Browsing Category

ଦେଶ

ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ: ଅମିତ ଶାହା…

ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବଡ଼ ବୟାନ ଦେଇଛନ୍ତି। ସିଏଏ ଦୀର୍ଘ ଦିନରୁ ସଂସଦରେ ପାରିତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଲାଗୁ କରି ପାରି ନାହାନ୍ତି। ତେବେ ଆଜି ଅମିତ ଶାହ କହିଛନ୍ତି ଯେ କେନ୍ଦ୍ର ସରକାର ସିଏଏ…

ଆପକୁ ସୁପ୍ରିମକୋର୍ଟ ଝଟକା, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା…

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କୁ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିବାରୁ ଏହାକୁ ଆପ୍ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ ହେଁ ମୁଖ୍ୟ ଶାସନ…

‘ଚିନୁକ୍‌’ରେ ଏମ୍ସ ଗଲେ ଉଦ୍ଧାର ୪୧ ଶ୍ରମିକ

ଋଷିକେଶ ଗଲେ ଉତ୍ତରକାଶୀର ଟନେଲ ରୁ ଉଦ୍ଧାର ହୋଇଥିବା ୪୧ ଶ୍ରମିକ। ବାୟୁସେନାର ସ୍ୱତନ୍ତ୍ର ବିମାନ ‘ଚିନୁକ୍‌’ରେ ଏମାନଙ୍କୁ ଏୟାରଲିଫ୍ଟ କରାଯାଇ ଋଷିକେଶର ଏମ୍ସରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ସମସ୍ତ ଶ୍ରମିକଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲରେ ରଖାଯାଇଥିଲା।…

ମସଜିଦରେ ବ୍ୟାନ୍‌ ହେବନି ଲାଉଡସ୍ପିକର୍‌…

ମସ୍‌ଜିଦରେ ବ୍ୟାନ୍‌ ହେବନି ଲାଉଡସ୍ପିକର୍‌। ଆଜାନ ପାଇଁ ମସ୍‌ଜିଦରେ ବ୍ୟବହାର ହେଉଥିବା ଲାଉଡସ୍ପିକର ଉପରେ ଲାଗିବନି କୌଣସି ପ୍ରତିବନ୍ଧକ। ଆଜି ଏଭଳି କିଛି ରାୟ ଶୁଣାଇଛନ୍ତି ଗୁଜରାଟ ହାଇକୋର୍ଟ। ଗୁଜରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର ଉପରେ…

ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ, ୭ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର…

ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ। ପିଲା ଓ ଅଧକାଂଶ ଯୁବପିଢ଼ିକୁ ଶିକାର କରୁଛି ଏହି ରହସ୍ୟମୟୀ ଜ୍ୱର ଓ ନିମୋନିଆ। ଚୀନ୍‌ରେ ହୁ ହୁ ବଢ଼ି ଚାଲିଛି ଶ୍ୱାସକ୍ରିୟାରେ ସଂକ୍ରମଣ ହୋଇଥିବା ରୋଗୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆଲର୍ଟ ମୁଡ୍‌କୁ ଆସିଛନ୍ତି କେନ୍ଦ୍ର ସରକାର।…

ଶ୍ରମିକଙ୍କ ଉଦ୍ଧାର ପାଇଁ ଦେଶ ପ୍ରାର୍ଥନା କରୁଥିବା ବେଳେ ‘ପରିବାର’ ନାଚୁଥିଲା : ହିମନ୍ତ ବିଶ୍ୱ ଶର୍ମା…

ସରିଲା ଉତ୍ତରକାଶୀ ସୁଡଙ୍ଗରୁ ଉଦ୍ଧାର କାର୍ଯ୍ୟ, ଆରମ୍ଭ ହେଲା ରାଜନୈତିକ ବୟାନବାଜି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ଭିଡିଓରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ରାଜନୈତିକ ଗୀତରେ ନାଚୁଥିବାର ଦୃଶ୍ୟକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି।…

ଆଉ ୫ ବର୍ଷ ମିଳିବ ମାଗଣା ଖାଦ୍ୟଶସ୍ୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୪…

ଟନେଲ ଭିତରେ କିପରି କାଟିଲେ ୧୭ ଦିନ..? ମୋଦିଙ୍କୁ କହିଲେ ମନର କଥା

ଉତ୍ତରକାଶୀର ସିଲ୍କାୟାରରେ ନିର୍ମାଣାଧୀନ ଟନେଲ ଭୁଶିଡ଼ିବା ପରେ ସେଠାରେ ଫଶି ଥିବା ୪୧ ଶ୍ରମିକ ମଙ୍ଗଳବାର ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଦୀର୍ଘ ୧୭ ଦିନ ପରେ ଟନେଲ ଭିତରୁ ଏମାନେ ବାହାରିଛନ୍ତି। ତେବେ ସୁଢ଼ଙ୍ଗ ଭିତରୁ ବାହାରି ବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସିଲିଣ୍ଡର ଫାଟି ଭୁଶୁଡ଼ି ପଡ଼ିଲା ୫ ଘର

ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ଦେଖୁ ଦେଖୁ ଭୁଶୁଡ଼ି ପଡିଲା ୫ ଘର। ଅନେକ ଲୋକେ ଭଗ୍ନାଂଶ ତଳେ ଦବି ରହିଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଆଜି ସକାଳୁ ମମ୍ବାଇର ଚେମ୍ବୁର ସ୍ଥିତ କ୍ୟାମ୍ପ ଅଞ୍ଚଳରେ…

ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରୁ ବାହାରିଲେ ସମସ୍ତ ୪୧ ଶ୍ରମିକ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦେଶବାସୀଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ୍ । ଭଗବାନ ଓ ବିଜ୍ଞାନର କରାମତିରେ ଜିତିପାରିଛି ଜୀବନ । ଶେଷରେ ଅନ୍ଧାର ଗମ୍ଭୀରା ଟନେଲ ଭିତରୁ ବାହାରିଛନ୍ତି ଶ୍ରମିକମାନେ । ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଏବେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ ।…