Browsing Category

ଦେଶ

ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ନିଆଁ, ଉଦ୍ଧାର କାର୍ଯ୍ୟ ଜାରି…

ନୂଆଦିଲ୍ଲୀ: ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସର ଏକ ବଗିରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବଗିଟି ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି…

ମନ୍ତ୍ରୀଙ୍କ ରୋମାଣ୍ଟିକ ଅଡିଓ ଭାଇରାଲ – ତୁମକୁ ଖୁବ୍‌ ଭଲ ପାଉଛି, ସ୍କୁଟି ଦେବି

‘ତୁମେ ମୋ’ ଲାଇଫ୍‌ । ତୁମ ବିନା ବଞ୍ଚିବା ଅସମ୍ଭବ । ତୁମକୁ କେବେ କି ଛାଡ଼ିବିନି। ତୁମର ସ୍କୁଟି ଦରକାର। ତୁମକୁ ମୁଁ ଦେବି ସ୍କୁଟି।’ ଜଣେ ମନ୍ତ୍ରୀଙ୍କ ଏପରି ରୋମାଣ୍ଟିକ ବାର୍ତ୍ତାଳାପର ଅଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ମନ୍ତ୍ରୀଜଣକ ହେଉଛନ୍ତି ମଧ୍ୟପ୍ରଦେଶର…

ପେଟ ଚିରି ୧୦ ବର୍ଷିୟ ବାଳକକୁ ମାରି ପକାଇଲେ ମାଙ୍କଡ଼ପଲ

ଗାନ୍ଧୀନଗର: ମଙ୍ଗଳବାର ଦିନ ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ସାଲ୍‌କି ଗାଁ’ରେ ପଲେ ମାଙ୍କଡ଼ ଜଣେ ୧୦ ବର୍ଷିୟ ବାଳକର ପେଟ ଚିରି ଅନ୍ତଃବୁଜୁଳା ବାହାର କରି ପକାଇବାରୁ ତା’ର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ବନ ଅଧିକାରୀମାନେ କହିଛନ୍ତି ଯେ, ଦେହଗାମ ତାଲୁକ…

କାର୍‌ ଭିତରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ, ତଦନ୍ତ ଜାରି

କାର୍‌ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି। ଏହି ମୃତଦେହଟି ଜଣେ ପୁରୁଷଙ୍କର। ପୁଲିସ ଓ ଫରେନ୍‌ସିକ୍‌ ଟିମ୍‌ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହ ଚିହ୍ନଟ ଉଦ୍ୟମ ଜାରି ରହିଛି। ଦିଲ୍ଲୀ ଗାଜିପୁରରୁ ସାମ୍ନାକୁ…

ଏଯାଏ ବାହାରି ନାହାନ୍ତି ୪୦ ଶ୍ରମିକ, ଲ୍ୟାଣ୍ଡସ୍ଲାଇଡ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ବିତି ସାରିଲାଣି ୭୦ ଘଣ୍ଟା। ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ଟନେଲ ଭିତରେ ଫସିଥିବା ୪୦ ଶ୍ରମିକଙ୍କୁ ଏଯାଏ ବାହାର କରିବା ସମ୍ଭବପର ହୋଇ ପାରିନି। ଏପରି ସ୍ଥିତିରେ ଟେନସନ ବଢ଼ାଇଛି ଲ୍ୟାଣ୍ଡସଲାଇଡ । ଉଦ୍ଧାର କାର୍ଯ୍ୟ ବେଳେ ମାଟି ଅତଡ଼ା ଖସିବାରୁ ଧିମା…

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପରଲୋକ

ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ।…

ହସ୍‌ପିଟାଲରେ ପଶି ପୁଲିସ ପରିଚୟରେ ଗୁଣ୍ଡାଗିରି: ୧୦ ଜଣଙ୍କ ବିରୋଧରେ ମାମଲା

କଟକ: ବଜ୍ରକବାଟୀରୋଡ୍‌ସ୍ଥିତ ସାର୍ପ ହସ୍‌ପିଟାଲର ଅନ୍ୟତମ ପ୍ରୋପ୍ରାଇଟର୍‌ ସନ୍ତୋଷ କୁମାର ମହାନ୍ତିଙ୍କୁ ଭୁବନେଶ୍ବର ମୈତ୍ରୀ ବିହାର ଥାନା ପୁଲିସ ପରିଚୟରେ କେତେକ ବ୍ୟକ୍ତି ବନ୍ଧୁକ ଦେଖାଇ ଧମକ ଦେଇଥିବା…

ମାଡ଼ିଗଲା ଲୁହାବୋଝେଇ ଟ୍ରକ୍, ଜଣଙ୍କର ଚାଲିଗଲା ଜୀବନ

ମହାକାଳପଡ଼ା: ପାରାଦୀପ-ଚଣ୍ଡିଖୋଲ ରାସ୍ତାର ଯଦୁପୁର ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଦୁଇ ଭାଇଙ୍କ ଉପରକୁ ମାଡ଼ିଗଲା ଲୁହାବୋଝେଇ ଟ୍ରକ୍। ଘଟଣାସ୍ଥଳରେ…

ସ୍ବ-ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’ କରାଇଲେ ‘ଡିଏମ୍‌କେ’ ସହଯୋଗୀ ଦଳର ନେତା…

ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍‌କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍‌ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି।…

ରାବିଡ଼ିଙ୍କ ନୁହେଁ, କଣ ତମ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି ? ଲାଲୁଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ…

ପାଟନା: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିଜର ଚିରାଚରିତ ମଜାଳିଆ ଢଙ୍ଗରେ ଟାର୍ଗେଟ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ କହିଛନ୍ତି ଯେ, ରାବିଡ଼ି ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ନ କରି କଣ ନିତ୍ୟାନନ୍ଦଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ…