Browsing Category

ଦେଶ

ମାଇକ୍ରୋସଫ୍ଟରେ ଯୋଗ ଦେଲେ ସାମ୍‌ ଅଲ୍ଟମ୍ୟାନ୍‌

ମାଇକ୍ରୋସଫ୍ଟରେ ଯୋଗ ଦେଲେ ଚାଟ୍‌ ଜିପିଟିର ପୂର୍ବତନ ସିଇଓ ସାମ୍‌ ଅଲ୍ଟମ୍ୟାନ୍‌। ଚାଟ୍‌ ଜିପିଟିରୁ ବହିଷ୍କୃତ ହେବାପରେ ତାଙ୍କ ଭବିଷ୍ୟତକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା। ସେ ପୁଣି ଥରେ ଓପନ୍‌ ଏଆଇକୁ ଫେରିବା ନେଇ ମଧ୍ୟ ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ…

ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଆଶ୍ୱସ୍ତି, ନିୟମିତ ଜାମିନ୍‌ ପ୍ରଦାନ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ…

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ୍‌। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ରିପୋର୍ଟ ମୁତାବକ, ନାଇଡୁ ନଭେମ୍ବର ୨୮…

ନଡ଼ା ଜାଳିବାକୁ ମନା କରାଯିବା ସତ୍ତ୍ୱେ ବି ଜଳିଲା ନଡ଼ା, ବର୍ଷିଲେ NGT…

ଦିନକୁ ଦିନ ବଢ଼ି ଚାଲିଛି ପ୍ରଦୂଷଣ। ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ସହରକୁ ବିଷାକ୍ତ ବାୟୁ ଢ଼ାଙ୍କି ରହିଛି। ନଡା ଜାଳିବା ଯୋଗୁ ଏହି ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି। ତେଣୁ ସରକାର ଏହି ନଡ଼ା ଜାଳିବା ଉପରେ ବ୍ୟାନ୍‌ ଲଗାଇଛନ୍ତି। ତେବେ ନିର୍ଦ୍ଦେଶକୁ…

ଛଟ୍‌ ପୂଜା ସାରି ଫେରୁଥିବା ବେଳେ ଗୁଳିମାଡ଼, ୨ ମୃତ…

ବିହାର: ପ୍ରେମ ସମ୍ପର୍କକୁ ନେଇ ବିହାରର ଲଖିସରାୟ ଜିଲ୍ଲାରେ ଗୁଳିକାଣ୍ଡ। ଏଠାରେ ଛଟ୍‌ ପୂଜା ସାରି ଫେରୁଥିବା ବେଳେ ଏକ ପରିବାର ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ପରିବାରର ୬ ସଦସ୍ୟଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା…

ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ୩ ମୃତ, ୧୦ ଆହତ

ନିର୍ମାଣାଧୀନ ଷ୍ଟାଡିୟମ କାନ୍ଥ ଭୁଶୁଡି ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି। ତେଲେଙ୍ଗାନାରେ ଆଜି ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ରଙ୍ଗା ରେଡ୍ଡୀ ଜିଲ୍ଲା ମୋଇନାବାଦ ଗ୍ରାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଉଥିଲା। ଆଜି ହଠାତ୍…

ମଝି ଆକାଶରେ ଏୟାର ହଷ୍ଟେସଙ୍କୁ ଅସଦାଚରଣ, ମଦ୍ୟପ ଯୁବକଙ୍କୁ ଗିରଫ କରିବା ପରେ ମିଳିଲା ଜାମିନ…

ବିମାନରେ ଏୟାର ହଷ୍ଟେସଙ୍କୁ ମଝି ଆକାଶରେ ଅସଦାରଚରଣ । ଇଣ୍ଡିଗୋ ବିମାନ 6E556 ଜୟପୁରରୁ ବେଙ୍ଗାଲୁରୁ ଆସିବା ବେଳେ ଏଭଳି ଘଟଣା ଘଟିଥିଲା । ବିମାନରେ ୩୩ ବର୍ଷୀୟ ମଦ୍ୟପ ଯୁବକ ଏୟାର ହଷ୍ଟେସଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଜାମିନ ମଧ୍ୟ…

ଉତ୍ତରକାଶୀରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ଯିବ ରୋବର୍ଟ…!

ବିତିଗଲାଣି ୯ ଦିନ । ତଥାପି ସରୁନି ଉଦ୍ଧାର କାର୍ଯ୍ୟ । ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ପାଇଁ ଆଜି ନବମ ଦିନ । ସେହି ଦିନଠାରୁ ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି, ଯଦିଓ ଏପର୍ଯ୍ୟନ୍ତ କୌଣସି ଶ୍ରମିକ ଉଦ୍ଧାର ହୋଇ…

ବିଶାଖାପାଟନମ ଫିସିଂ ହାର୍ବରରେ ଅଗ୍ନିକାଣ୍ଡ, ଜଳିଗଲା ୨୫ ଡଙ୍ଗା

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ସହରରେ ଥିବା ଫିସିଂ ହାର୍ବରରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଲାଗିବା ଯୋଗୁଁ ବନ୍ଦରରେ ଥିବା ୨୫ ଟି ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଯାହା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଛି ।…

ବିଶ୍ୱକପ ଫାଇନାଲରେ ହାରିବା ପରେ ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ଡ୍ରେସିଂ ରୁମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ସାମି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମୋଦି ସାମିଙ୍କ ଆଲିଙ୍ଗନ କରିଛନ୍ତି । ଏହା ବିଶ୍ୱକପ ଫାଇନାଲ ହାରିବା ପରେ ପ୍ରଧାନମନ୍ତ୍ରୀ ଟିମର ଡ୍ରେସିଂ ରୁମକୁ ଯାଇଥିବା ବେଳର ଫଟୋ ବୋଲି…

ମୁଁ ତୁମମାନଙ୍କ କଷ୍ଟ କଳ୍ପନା କରିପାରୁଛି, ଖେଳାଳିଙ୍କ ମନୋବଳ ବଢାଇଲେ ସଚିନ ତେନ୍ଦୁଲକର

ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ସଚିନ ତେନ୍ଦୁଲକରଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟିମ୍‌ ଖେଳାଳିଙ୍କ ମନୋବଳ ବଢାଇଛନ୍ତି । ଫାଇନାଲରେ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିବା ପରେ ଖେଳାଳିଙ୍କ…