Browsing Category

ଦେଶ

ନାମ ପରିବର୍ତ୍ତନ ଏକ ଗୁଜବ: କେନ୍ଦ୍ର ମନ୍ତ୍ରୀ…

ଜି-୨୦ର ଅତିଥିଙ୍କ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ନୈଶଭୋଜି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାଯିବା ପରେ ଆରମ୍ଭ ହୋଇଛି ବିବାଦ। ବିଜେପି ସୁଚିନ୍ତିତ ଭାବେ ‘ଇଣ୍ଡିଆ’ ନାମକୁ ଲୋପ କରି ‘ଭାରତ’ ଲାଗୁ କରିବାକୁ…

ଜି-୨୦ ସମ୍ମିଳନୀ: ସଜେଇ ହେଲାଣି ଭାରତ ମଣ୍ଡପମ୍‌…

ଜି-୨୦ ସମ୍ମିଳନୀ ଲାଗି ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ। ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ…

ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦ୍ୱନ୍ଦ୍ୱ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ

ଆସନ୍ତା ୧୮-୨୨ ପାଞ୍ଚ ଦିନ ଧରି ବସିବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏନେଇ ପୂର୍ବରୁ କୌଣସି ସୂଚନା ନ ଥିବାବେଳେ ହଠାତ୍ ନୋଟିସ୍ ଜାରି କରାଯାଇଥିଲା। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି…

ବିଦେଶୀ ଅତିଥିଙ୍କ ପାଇଁ ସରୋଜିନୀ ନଗର ମାର୍କେଟ୍‌ରେ ମିଳିବ ୫୦% ରିହାତି…

ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମୟରେ ସରୋଜିନୀ ନଗର ମାର୍କେଟ୍‌ରେ ଜିନିଷ କିଣାକିଣି ଉପରେ ମିଳିବ ୫୦% ରିହାତି। ଏଠାକାର ଦୋକାନୀ କହିଛନ୍ତି ଯେ G20 ସମ୍ମିଳନୀକୁ ଆସୁଥିବା ବିଦେଶୀ ଅତିଥିମାନେ ସେମାନଙ୍କ ମାର୍କେଟ୍‌ରୁ ଜିନିଷ…

ଭାରତୀୟ ସମ୍ବିଧାନର ମୁଖବନ୍ଧ ଟ୍ୱିଟ କଲା କଂଗ୍ରେସ, ଶବ୍ଦଗତ ତ୍ରୁଟି ଦର୍ଶାଇ ବର୍ଷିଲା ବିଜେପି…

ନୂଆଦିଲ୍ଲୀ : ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ସ୍ତରରେ ରାଜନୀତି ତେଜିବାରେ ଲାଗିଛି। ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ବିରୋଧୀ ଗୋଷ୍ଠୀ କଂଗ୍ରେସ ଓ ବିଜେପି । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି ଦେଖାଉଛି ବୋଲି ଅନେକ…

ଗୁରୁ ଦିବସରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀଠାରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି…

ଭାରତ ବନାମ ଇଣ୍ଡିଆ: ସାଂଘାତିକ ବାଣ ମାରିଲେ କେଜ୍ରିୱାଲ…

ପାରମ୍ପରିକ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖି ରାଷ୍ଟ୍ରପତି ଭବନରୁ ଜି-୨୦ ନିମନ୍ତ୍ରଣ ପତ୍ର ଆସିବା ପରେ ବିବାଦ ଦେଖାଯାଇଛି। ନିକଟରେ ୨୬ରୁ ଅଧିକ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ସେମାନେ ଇଣ୍ଡିଆ ନାଁରେ…

୫୦ ଲକ୍ଷ ଲାଞ୍ଚ ନେବା ଘଟଣାରେ GAILର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଗିରଫ…

ସିବିଆଇ ଜାଲରେ ଗ୍ୟାସ ଆଥୋରିଟୀ ଅଫ ଇଣ୍ଡିଆ ଲିଃ(GAIL)ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେବି ସିଂହ। ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ଘଟଣାରେ ସିବିଆଇ ଆଜି ତାଙ୍କୁ ଗିରଫ କରିଛି। କେବି ସିଂହଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧିଛି। ଏମାନଙ୍କ…

ଭାରତ ନାଁ ସପକ୍ଷରେ ସେହୱାଗ-ଅମିତାଭ ବଚ୍ଚନ..!

ଦେଶର ନାଁ ଇଣ୍ଡିଆରୁ କେବଳ ଭାରତକୁ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ନୂଆ ଟ୍ୱିଷ୍ଟ ଆସିଛି। ଗୋଟିଏ ପଟେ ଇଣ୍ଡିଆ ବନାମ ଭାରତ ନାଁକୁ ନେଇ ରାଜନୀତିକ ବାକଯୁଦ୍ଧ ଚାଲିଥିବା ବେଳେ ଏହା ମଧ୍ୟକୁ ଧସେଇ ପସିଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଓ ବଲିଉଡ…

୩ ବିଜେଡି ବିଧାୟକଙ୍କୁ କଂଗ୍ରେସର ଜୋରଦାର ବିରୋଧ ଅଣ୍ଡା ମାଡ…

ଭବାନୀପାଟଣା: ବିଜେଡି ବିଧାୟକଙ୍କୁ ଜୋରଦାର ବିରୋଧ  ।  ଗାଡିକୁ   ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ । ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ…