Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପାଲେଷ୍ଟାଇନ୍କୁ ଦ୍ବିତୀୟ ବ୍ୟାଚ୍ ସହାୟତା ପଠାଇଲା ଭାରତ
ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ରତର ହେଉଥିବା ବେଳେ ଆଜି ଭାରତ ପାଲେଷ୍ଟାଇନ୍କୁ ଦ୍ବିତୀୟ ବ୍ୟାଚ୍ ସହାୟତା ପଠାଇଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ‘ଏକ୍ସ୍’ ପୋଷ୍ଟ୍ରୁ ଜଣାପଡ଼ିଛି।…
TCS ଅଫିସକୁ ମିଳିଲା ବୋମା ଧମକ, ବନ୍ଧା ହେଲେ ପୂର୍ବତନ କର୍ମଚାରୀ…
ନୂଆଦିଲ୍ଲୀ : କମ୍ପାନୀ ଚାକିରିରୁ ଛଟେଇ କରି ଦେଇଥିବା ବେଳେ ପୁଣି ଥରେସୁଯୋଗ ଦେବାକୁ ମନା କରିଦେଲା। ଏଥିରେ ଉତ୍ତ୍ୟକ୍ତ ହୋଇଗଲେ ମହିଳା କର୍ମଚାରୀ। ଆଉ ପାନେ ଦେବାକୁ ରଚିଲେ ପ୍ଲାନ୍। ଏପରିକି ଅନ୍ୟ ଏକ ନମ୍ବରରୁ ଫୋନ୍ କରି କମ୍ପାନୀରେ ବୋମା ଥିବା ସୂଚନା ଦେଲେ।…
‘ଡିପ୍ଫେକ୍’ ଭିଡିଓକୁ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା
ନୂଆଦିଲ୍ଳୀ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ପରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, କାଜୋଲଙ୍କର ‘ଡିପ୍ଫେକ୍’ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ପ୍ରସଂଗକୁ ନେଇ ଏବେ…
ନକଲି ଭିଡ଼ିଓ ପ୍ରସ୍ତୁତିରେ ଏଆଇର ଦୁରୂପଯୋଗ ପରେ ଓପନଏଆଇରେ ଇସ୍ତଫା ଝଡ଼…
ନୂଆଦିଲ୍ଲୀ: ‘ଚାଟ୍ଜିପିଟି’ର ‘ସିଇଓ’ ସାମ୍ ଅଲ୍ଟ୍ମ୍ୟାନ୍ଙ୍କୁ ତା’ର ମୂଳ କମ୍ପାନି ‘ଓପେନ୍ଏଆଇ’ ଶୁକ୍ରବାର ଦିନ ବହିଷ୍କାର କରିବା ପରେ ଆଜି ‘ଓପେନ୍ଏଆଇ’ର ସହ-ସଂସ୍ଥାପକ ତଥା ଅଧ୍ୟକ୍ଷ ଗ୍ରେଗ୍ ବ୍ରୋକ୍ମ୍ୟାନ୍ ଇସ୍ତଫା ଦେଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ…
‘ବିଜେପି’ ଭାରତୀୟ କ୍ରିକେଟ୍କୁ ଗୈରିକ ରଙ୍ଗ କରିଛି: ମମତା ବାନାର୍ଜୀ
କୋଲ୍କାତା: ‘ବିଜେପି’ ସବୁ କିଛି ଗୈରିକ ରଙ୍ଗ କରି ପକାଉଛି ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ୍ ଟିମ୍ର ‘ପ୍ରାକ୍ଟିସ୍’ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି।
କେନ୍ଦ୍ରୀୟ କୋଲ୍କାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ…
ଆଦିତ୍ୟ ଠାକରେଙ୍କ ନାଁରେ ମାମଲା ରୁଜୁ, ଆସିଲା ସାଂଘାତିକ ଅଭିଯୋଗ…
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାଁରେ ରୁଜୁ ହେଲା ମାମଲା। କେବଳ ଆଦିତ୍ୟ ଠାକରେ ନୁହନ୍ତି, ସୁନୀଲ ସିନ୍ଦେ, ସଚିନ ଅହିରଙ୍କ ବିରୋଧରେ ବି ରୁଜୁ ହୋଇଛି ମାମଲା। ବିଏମସି ଅନୁମତି ବିନା ଏକ ବ୍ରିଜ ଉଦ୍ଘାଟନ…
ଅପହୃତ ମହିଳାଙ୍କ ମୃତଦେହ ଡାକ୍ତରଖାନା ସୁଡ଼ଙ୍ଗରୁ ଉଦ୍ଧାର…
ଜେରୁଜେଲମ: ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ଶିଫାରେ ଇସ୍ରାଏଲ ସେନାର ତଲାସୀ ଅଭିଯାନ ବ୍ୟାପକ ହୋଇଛି। ଅନ୍ୟପକ୍ଷରେ ଗତରାତିରେ ଆଇସିୟୁରେ ଥିବା ସମସ୍ତ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ହସ୍ପିଟାଲକୁ ବିଦ୍ୟୁତ, ପାଣି…
ହିମାଚଳ ଉଷ୍ଣପ୍ରସ୍ରବଣରୁ ମିଳିଲା ରୁଷୀୟ ପୁରୁଷ ଓ ଯୁବତୀଙ୍କ ନଗ୍ନ ଶବ…
କୁଲ୍ଲୁ: ଗୁରୁବାର ସନ୍ଧ୍ୟା ବେଳେ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଅନ୍ତର୍ଗତ ପାର୍ବତୀ ଉପତ୍ୟକାରୁ ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ ଶୁକ୍ରବାର ଦିନ କହିଛି।
ମଣିକର୍ଣ୍ଣଠାରୁ ୨ କିଲୋମିଟର୍ ଦୂର ତେଗ୍ରିରେ ଥିବା ଉଷ୍ଣପ୍ରସ୍ରବଣରେ…
ଆଣ୍ଟାର୍କଟିକାର ବରଫ ରନ୍ୱେ ଉପରେ ଓହ୍ଲାଇଲା ବୋଇଙ୍ଗ୍ ୭୮୭ ବିମାନ…
ଆଣ୍ଟାର୍କଟିକା: ବୁଧବାର ଅପରାହ୍ଣ ୨ଟାରେ ଆଣ୍ଟାର୍କଟିକାର ବରଫ ରନ୍ୱେ ଉପରେ ଏକ ବୋଇଙ୍ଗ୍ ୭୮୭ ବିମାନ ସ୍ମରଣୀୟ ଅବତରଣ କରିଥିବା କଥା ‘ସିଏନ୍ଏନ୍’ ରିପୋର୍ଟ କରିଛି।
ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ…
ବିଶ୍ବକପର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଅହମଦାବାଦ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆସନ୍ତାକାଲି ଅହମଦାବାଦରେ ‘ଆଇସିସି ବିଶ୍ବକପ୍ ୨୦୨୩’ର ଫାଇନାଲ୍ ମ୍ୟାଚ ଖେଳାଯିବ। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ଯିବେ ବୋଲି ଜଣାପଡ଼ିଛି। ଗୁଜରାଟର…