Browsing Category

ଦେଶ

ସନାତନ ଧର୍ମକୁ HIV ସହ ତୁଳନା କଲେ ଏ ରାଜା…

ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣେ ସନାତନ ଉପରେ ହେଟ୍‌ ସ୍ପିଚ୍‌ ଦେବାରେ ଲାଗିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ପରେ ଏବେ ଡିଏମ୍‌କେ ସାଂସଦ ଏ ରାଜାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଏ…

ଯେପର୍ଯ୍ୟନ୍ତ ଅସମାନତା ଥିବ, ସେପର୍ଯ୍ୟନ୍ତ ସଂରକ୍ଷଣ ରହିବ: ମୋହନ ଭଗବତ…

ଜାତିଗତ ଭେଦଭାବ, ଅସମାନତା ଓ ସଂରକ୍ଷଣକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବଡ଼ ବୟାନ୍। ସମାଜରେ ଭେଦଭାବ ଥିବା ପର୍ଯ୍ୟନ୍ତ ସଂରକ୍ଷଣ ବା ରିଜରଭେସନ୍ ରହିବା ଉଚିତ୍ ବୋଲି କହିଛନ୍ତି ମୋହନ। ମଣିପୁରରେ ଜାତିଗତ ହିଂସା, ମହାରାଷ୍ଟ୍ରରେ ସଂରକ୍ଷଣ ପାଇଁ ମରାଠା ସମ୍ପ୍ରଦାୟର ଆନ୍ଦୋଳନ ପୁଣି…

ମଣିପୁରର ୫ ଜିଲ୍ଲାକୁ ପୁଣି ଫେରିଲା କର୍ଫ୍ୟୁ, ୫୦ ଆହତ

ମଣିପୁର : ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷା କର୍ମୀ ଗୁଳି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସର ପ୍ରୟୋଗ କରିବା ଯୋଗୁ ପୁଣି ଥରେ ତେଜି ଉଠିଛି ଅସନ୍ତୋଷ। ସୁରକ୍ଷାକର୍ମୀଙ୍କ…

ଆସନ୍ତାକାଲି ଭାରତ ଆସିବେ ବାଇଡେନ୍ : ସ୍ପଷ୍ଟ କଲା ହ୍ୱାଇଟ୍ ହାଉସ

ନୂଆଦିଲ୍ଲୀ : କଳ୍ପନା ଜଳ୍ପନାର ଅନ୍ତ । ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ କୋଭିଡ ଆକ୍ରାନ୍ତ ଯୋଗୁ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଭାରତ ଆସିବେନି । ତେବେ ବାଇଡେନଙ୍କ କୋଭିଡ ରିପୋର୍ଟ…

ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କୁ ସୁପ୍ରିମ ସୁରକ୍ଷା

ମଣିପୁର ହିଂସା ଘଟଣାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ୪ ଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେଇଛନ୍ତି। ମଣିପୁର ହିଂସା ଘଟଣାକୁ ନେଇ ସେମାନଙ୍କ ନାଁରେ ଦୁଇଟି ଲେଖାଏ ଏଫଆଇଆର ହୋଇଥିଲା। ତେବେ ସେମାନଙ୍କ ବିରୋଧରେ ବର୍ତ୍ତମାନ କୌଣସି ପ୍ରକାରର…

ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ ଯୋଜନାର ଶୁଭାରମ୍ଭ କଲେ ସରକାର

ନୂଆଦିଲ୍ଲୀ: ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସଏସ)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ନାମକ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ ।  ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେଶକୁ ସକ୍ରିୟ କରିବା ପାଇଁ ବିଇଏସ୍ଏସ୍ ଯୋଜନା ଶୁଭାରମ୍ଭ କଲେ ସରକାର…

ଡିଏମକେ ନେତାଙ୍କ ‘ସନାତନ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସନାତନ ଧର୍ମ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟର ଉପଯୁକ୍ତ ପ୍ରତିକ୍ରିୟା ଦରକାର। ନୂତନ ସଂସଦ ଭବନ ଉଦ୍‌ଘାଟନ ପାଇଁ ରାଷ୍ଟ୍ରପତି…

ବିଜେପି ଛାଡ଼ିଲେ ନେତାଜୀଙ୍କ ଅଣନାତି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ଆଜି ବିଜେପି ଛାଡ଼ିଛନ୍ତି। ବିଜେପି ପ୍ରତିଶ୍ରୁତି ମୁତାବକ ନେତାଜୀଙ୍କ ସ୍ୱପ୍ନ ପୂରଣ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଚନ୍ଦ୍ର ବୋଷ ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ। ସେ…

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ସମନ୍‌…

ନୂଆଦିଲ୍ଲୀ : କୋର୍ଟରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ସମନ। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଛନ୍ତି। ସୁନୀତା ଜନ ପ୍ରତିନିଧି ଆଇନ ୧୯୫୧ର ଉଲ୍ଲଙ୍ଘନ କରି ଦୁଇଟି ନିର୍ବାଚନ ମଣ୍ଡଳୀରେ ନିଜକୁ ଭୋଟର ଭାବେ…

ନୂଆ ସଂସଦରେ ଚାଲିବ ବିଶେଷ ଅଧିବେଶନ

ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦର ବିଶେଷ ଅଧିବେଶନ ପୁରୁଣା ବିଲଡିଂରେ ଦିନକ ପାଇଁ ଚାଲିବ। ଏହାପରେ ସେପ୍ଟେମ୍ବର ୧୯ ଗଣେଶ ପୂଜାରୁ ନୂଆ ବିଲଡିଂରେ ସାଂସଦମାନେ ବସିବେ। ନୂଆ ବିଲଡିଂରେ ହିଁ ଉଭୟ…