Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୁଜାଫରପୁର ଜିଲାରେ ଫ୍ରିଜ ବିସ୍ଫୋରଣ: ଜିଅନ୍ତା ଜଳିଗଲେ ନଣନ୍ଦ-ଭାଉଜ
ପାଟ୍ନା: ମୁଜାଫରପୁର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଫ୍ରିଜ୍ ବିସ୍ଫୋରଣ ହୋଇ ନଣନ୍ଦ ଏବଂ ଭାଉଜଙ୍କ ମୃତ୍ୟୁ ଘଟିଛି। ଜିଲାର ଦେଓରିଆ ଥାନା ଅନ୍ତର୍ଗତ ଡୁମରୀ ପରମାନନ୍ଦପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଫ୍ରିଜ୍ ବିସ୍ଫୋରଣ ହୋଇ ଘରେ ନିଆଁ…
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ଉପହାର
ଭୋପାଳ: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ବାଚନ ବର୍ଷରେ ପ୍ରିୟ ଭଉଣୀମାନଙ୍କ ପାଇଁ ଉପହାରର ବାକ୍ସ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ତାଙ୍କ ସରକାରଙ୍କ ‘ଲାଡଲି ବେହନା’ ଯୋଜନା ଅଧୀନରେ ଆୟୋଜିତ ଏକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ…
ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ଓ ୩ ଜଣଙ୍କର…
‘ଆମର ବିଶ୍ୱାସ ବିକାଶର ପବନ ଏବେ ଚନ୍ଦ୍ରରେ ପହଞ୍ଚିଛି’ : ନଡ୍ଡା
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଗସ୍ତରେ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ହରିଦ୍ୱାରରେ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବସୁଧୈବ କୁଟୁମ୍ବକମ ବ୍ୟାଖ୍ୟାନ ଶୃଙ୍ଖଳାରେ ସମ୍ବୋଧନ…
ଗୋଲ୍ଡେନ ବାବାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କଲା ଇଡି
ଭୁବନେଶ୍ୱର: ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କରିଛି (ଆଟାଚ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତେବେ ଏହାପୂର୍ବରୁ ବାବାଙ୍କ ୪ଟି ଦାମୀ କାର୍ ଓ ୨ରୁ ଊର୍ଦ୍ଧ୍ୱ ବିଳାସମୟ…
ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଷ୍ଟେଶନରେ ଖଲିସ୍ତାନ ସମର୍ଥନ ଲେଖା
ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଠାରେ ସାରା ବିଶ୍ୱରୁ ବହୁ ବିଦେଶୀ ଅତିଥି ଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ ଅନେକ ଦେଶର ଜାତୀୟ ରାଷ୍ଟ୍ରପତି ମଧ୍ୟ ଏଥିରେ ସାମିଲ ହେବେ।…
ପ୍ରତି ଜିଲାରେ ବାହାରିବ ଜଳାଭିଷେକ ଯାତ୍ରା…
ଚଣ୍ଡିଗଡ: ହରିୟାଣା ସରକାର ଅଗଷ୍ଟ ୨୮ରେ ପୁନର୍ବାର ଜଳାଭିଷେକ ଯାତ୍ରା କରିବାକୁ ଅନୁମତି ଦେଇନାହାଁନ୍ତି। ତେବେ କେତେକ ସଂଗଠନ ଏହି ଯାତ୍ରାକୁ ନେଇ ଜିଦ ଧରିଛନ୍ତି। ଅନ୍ୟପକ୍ଷରେ, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ସମ୍ବନ୍ଧରେ ରଣନୀତି ବଦଳାଇଛନ୍ତି।…
ଜିଏଏ ସହ ସିୟୁଟିଏମ୍ର ରାଜିନାମା…
ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟୋକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍) ଏବଂ ଓଡ଼ିଶା ସରକାରଙ୍କ ଗୋପାବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେଶନ (ଜିଏଏ) ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର…
ବରିଷ୍ଠ ଗୀତିକାର ଦେବ କୋହଲିଙ୍କର ଦେହାନ୍ତ…
ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୃତ୍ୟୁ ବେଳକୁ ତାଙ୍କୁ…
‘ୱାଗ୍ନର୍’ ମୁଖ୍ୟ ପ୍ରିଗୋଜିନ୍ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି କଥାକୁ ଅସ୍ବୀକାର କଲା ରୁଷ୍
ମସ୍କୋ: କ୍ରେମ୍ଲିନ୍ ଆଦେଶକ୍ରମେ ‘ୱାଗ୍ନର୍’ ମୁଖ୍ୟ ୟେଭ୍ଗେନି ପ୍ରିଗୋଜିନ୍ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ ରୁଷ୍ କହିଛି। କିନ୍ତୁ, ପ୍ରିଗୋଜିନ୍ଙ୍କ ମୃତ୍ୟୁର କାରଣ ବିଷୟରେ…