯ୍ୟକ୍ରମକୁ…

ଧୋଇଗଲା ରେଲଓ୍ୱେ ଟ୍ରାକ୍, ଫସିଲେ ୫୦୦ ଯାତ୍ରୀ

ପ୍ରବଳ ବର୍ଷା। ଜୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ ଚାରିଆଡେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛ। ତାମିଲନାଡୁର ଦକ୍ଷିଣ ଭାଗରେ…

ଜେଲ୍‌ ଭିତରେ ଆଖି ବୁଜିଲା ଅଭିଯୁକ୍ତ ନଫିସ ବିରିୟାନୀ

ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ପ୍ରୟାଗ ରାଜ ଉମେଶ ପାଲ୍‌ ହତ୍ୟାକାଣ୍ଡ ମାମଲାର ଆଉ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଏହି ହତ୍ୟାକାଣ୍ଡ ମାମଲାରେ ସାମିଲ ଥିବା ନଫିସ ବିରିୟାନୀ ଜେଲ୍‌ ଭିତରେ ଆଖି ବୁଜିଛି। ସେ ମାଫିଆ ଅତିକ ଅହମ୍ମଦର ଅତି ଘନିଷ୍ଠ ଥିଲା। ସୂଚନା…

କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲେ ASI ଟିମ୍…

କୋର୍ଟରେ ଦାଖଲ ହେଲା ଜ୍ଞାନବ୍ୟାପୀ ମସଜିଦ ସର୍ଭେ ରିପୋର୍ଟ। ଏଏସଆଇ ଟିମ୍ ଆଜି ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲା କୋର୍ଟ ବିଚାରପତିଙ୍କ ନିକଟରେ ମସଜିଦ କମ୍ପ୍ଲେକ୍ସର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର…

ଏହି ଛାତ୍ରମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଡାଟିଆ ଗୁଣ୍ଡା: ରାଜ୍ୟପାଳ ଆରିଫ ଖାନ…

ନୂଆଦିଲ୍ଲୀ: କେରଳରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) କର୍ମୀଙ୍କ ବିରୋଧ ସତ୍ତ୍ୱେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କାଲିକଟ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ…

ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ ଚିଦାମ୍ବରମ୍ ଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ​​ଦଳର ପରାଜୟକୁ ନେଇ କଂଗ୍ରେସ ନେତା ଆଲୋଚନା…

ଗୁଳି କରି ହତ୍ୟା ପରେ ପୂଜାରୀଙ୍କ ଆଖି ତାଡ଼ି ନେଲେ…

ପୂଜାରୀଙ୍କୁ ଗୁଳି କରି ହତ୍ୟା କଲେ। ପରେ ଦୁଇ ଆଖି ତାଡି ନେଲେ। କେବଳ ସେତିକି ନୁହେଁ ମୃତଦେହକୁ ବୁଦା ମୂଳେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ।ପୂଜାରୀଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଛନ୍ତି। ଏଥିରେ…