Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପଞ୍ଜାବ ପୌର ନିର୍ବାଚନରେ ବିପର୍ଯ୍ୟୟ ପାଇଁ କଂଗ୍ରେସର ଗୋଷ୍ଠୀ କନ୍ଦଳ ଦାୟୀ
ଚଣ୍ଡୀଗଡ଼: ପଞ୍ଜାବର ପୌର ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଏହାର କ୍ରମାଗତ ଗୋଷ୍ଠୀକନ୍ଦଳକୁ ସାମ୍ନାକୁ ଆଣିଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଏକାଧିକ ବରିଷ୍ଠ ନେତା ପ୍ରମୁଖ ସାଂଗଠନିକ ଓ ବିଧାନସଭା ଭୂମିକା ପାଇଁ ଗୋଷ୍ଠୀବାଦକୁ ପ୍ରୋତ୍ସାହିତ!-->…
ସିୟୁଇଟି ୟୁଜି ପରୀକ୍ଷା ପରିଚାଳନାରେ ତ୍ରୁଟି: କ୍ଷମା ମାଗିଲା ଏନ୍ଟିଏ
ନୂଆଦିଲ୍ଲୀ : ଦେଶରେ ପୂର୍ବରୁ ମେଡିକାଲ ପରୀକ୍ଷା ଏନ୍ଇଇଟିକୁ ନେଇ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବିବାଦରେ ଫସି ରହିଛି। ଏହି ସମୟରେ, ୩୦ମେ’ ଶନିବାର ଆଉ ଏକ ଏନ୍ଟିଏ ପରୀକ୍ଷା ସିୟୁଇଟି ୟୁଜି ୨୦୨୬ ପରୀକ୍ଷା ସମୟରେ କେନ୍ଦ୍ରଗୁଡ଼ିକରେ!-->…
ସେନା ମୁଖ୍ୟଙ୍କ ଚେତାବନୀ, ଅପରେସନ ସିନ୍ଦୂର ୨.୦ ପାଇଁ ଆମେ ପ୍ରସ୍ତୁତ
ନୂଆଦିଲ୍ଲୀ : ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପୁଣି ଶତ୍ରୁ ଦେଶକୁ ଚେତାବନୀ ଦେଇଛନ୍ତି । ଏନଡିଏର ୧୫୦ ପାସିଂଆଉଟ ପରେଡରେ ଆର୍ମି ଚିଫ କହିଛନ୍ତି, ଅପରେସନ ସିନ୍ଦୁର ଏବେ ବି ଜାରି ରହିଛି । ଏବେ କେବଳ ସଂଘର୍ଷ ବିରାମ ଚାଲୁଛି, କିନ୍ତୁ ସଶସ୍ତ୍ର ବଳ ସଂପୂର୍ଣ୍ଣ ଭାବେ!-->…
ପାକିସ୍ତାନରୁ ଫେରୁଥିବା ଶରଣାର୍ଥୀଙ୍କ ଟ୍ରକ ଓଲଟି, ୧୮ ମୃତ, ୩୫ ଆହତ
ଆଫଗାନିସ୍ତାନ : ଆଫଗାନିସ୍ତାନରେ ଟ୍ରକ ଓଲଟିବା ଯୋଗୁଁ ଶରଣାର୍ଥୀଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୧୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଏମାନେ ସମସ୍ତେ ପାକିସ୍ତାନରୁ ଫେରୁଥିଲେ । ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର!-->!-->!-->…
ଆତଙ୍କୀ ଷଡଯନ୍ତ୍ର ପଣ୍ଡ, ଧରାପଡ଼ିଲେ ଆଇଏସଆଇ ୯ ସନ୍ଦିଗ୍ଧ ଏଜେଣ୍ଟ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପୋଲିସ ୯ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଏବଂ ମୁମ୍ବାଇ ଅଣ୍ଡରୱାର୍ଲ୍ଡ (ଦାଉଦ ଇବ୍ରାହିମ!-->…
ପେଟ୍ରୋଲ ଓ ଡିଜେଲ ପରେ ୧୦ ପ୍ରତିଶତ ମହଙ୍ଗା ହେଲା ବିଦ୍ୟୁତ୍
ନୂଆଦିଲ୍ଲୀ : କ୍ଷୀର, ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପରେ ବିଦ୍ୟୁତ୍ ମଧ୍ୟ ମହଙ୍ଗା ହୋଇଛି । ଯାହା ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ୍ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି କରିଥିବା ଜଣାପଡିଛି । UPPCL ମଧ୍ୟ!-->…
ଓଲଟିଲା ଟ୍ରାକ୍ଟର , ୬ ମୃତ, ୪୦ରୁ ଅଧିକ ଆହତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି । ଟ୍ରାକ୍ଟର ଟ୍ରଲି ଓଲଟିବା କାରଣରୁ ଏହି ଅଘଟଣ ଘଟିଛି । ଟ୍ରାକ୍ଟରର ମୋଟ୍ ୫୦ ଜଣ ଲୋକ ଥିଲେ । ସମସ୍ତେ ପୂଜା କରିବା ପାଇଁ ଏକ ଗାଁକୁ ଯାଉଥିଲେ!-->…
ଜୁନ୍ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର
କର୍ଣ୍ଣାଟକ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆସନ୍ତୁ ଜୁନ୍ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି!-->…
ତାଣ୍ଡବ ରଚିଲା ଝଡ଼,ତୋଫାନ; ୟୁପିରେ ୩୧, ବିହାରରେ ୧୭ ମୃତ
ଲଖନଉ : ପୁଣି ତାଣ୍ଡବ ରଚିଲା ଝଡ, ବର୍ଷା। ଗତକାଲି ଦେଶର ବିଭିନ୍ନ ରାଜ୍ୟରେ ଝଡ଼ ଏବଂ ବର୍ଷା ତାଣ୍ଡବ ସୃଷ୍ଟି କରିଥିଲା। ମାନବ କ୍ଷତି ସହିତ, ବ୍ୟାପକ ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା। ଉତ୍ତର ପ୍ରଦେଶ ଏବଂ ବିହାରରେ ଖରାପ ପାଗ ଯୋଗୁଁଁ ହୋଇଥିବା ଦୁର୍ଘଟଣାରେ ଲୋକମାନେ ପ୍ରାଣ ହରାଇଥିଲେ।
!-->!-->!-->…
ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ
ନୂଆଦିଲ୍ଲୀ : ପୁଣି ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ । ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ଜଣାପଡିଛି । ଉଡ଼ାଣ ସମୟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ହାର୍ଟ ଆଟାକ୍ ଥିବା ସୂଚନା ମିଳିଛି । ପାଇଲଟ ଏହି!-->…