Browsing Category

ଦେଶ

ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କଲା ସୂର୍ଯ୍ୟ ମିଶନ…

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଇସ୍ରୋ ସୂର୍ଯ୍ୟ ମିଶନର କାର୍ଯ୍ୟ ଆରମ୍ଭ। ଆଦିତ୍ୟ L1 ପ୍ରଥମ ଲାଗ୍ରେଞ୍ଜ ପଏଣ୍ଟକୁ ଯାତ୍ରା କରିବା ପୂର୍ବରୁ ମହାକାଶରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି। ଇସ୍ରୋ ସୁପ୍ରା ଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକାଲ୍…

ସ୍ୱତନ୍ତ୍ର ଅଧିବେଶନ ଛୋଟ ହେଲେ ବି ଐତିହାସିକ ହେବ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ। ପୁରୁଣା ସଂସଦ ଭବନରେ ଆଜି ବସିଛି ଶେଷ ଅଧିବେଶନ। ପୂର୍ବାହ୍ନ 11ଟାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ। ଦେଶର 75 ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ଭାରତ ଏସିଆ କପ ଚାମ୍ପିୟନ, ୮ମ ଥର ପାଇଁ ଭାରତ ଏସିଆ କପ୍‌ ବିଜୟୀ; ୫୦ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ୍‌

କଲମ୍ବୋ: ଏସିଆ କପ୍‌-୨୦୨୩ ନିଜ ନାଁରେ କରିଛି ଭାରତ। ୧୯ ଦିନର ଏହି ଟୁର୍ନାମେଣ୍ଟରେ ୧୩ଟି ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ପରାସ୍ତ କରି ୮ମ ଥର ପାଇଁ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। କମ୍‌ ରନ୍‌ର ଟାର୍ଗେଟକୁ ପିଛା କରି…

ଯଦି ମୁଁ ମରିଯାଏ, ଦୟାକରି ଆମ ଝିଅର ଯତ୍ନ ନେବ…

ହାଲୋ ଶୁଣ…ମୋ ଶରୀରରେ ଗୁଳି ବାଜିଛି । ପ୍ରବଳ ରକ୍ତ ବୋହୁଛି । ମୁଁ ଆଉ ବଞ୍ଚିନପାରେ । ଯଦି ମୁଁ ମରିଯାଏ, ଦୟାକରି ଆମ ଝିଅର ଯତ୍ନ ନେବ । ଏମିତି କିଛି ଶେଷଥର ପାଇଁ ଭିଡିଓ କଲ୍ କରି ନିଜ ପତ୍ନୀଙ୍କୁ କହିଥିଲେ ସହିଦ ଡିଏସପି ହୁମାୟୁନ ଭଟ୍ଟ । ତାପରେ ସବୁ କିଛି…

ଆତଙ୍କବାଦୀଙ୍କୁ ଖୋଜି ବାହାର କରିବ ଏହି ନୂତନ ଡ୍ରୋନ, ନିୟୋଜିତ ହେଲା ହେରୋନ୍ ମାର୍କ-୨

ଶ୍ରୀନଗର: ଅନନ୍ତନାଗର କୋକେରନାଗ ଜଙ୍ଗଲରେ ଆଜି ବି ଜାରି ରହିଛି ଏନକାଉଣ୍ଟର। ଆଜି ଷଷ୍ଠ ଦିନ ହେବ ଏହି ଅଞ୍ଚଳରେ ଏନକାଉଣ୍ଟର ଚାଲିଛି। କୁହାଯାଉଛି ଉକ୍ତ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି। ଏହି ଆତଙ୍କବାଦୀଙ୍କୁ ଖୋଜିବା ଲାଗି…

ଯେଉଁ ବ୍ୟକ୍ତିଙ୍କ ପାଇଁ ଜେଲ ଯାଇଥିଲେ ଯୋଗୀ, ୧୬ ବର୍ଷ ପରେ ଧରିଲା ପୁଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୧୬ ବର୍ଷ ପୂର୍ବେ ଯେଉଁ ଯୁବକଙ୍କ ପାଇଁ ଜେଲକୁ ଯାଇଥିଲେ ସେହି ବ୍ୟକ୍ତିଙ୍କୁ ଏବେ ପୁଲିସ ଗିରଫ କରିଛି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଦିନେ ଯେଉଁ ଯୁବକଙ୍କ ପାଇଁ ୧୬ ବର୍ଷ…

ବିଜେପିକୁ ହରାଇବା ମହାତ୍ମା ଗାନ୍ଧୀଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ : ମଲ୍ଲିକାର୍ଜୁନ ଖଡ଼ଗେ

ହାଇଦ୍ରାବାଦ: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ | କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ଦ୍ଵିତୀୟ ଦିନରେ କର୍ମୀଙ୍କୁ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଗାମୀ…

ଦିଲ୍ଲୀରେ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ନୂଆଦିଲ୍ଲୀ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ନବୀନ । ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାଙ୍କ ଗତକାଲି ରାତିରେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ…

ଭୁଲବଶତଃ ଗୁଳିଭର୍ତ୍ତି ବନ୍ଧୁକରୁ ଚାଲିଲା ଗୁଳି: ଜଣେ ସେନା ଅଧିକାରୀଙ୍କର ମୃତ୍ୟୁ…

ଶ୍ରୀନଗର: ଜମ୍ମୁକଶ୍ମୀରର ବାନ୍ଦିପୋରାସ୍ଥିତ ସେନାର ୧୪ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) କ୍ୟାମ୍ପରେ ଆଜି ଏକ ଛୋଟ ଦୁର୍ଘଟଣାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଯାଇଛି | ବାସ୍ତବରେ ଜଣେ ସୈନିକଙ୍କ ହାତରୁ ଗୁଳି ଭର୍ତ୍ତି ବନ୍ଧୁକ ହଠାତ୍ ଖସିପଡ଼ିବାରୁ ଏଥିରୁ ଗୁଳି ଫାୟାରିଂ…

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବକର୍ମା ପୂଜା ଅବସରରେ ଯୋଜନାର ଶୁଭାରମ୍ଭ କରାଯାଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନା…