Browsing Category

ଦେଶ

ନୂଆ ଜାତିସଂଘ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନେଇ ଅସଙ୍ଗତି ଉପରେ ଭାରତର ଆପତ୍ତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନେଇ ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରରେ ଦେଖାଯାଇଥିବା ଅସଙ୍ଗତି ଉପରେ ଭାରତ ଆପତ୍ତି ଜଣାଇଛି। ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚିନ୍‌କୁ ଭାରତ ଓ ଚୀନ୍‌ର ନିଜ ନିଜ ଦାବି କରୁଥିବା ସୀମାରେଖା ମଧ୍ୟରେ ପୃଥକ୍ ଅଞ୍ଚଳ ଭାବେ

ଦେଶର ୭ଟି ରେଲୱେ ପ୍ରୋଜେକ୍ଟ ହେବ ଫୋର୍ ଲେନ୍, ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ହୋଇଥିବା କ୍ୟାବିନେଟ ମିଟିଂରେ ଭାରତୀୟ ରେଳବାଇକୁ ଆଧୁନିକ ଓ ଅଧିକ କ୍ଷମତାଶୀଳ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଦେଶର ୭ଟି ରେଲୱେ ପ୍ରୋଜେକ୍ଟକୁ ଫୋର୍

୨ ଦିନର ଚେଷ୍ଟା ବିଫଳ ! ଫେଲ ମାରିଲେ ଇଂଜିନିୟର୍ସ, ଟିକେ ବି ହଲିଲେନି ମହାବୀର

ଉଜ୍ଜୟିନୀ: ଧର୍ମ ଏବଂ ଆଧ୍ୟାତ୍ମିକତାର ନଗରୀ ଉଜ୍ଜୟିନୀରେ ସିଂହସ୍ଥ ୨୦୨୮ ମସିହାର ପ୍ରସ୍ତୁତି ପାଇଁ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ ଅଭିଯାନ ମଧ୍ୟରେ ଏକ ଅନନ୍ୟ ଏବଂ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଫେଲ ମାରିଲେ ଇଂଜିନିୟର୍ସ । କାମ କଲାନି ବଡ଼ ବଡ଼ ଜେବିସି ଓ କ୍ରେନ୍

ବନ୍ୟା ପରେ ନେପାଳରେ ଭୂକମ୍ପ ଝଟକା, ତୀବ୍ରତା ୫.୩

ନେପାଳ : ମଙ୍ଗଳବାରରେ ନେପାଳର ମୁସ୍ତାଙ୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୩ ଥିବା ରିକ୍ଟର ସ୍କେଲରେ ମପାଯାଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ​​ଏବଂ ଲୋକେ ଭୟରେ ଘରୁ ବାହାରକୁ ଦୌଡି ଆସିଥିଲେ । କିନ୍ତୁ କୌଣସି ବଡ଼ କ୍ଷୟକ୍ଷତି

BRICS ପୂର୍ବରୁ ହେବ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍‌ରେ ରହିବ Su-57 ଡିଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ BRICS ସମ୍ମିଳନୀ ପୂର୍ବରୁ ହେବ ଭାରତ-ରୁଷିଆର ଏକ ବଡ଼ ଆଲୋଚନା। ସେପ୍ଟେମ୍ବର ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସ୍କୋଭ ଏହାକୁ ନିଶ୍ଚିତ

ବ୍ରିଟେନରେ ATC ସିଷ୍ଟମରେ ତ୍ରୁଟି, ୧୦୦୦ରୁ ଅଧିକ ବିମାନ ପ୍ରଭାବିତ

ନୂଆଦିଲ୍ଲୀ : ବ୍ରିଟେନର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମରେ ବଡ଼ ଧରଣର ବୈଷୟିକ ତ୍ରୁଟି ଦେଖାଦେବା ପରେ ଦେଶର ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଦେଶରେ ପ୍ରାୟ ୧୦୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ଜଣାପଡିଛି । ଫଳରେ ବିମାନ ଯାତ୍ରା ପ୍ରଭାବିତ ହୋଇଛି । ବ୍ରିଟେନର ନ୍ୟାସନାଲ୍

ଅନଲୋଡ୍ ବେଳେ ଖସିପଡ଼ିଲା ଅକ୍ସିଜେନ୍ ସିଲିଣ୍ଡର, ବିସ୍ଫୋରଣ ଘଟି ଜଣେ ମୃତ, ୪ ଆହତ

ନୂଆଦିଲ୍ଲୀ:ଦକ୍ଷିଣ-ପୂର୍ବ ଦିଲ୍ଲୀର ଓଖଲା ଶିଳ୍ପାଞ୍ଚଳ (ଫେଜ୍-୧)ରେ ବୁଧବାର ସକାଳେ ଏକ ବଡ଼ ଧରଣର ଦୁଃଖଦ ଦୁର୍ଘଟଣା ଘଟିଛି। ଓଖଲା ଫେଜ୍-୧ ସ୍ଥିତ D-23 ଠାରେ ଥିବା ‘ଏସ୍‌ଏମ୍ ଟ୍ରେଡର୍ସ’ (SM Traders) ଗୋଦାମ ବାହାରେ ବ୍ୟବସାୟିକ ଅମ୍ଳଜାନ ସିଲିଣ୍ଡରଗୁଡ଼ିକ ଓହ୍ଲାଯାଉଥିବା ସମୟରେ,

BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ହାଇଆଲର୍ଟ, ବିଦେଶୀ ନେତା ଓ ପ୍ରତିନିଧିଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର…

ନୂଆଦିଲ୍ଲୀ: BRICS ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ ଦିଲ୍ଲୀ। ସହରର ପ୍ରମୁଖ ସ୍ଥାନଗୁଡ଼ିକ ଆଲୋକମାଳା ଓ ପୋଷ୍ଟରରେ ସଜିଥିବା ବେଳେ, ବିଶ୍ୱର ବଡ଼ ବଡ଼ ନେତା, ବିଦେଶୀ ପ୍ରତିନିଧି ଓ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନଙ୍କୁ ସ୍ୱାଗତ କରିବାକୁ ରାଜଧାନୀ ପ୍ରସ୍ତୁତ। ସେପ୍ଟେମ୍ବର ୧୨ ଓ

ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇବାକୁ ଧମକ, ଖଲିସ୍ତାନୀ ସଂଗଠନ ପଠାଇଥିବା ଆଶଙ୍କା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇବାକୁ ଧମକ । ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି । ସକାଳ ୮.୩୯ରେ ଦିଲ୍ଲୀ ବିଧାନସଭା ସ୍ପିକରଙ୍କ ଅଫିସିଆଲ ୱେବସାଇଟକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଦିଲ୍ଲୀ ବିଧାନସଭା ପରିସରକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଇମେଲ

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା, ୬ ମୃତ, ୭ ଗୁରୁତର

ମହାରାଷ୍ଟ୍ର : ଗୋଣ୍ଡିଆ-ବାଲାଘାଟ ରାଜ୍ୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାଗରା ଗାଁ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ଶ୍ରମିକଙ୍କୁ ନେଇ ଯାଉଥିବା ବୋଲେରୋକୁ ସାମ୍ନାପଟୁ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩ ବର୍ଷର ଶିଶୁ ସମେତ ୬ ଜଣଙ୍କ