Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଦାଲତଙ୍କ ନୋଟିସ୍ ପରେ ଭୁଲ ସ୍ବୀକାର କଲା ଏସବିଆଇ…
ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ଋଣ ପୈଠ କରି ନଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରି ଦେଇଛନ୍ତି। କାରଣ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ମାମଲା ଚାଲିଥିଲା ତାଙ୍କର ମୃତ୍ୟୁ…
ଘରୋଇ କ୍ଷେତ୍ରରେ ହରିୟାଣା ଲୋକଙ୍କୁ ୭୫% ସଂରକ୍ଷଣ ଅସମ୍ବିଧାନିକ : ହାଇକୋର୍ଟ…
ଚଣ୍ଡିଗଡ଼: ହରିୟାଣାର ଘରୋଇ କ୍ଷେତ୍ରରେ ରାଜ୍ୟବାସୀଙ୍କ ପାଇଁ ୭୫% ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ହରିୟାଣା ସରକାରଙ୍କ ଏହି ଆଇନକୁ ନେଇ ଶିଳ୍ପ ମାଲିକମାନେ ପ୍ରଶ୍ନ ଉଠାଇବା ପରେ ଜଷ୍ଟିସ୍ ଜିଏସ୍ ସାନ୍ଧଓ୍ଵାଲିଆ ଓ ଜଷ୍ଟିସ୍ ହରପ୍ରୀତ କୌର ଜୀବନଙ୍କୁ…
ପୁଣି ଅଶାନ୍ତ ହେଲା ନୁହ; ମଦ୍ରାସା ଛାତ ଉପରୁ ମହିଳାଙ୍କୁ ପଥର ମାଡ଼…
ପୁଣି ଅଶାନ୍ତ ହୋଇ ଉଠିଛି ହରିୟାଣାର ନୁହ ଜିଲ୍ଲା । ଗତକାଲି ରାତିରେ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ ମୁଣ୍ଡ ଟେକିଛି ସାମ୍ପ୍ରଦାୟିକ ହିଂସା । ଦୁଇ ଗୋଷ୍ଠୀ ମୁହାଁମୁହିଁ…
ଯେଉଁ ସ୍କୁଲରେ କେସିଆର ପଢିଥିଲେ ତାହାକୁ କଂଗ୍ରେସ ନିର୍ମାଣ କରିଥିଲା: ରାହୁଲ
ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ଏବେ କଂଗ୍ରେସ, ବିଆରଏସ ଓ କଂଗ୍ରେସ ମଧ୍ୟରେ ଜୋରଦାର ବୟାନବାଜି ଜାରି ରହିଛି | ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ଆକ୍ରମଣ କରି…
ଧମତରିରେ CRPF ଓ DRG ର ଟିମ୍ ଉପରକୁ ନକ୍ସଲ ହାମଲା…
ଛତିଶଗଡ଼ରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ହୋଇଛି ନକ୍ସଲି ହାମଲା। ଧମତରିରେ CRPF ଓ DRG ର ଟିମ୍ ଉପରକୁ ହୋଇଛି ନକ୍ସଲି ହାମଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
ଆଜି ଛତିଶଗଡ଼ରେ ନିର୍ବାଚନ ହେଉଥିବା ବେଳେ ଗତକାଲି…
ରାଗିଗଲେ ପ୍ରେମିକ, ବ୍ରେକ୍ଅପ୍ ପାଇଁ କାଟିଦେଲେ ପ୍ରେମିକାର ବେକ…
କଲେଜରେ ମନ ମିଶିଲା, ଆରମ୍ଭ ହେଲା ପ୍ରେମ । ହେଲେ ବେଶି ଦିନ ତିଷ୍ଠି ପାରିଲାନି ଏହି ମଧୁର ସମ୍ପର୍କ। ଆଉ ଖୁବ୍ କମ୍ ଦିନରେ ବ୍ରେକ୍ଅପ୍ ବି ହୋଇଗଲା। ମାତ୍ର ଏହାକୁ ପ୍ରେମିକଜଣକ ସହଜେ ଗ୍ରହଣ କରି ପାରିଲେନି। ପ୍ରତିଶୋଧ ନେବାକୁ ଯାଇ ଜୀବନଠୁ ଅଧିକ ଭଲ ପାଉଥିବା…
ସାଇବର ଠକଙ୍କ ଜାଲରେ ଆଇପିଏସ ଅଫିସରଙ୍କ ପତ୍ନୀ, ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟ୍
ଆଇପିଏସ୍ ଅଧିକାରୀଙ୍କ ପତ୍ନୀ ଖାଇଗଲେ ଧୋକା। ଆକାଉଣ୍ଟରେ କଳାକନା ବୁଲାଇଦେଲେ ସାଇବର ଠକ । କେବଳ ଆଇପିଏସ୍ ଅଧିକାରୀଙ୍କ ପତ୍ନୀ ନୁହନ୍ତି, ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ବି ଗାଏବ ହୋଇଗଲା ଟଙ୍କା । ସାଇବର ଲୁଟେରା ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି…
ଖସିଲା ଗ୍ୟାସ୍ ଦର…
ଦୀପାବଳି ପୂର୍ବରୁ କମର୍ସିଆଲ ଗ୍ୟାସ୍ ଉପଭୋକ୍ତାଙ୍କୁ ଶକ୍ତ ଝଟକା ମିଳିଥିବା ବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ୧୫ ଦିନ ତଳେ ଅୟଲ କମ୍ପାନୀ ଦ୍ୱାରା ଲାଗୁ ହୋଇଥିବା ନୂଆ ଦର ଏବେ କମିଥିବା ବେଳେ ତାହା କିନ୍ତୁ ଗ୍ରାହକଙ୍କୁ ଏହା ବେଶି ଖୁସି କରି ପାରିନି। କାରଣ…
ନଦୀରେ ମାଳ ମାଳ କୁମ୍ଭୀର; ଚିନ୍ତାରେ ଛଟ୍ ବ୍ରତଧାରୀ
ଆଜିଠୁ ଆରମ୍ଭ ହେଉଛି ଛଟ୍ ପୂଜା ପର୍ବ। ଏହାକୁ ନେଇ ବ୍ରତଧାରୀମାନେ ଖୁବ୍ ଉତ୍ସାହିତ ଥିବା ବେଳେ ସେମାନଙ୍କ ଟେନସନ୍ ବଢ଼ାଇଇନ୍ତି କୁମ୍ଭୀର । ଛଟ୍ ବ୍ରତଧାରୀ ସକାଳୁ ଅର୍ଘ୍ୟ ଅର୍ପଣ କରିବାକୁ ନଦୀକୁ ଯାଉଥିବା ବେଳେ ସେଠାରେ ବୁଲୁଛନ୍ତି ମାଳ ମାଳ କୁମ୍ଭୀର। ଫଳରେ…
ଭୋଟ ପୂର୍ବରୁ କଂଗ୍ରେସ-ବିଜେପି ମୁହାଁମୁହିଁ; ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୁଲିସ୍…
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟିଂ ହେଉଛି। ମାତ୍ର ମତଦାନ ଆରମ୍ଭ ହେବା ପୂର୍ବରୁ ହିଁ ଇନ୍ଦୋରର ରାଓ ବିଧାନସଭା କ୍ଷେତ୍ର ପାଲଟିଛି ରଣକ୍ଷେତ୍ର। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି କର୍ମୀ। ସ୍ଥିତି ଅଣାୟତ୍ତ ହେବାରୁ ନିୟନ୍ତ୍ରଣ ଆଣିବାକୁ…