Browsing Category

ଦେଶ

ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟିର ମାନ୍ୟତା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ ଘୋଷଣା…

ଇଣ୍ତିଆ ବୈଠକରେ ହଠାତ୍‌ ପହଞ୍ଚିଲେ କପିଲ ଶିବଲ, ବିରୋଧ କଲେ କଂଗ୍ରେସ ନେତା…

ମୁମ୍ବାଇରେ ଅନୁଷ୍ଠିତ ବିରୋଧ ମେଣ୍ଟ ଇଣ୍ଡିଆର ବୈଠକରେ ହଠାତ୍‌ ରାଜ୍ୟସଭା ସାଂସଦ କପିଲ ଶିବଲ ପହଞ୍ଚିବା ସମସ୍ତଙ୍କୁ ଚକିତ କରିଛି। ସେ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି। ତେଣୁ ଆଜି ବିରୋଧୀ ବୈଠକରେ ତାଙ୍କ ଉପସ୍ଥିତିକୁ କଂଗ୍ରେସ ଜୋରଦାର ବିରୋଧ…

ଜାତିଗତ ଜନଗଣନାକୁ ନେଇ ଇଣ୍ତିଆ ମେଣ୍ଟରେ ଫାଟ..!

ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଛି। ବିହାର ଓ ବେଙ୍ଗାଲୁରୁ ପରେ ମୁମ୍ବାଇରେ ସବୁ ଦଳ ଏକାଠି ଥିବା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ସତ, କିନ୍ତୁ ପ୍ରଥମଥର ପାଇଁ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ମୁମ୍ବାଇ ବୈଠକରେ ନିର୍ବାଚନୀ ସଂକଳ୍ପ…

ଇଣ୍ଡିଆ ମେଣ୍ଟ: ମୋଦି-ଆଦାନୀ ସମ୍ପର୍କକୁ ନେଇ ବର୍ଷିଲେ ରାହୁଲ ଗାନ୍ଧି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଆଦାନୀଙ୍କ ମଧ୍ୟରେ ଗୁପ୍ତ ସମ୍ପର୍କ ଥିବା ଦାବି ପୁଣିଥରେ ବର୍ଷିଛନ୍ତି ରାହୁଲ ଗାନ୍ଧି। ମୁମ୍ବାଇରେ ଅନୁଷ୍ଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ବୈଠକରେ ରାହୁଲ ଗାନ୍ଧି ସମ୍ବୋଧନ କରିବା ବେଳେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ବିଜେପି…

ଇଣ୍ତିଆ ବୈଠକରେ ହଠାତ୍‌ ପହଞ୍ଚିଲେ କପିଲ ଶିବଲ, ବିରୋଧ କଲେ କଂଗ୍ରେସ ନେତା

ମୁମ୍ବାଇରେ ଅନୁଷ୍ଠିତ ବିରୋଧ ମେଣ୍ଟ ଇଣ୍ଡିଆର ବୈଠକରେ ହଠାତ୍‌ ରାଜ୍ୟସଭା ସାଂସଦ କପିଲ ଶିବଲ ପହଞ୍ଚିବା ସମସ୍ତଙ୍କୁ ଚକିତ କରିଛି। ସେ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି। ତେଣୁ ଆଜି ବିରୋଧୀ ବୈଠକରେ ତାଙ୍କ ଉପସ୍ଥିତିକୁ କଂଗ୍ରେସ ଜୋରଦାର ବିରୋଧ…

ଆସନ୍ତାକାଲି ଉତ୍‌କ୍ଷେପଣ ହେବ ଆଦିତ୍ୟ L1

ଚନ୍ଦଯାନ-୩ର ସଫଳତା ପରେ ଆସନ୍ତାକାଲି ଇସ୍ରୋ ଆରମ୍ଭ କରିବ ସୌର ମିଶନ । ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ L1 । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ତଥା ରିହର୍ସଅଲ । ଏବେ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ । ପୃଥିବୀଠୁ ସୂର୍ଯ୍ୟ…

ଅଗଷ୍ଟରେ ଜିଏସଟି ସଂଗ୍ରହ ୧୧% ବଢ଼ିଲା, ଆଦାୟ ହେଲା ୧.୬ ଲକ୍ଷ କୋଟି

ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅଗଷ୍ଟ ତୁଳନାରେ ଏଥର ୧୧% ବୃଦ୍ଧି ପାଇଛି। କ୍ରମାଗତ ଭାବେ ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟି ଉପରେ ରହୁଥିବାରୁ ଏହା ଅର୍ଥନୀତି ପାଇଁ ଭଲ ଖବର ଆଣି ଦେଇଛି। କ୍ରମାଗତ ତୃତୀୟ ଥର ପାଇଁ ମାସିକ ଜିଏସ୍‌ଟି ରାଜସ୍ୱ ୧.୬ ଲକ୍ଷ କୋଟି ଉପରେ ରହିଛି। ୨୦୨୨ ମସିହା…

୧୩ ଜଣିଆ ସମନ୍ୱୟ କମିଟି ଗଠନ କଲା ଇଣ୍ଡିଆ ମେଣ୍ଟ

ମୁମ୍ବାଇ : ବିଜେପି ବିରୋଧରେ ଲଢ଼ିବାକୁ ୨୬ଟି ବିରୋଧୀ ଦଳ ଗଠନ କରିଥିବା ଇଣ୍ଡିଆ ମେଣ୍ଟ ନିଜର ରଣନୀତିକୁ ଆଉ ପାଦେ ଆଗକୁ ବଢ଼ାଇଛି। ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ଦୁଇ ଦିନିଆ ମେଗା ବୈଠକରେ ୧୩ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ ଦଳର ଜଣେ ଲେଖାଏ ସଦସ୍ୟ ଏହି କମିଟିରେ ଅଛନ୍ତି।…

ଅବୈଧ ବିବାହରୁ ଜନ୍ମିତ ପିଲା ସମ୍ପତ୍ତିର ଭାଗ ପାଇବେ: ସୁପ୍ରିମକୋର୍ଟ…

ଯେଉଁ ପିଲାମାନେ ଅବୈଧ ବା ମାନ୍ୟତା ପାଇ ନଥିବା ବିବାହରୁ ଜନ୍ମ ହୋଇଛନ୍ତି, ସେମାନେ ମଧ୍ୟ ବାପା ମା’ଙ୍କ ସମ୍ପତ୍ତିର ଭାଗ ପାଇବାକୁ ହକଦାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏପରି ବିବାହରୁ ଜନ୍ମିତ ପିଲାମାନଙ୍କୁ ଆଜି ସୁପ୍ରିମକୋର୍ଟ ବୈଧତା ପ୍ରଦାନ କରି ଆଇନଗତ ଅଧିକାର ଦେଇଛନ୍ତି। …

ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ…

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଜନତା ଦଳ (RJD)ର ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଶୁକ୍ରବାର ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ୧୯୯୫ ମସିହାରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ଦୁଇ…