Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୧୯ରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ
୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି ଚର୍ଚ୍ଚାରେ ଇଣ୍ଡିଆ ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ବୈଠକ ଚଳିତ ମାସରେ ବସିବ।
ଏହି ସମୟରେ ସିଟ ଶେୟାରିଂ…
ନାବାଳିକା ଘରୋଇ ସହାୟିକାଙ୍କୁ ଅକଥନୀୟ ନିର୍ଯାତନା…
ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସେ ଯେଉଁ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ, ସେଠାରେ ତାଙ୍କ ସହ ଘଟିଛି ଭୟଙ୍କର କାଣ୍ତ। ଘରର ମାଲିକାଣୀ ଓ ତାଙ୍କର ଦୁଇ ପୁଅ ନିର୍ଯାତନାର ସବୁ ସୀମା ପାର କରି ଯାଇଛନ୍ତି।
ମହିଳା…
ଭବିଷ୍ୟତରେ ବିଜେପିରେ ଧୀରଜ ସାହୁ ସାମିଲ ହେଲେ କ୍ଲିନଚିଟ ଦେବ ନାହିଁ: ସାଂସଦ ପ୍ରିୟଙ୍କା ଚତୁର୍ବେଦୀ
ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଭାଇଙ୍କ ଘରୁ ଆୟକର ବିଭାଗ ଚଢ଼ାଉ କରି ୨୦୦ କୋଟିରୁ ଅଧିକ ଟଙ୍କା ଜବତ କରିଛି | ଆଉ ଏହାକୁ ନେଇ ରାଜନୀତି ଜୋର ଧରିଛି | ବିଜେପି କଂଗ୍ରେସକୁ କଡା ଟାର୍ଗେଟ କରିଥିବାବେଳେ ଏବେ ଶିବସେନା(ୟୁବିଟି) ମଧ୍ୟ…
ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ…
ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାୟପୁରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ଉପରେ ବାଜିଛି ମୋହର। ତାଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ…
ଖାଇକୁ ଖସିଲା କାର୍, ଚାଲିଗଲା ୪ କଲେଜ ଶିକ୍ଷାର୍ଥୀଙ୍କ ଜୀବନ…
କଲେଜରେ ପାଠପଢ଼ୁଥିବା ୪ ଜଣ ଶିକ୍ଷାର୍ଥୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରା ଉପକଣ୍ଠ ନିକଟରେ ଶିକ୍ଷାର୍ଥୀମାନେ ଯାଉଥିବା କାର ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିବାରୁ ଏତେ ବଡ଼ ଘଟଣା ଘଟିଛି।
୨ ଜଣ ଛାତ୍ର ସେମାନଙ୍କର ଦୁଇ ବନ୍ଧୁଙ୍କୁ ବେଙ୍ଗାଲୁରୁରୁ…
ଛତିଶଗଡ଼ରେ ରହିବେ ୨ ଜଣ ଉପ ମୁଖ୍ୟମନ୍ତ୍ରୀ, ରମଣ ସିଂହ ହେବେ ବାଚସ୍ପତି
ରେଜଲ୍ଟ ବାହାରିବାର ପ୍ରାୟ ସପ୍ତାହ ଧରି କସରତ କରିବା ପରେ ବିଜେପି ଶେଷରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଆଦିବାସୀ ନେତା ବିଷ୍ଣୁଦେଓ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳ ବିଶ୍ୱଭୂଷଣ…
ହସ୍ପିଟାଲରେ ଥିବା କେସିଆରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ମୁଖ୍ୟ କେସିଆରଙ୍କୁ ଭେଟିଛନ୍ତି। କେସିଆର ବର୍ତ୍ତମାନ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ପାଇଁ…
ଆତତାୟୀମାନେ ଦଣ୍ଡାଦେଶ ପାଇବା ପରେ ହେଲା ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍ଙ୍କ ବାପାଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଟେଲିଭିଜନ୍ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍ଙ୍କ ହତ୍ୟାକାରୀମାନେ ଆଜୀବନ କାରାଦଣ୍ଡାଦେଶ ପାଇବାର ଦିନ କେଇଟା ପରେ ତାଙ୍କ ବାପା ଏମ୍. କେ. ବିଶ୍ବନାଥନ୍ଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଛି।
ନଭେମ୍ବର ୨୫ ତାରିଖ ଦିନ ସୌମ୍ୟାଙ୍କୁ ହତ୍ୟା…
ଟଙ୍କା ଦିଅ ନଚେତ ଅଫିସ ଖାଲି କରିବାକୁ ପଡିବ: କେନ୍ଦ୍ରକୁ ଟାର୍ଗେଟ କଲେ ମମତା ବାନାର୍ଜୀ…
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପି ନେତୃତ୍ୱାଧୀନ ମୋଦୀ ସରକାର ଉପରେ ତୀବ୍ର ଆକ୍ରମଣ କରି ଦାବି କରିଛନ୍ତି ଯେ ରାଜ୍ୟ ପାଇବାକୁ ଥିବା ଟଙ୍କା କେନ୍ଦ୍ର ଦେଉନାହିଁ। ମମତା ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗ କେନ୍ଦ୍ରଠାରୁ ୧.୧୫ ଲକ୍ଷ କୋଟି ଟଙ୍କା ପାଇବାକୁ!-->…
ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟଙ୍କ ହତ୍ୟା ଘଟଣାରେ ୨ ଶୁଟରଙ୍କ ସମେତ ୪ ଗିରଫ…
ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ତିନି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଟିମ୍। ସେମାନଙ୍କୁ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି। ଏହି ଘଟଣାରା ପୂର୍ବରୁ…