Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଶୀତ ପୂର୍ବରୁ ବଢ଼ିଲା ପ୍ରଦୂଷଣ, ଲାଗିଲା କଟକଣା…
ନୂଆଦିଲ୍ଲୀ : ପୁଣି ବିଷ ବଳୟରେ ରାଜଧାନୀ। ଶୀତ ପୂର୍ବରୁ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତ ପଡିବା ପରେ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ। ଯୁଆଡେ ଦେଖିବ ଖାଲି ଧୂଆଁଳିଆ ଦେଖା ଯାଉଛି। ଚାରିଆଡେ ଧୂଆଁର ଚାଦର ଢ଼ାଙ୍କି ହେଲା ଭଳି ମନେ ହେଉଛି। ସକାଳୁ ଗାଡି ମଟର ଚଳାଚଳ କରିବା ବି ମୁସକିଲ ହୋଇଛି।…
ବିଧାୟକଙ୍କ ନିଲମ୍ବନ ବାତିଲ କଲା ବିଜେପି, ଦେଲା ଟିକେଟ୍
ପାଖେଇ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ଆସନ୍ତା ନଭେମ୍ବର ୩୦ ତାରିଖରେ ଏଥିପାଇଁ ପଡିବ ଭୋଟ। ତେବେ ଏହା ପୂର୍ବରୁ ବିଜେପି ତା’ର ପ୍ରର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ କରିଥିବା ବିଧାୟକ ଟି. ରାଜା ସିଂହଙ୍କ ନିଲମ୍ବନ…
ଗାଜାକୁ ସହାୟତା ପଠାଇଲା ଭାରତ…
ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ଦିନରୁ ଉର୍ଦ୍ଧ୍ୱ ହେଲାଣି ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଏବେ ଗାଜାକୁ ସହାୟତାର ହାତ ବଢ଼ାଇଛି ଭାରତ। ଗାଜାର ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପଠାଯାଇଛି ମାନବୀୟ ସହାୟତା।
ହାମାସ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟ ହେତୁ…
କ୍ରାଶ୍ ହେଲା ବିମାନ, ୨ ପାଇଲଟ୍ ଆହତ…
ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ମହାରାଷ୍ଟ୍ରର ପୁଣେରେ ଏକ ବିମାନ କ୍ରାଶ୍ ହୋଇଛି। ପ୍ରଶିକ୍ଷଣ ବେଳେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୁଣେ ଗ୍ରାମୀଣ ପୁଲିସ କହିଛି। ଏଥିରେ ଦୁଇ ଜଣ ପାଇଲଟ୍ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି…
ଭାରତରେ ଥିଲେ ମହୁଆ, ଦୁବିଇରେ ଲଗିନ୍ ହେଉଥିଲା ପାର୍ଲାମେଣ୍ଟାରୀ ଆଇଡି…
ନୂଆଦିଲ୍ଲୀ,୨୧।୧୦: ଟିଏମସି ଏମପି ମହୁଆ ମୋଇତ୍ର ଏବଂ ଭାଜପା ଏମପି ନିଶିକାନ୍ତ ଦୁବେଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମହୁଆଙ୍କୁ ନଗଦ ଟଙ୍କା ନେଇଥିବା ଅଭିଯୋଗ କରିବା ପରେ ନିଶିକାନ୍ତ ଦୁବେ ତାଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ…
କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ମାଡ଼ ମାରିଲେ ପରୀକ୍ଷାର୍ଥୀ…
ପାଟନା : ପରୀକ୍ଷା ହଲ୍ରେ ହାଇ ଭୋଲଟେଜ ଡ୍ରାମା। କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ପରୀକ୍ଷାର୍ଥୀ। ତାଙ୍କ ଡ୍ରେସ ଚିରି ଦେଲେ। କେବଳ ସେତିକି ନୁହେଁ ଅଟକାଇବାକୁ ଆସିଥିବା ଗାର୍ଡକୁ ମଧ୍ୟ ଚାପୁଡା ମାରିଲେ। ମହିଳା ପୁଲିସକର୍ମୀଙ୍କ ଠାରୁ ଛଡାଇ ନେଇଗଲେ ଲାଠି। ଏଭଳି…
ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ: ଦିଲ୍ଲୀ-ଗାଜିଆବାଦରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ। ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବତ୍ତର୍ନ ଆଣିବ ରାପିଡଏକ୍ସ ଟ୍ରେନ ‘ ନମୋ ଭାରତ ’ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଆଜି ଏହାର ଉଦଘାଟନ କରିଛନ୍ତି…
ରାହୁଲଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା କରିଥିବା ଆବେଦନକାରୀଙ୍କ ଉପରେ କୋର୍ଟ ଲଗାଇଲେ ଜରିମାନା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇଏଲ ବା ଜନସ୍ୱାର୍ଥ ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି | ସୁପ୍ରିମକୋର୍ଟ କେବଳ ଆବେଦନକୁ ଖାରଜ କରିନାହାନ୍ତି ବରଂ ଆବେଦନକାରୀଙ୍କ ଉପରେ ୧…
ବାଇଡେନଙ୍କ ପରେ ଇସ୍ରାଏଲରେ ଋଷି ସୁନକ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଯିବାର ଦିନକ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ୨ ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବା ସୁନକ…
ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ ସେନାର ପ୍ରତ୍ୟାକ୍ରମଣ
ଟେଲ୍ ଅଭିଭ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗତକାଲି ଟେଲ୍ ଅଭିଭରୁ ଆମେରିକା ଫେରିବା ପରେ ଇସ୍ରାଏଲ-ହମାସ୍ ଯୁଦ୍ଧ ତୀବ୍ର ରୂପ ନେଇଛି। ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଇସ୍ରାଏଲ ଉପରେ…