Browsing Category

ଦେଶ

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ବଢ଼ାଇଲେ ସୁପ୍ରିମ୍‌କୋର୍ଟ…

ଆମ୍‌ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି। ତାଙ୍କ ସ୍ୱାସ୍ଥ୍ୟ ଖରାପ ଆଧାରରେ ସୁପ୍ରିମ୍‌କୋର୍ଟ ଦେଇଥିବା ୬ ସପ୍ତାହର ଅନ୍ତରୀଣ ଜାମିନ୍‌କୁ ଏବେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କ…

୯ ବର୍ଷ ପରେ ଆରମ୍ଭ ହେବ ରହସ୍ୟମୟ ‘ଛୋଟ ଅମରନାଥ ଯାତ୍ରା’ !

ନୂଆଦିଲ୍ଲୀ:  ଛୋଟ ଅମରନାଥ ଯାତ୍ରା ୨୦୨୩   ।  କାଶ୍ମୀର ବାନ୍ଦୀପୋରା ଜିଲ୍ଲାରେ ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ଆରମ୍ଭ ହେବ  ଛୋଟ ଅମରନାଥ ଯାତ୍ରା  । ସେଥିପାଇଁ ଚାଲିଛି ଆୟୋଜନ। ଛୋଟ ଅମରନାଥ ଯାତ୍ରା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ…

ନାଗ ସାପ କବଳରୁ ମାଲିକକୁ ବଞ୍ଚାଇଲା ପୋଷା କୁକୁର ‘ବ୍ଲାକି’, ଶେଷରେ ନିଜେ ଆଖି ବୁଜିଦେଲା…

ସମ୍ବଲପୁର: ପୋଷା କୁକୁର ସହ ନାଗ ସାପର ଲଢେଇ । ନାଗ ସାପ କବଳରୁ ମାଲିକଙ୍କୁ ବଞ୍ଚାଇଲା ପୋଷା କୁକୁର । ଘର ବାହାରେ ଲୁଚିିଥିଲା ନାଗ ସାପ । ଧିରେ ଧିରେ ପଶୁଥିଲା ଘର ଭିତରକୁ । ତାର ସଁ ସଁ ଶବ୍ଦ ହଠାତ୍ ପଡିଥିଲା ଘରେ ଥିବା ପୋଷା କୁକୁର କାନରେ । ବାସ୍ ସେ…

ଗୌହାଟି ହାଇକୋର୍ଟରେ ହେବ ମଣିପୁର ହିଂସା ମାମଲାର ଶୁଣାଣି, ସୁପ୍ରିମକୋର୍ଟଙ୍କ ଆଦେଶ

ଗୌହାଟି: ମଣିପୁରରେ ହୋଇଥିବା ହିଂସାକାଣ୍ଡର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାୟର ମଧ୍ୟ ହୋଇଛି। ଯେଉଁଥିପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ…

‘ଅଜିତ ଏନସିପି ନେତା’ ବୟାନ ପ୍ରସଙ୍ଗ: ଶରଦ ପାୱାରଙ୍କ ୟୁ-ଟର୍ଣ୍ଣ

ବିଜେପି ଓ ଶିବସେନା(ଏକନାଥ ସିନ୍ଦେ) ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କ ସମ୍ପର୍କରେ ଏନସିପି ସୁପ୍ରିମୋ ଶରଦ ପାୱାର ଦେଇଥିବା ବୟାନକୁ ନେଇ ଚର୍ଚ୍ଚା। ବିଜେପି ସହ ଅଜିତ ହାତ ମିଳାଇଥିଲେ ହେଁ ସେ ଏବେ ବି ଏନସିପର ଜଣେ…

ଦିଲ୍ଲୀ ସେବା ଆଇନର ପରୀକ୍ଷା କରିବେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ…

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଦିଲ୍ଲୀ ସର୍ଭିସ ଆଇନର ସମୀକ୍ଷା କରିବେ ସୁପ୍ରିମକୋର୍ଟ। ନିକଟରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ…

ମୋଦିଙ୍କ ସହ ଜିନପିଙ୍ଗଙ୍କ ଆଲୋଚନା…

ଭାରତର ଅନୁରୋଧକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କଥାବାର୍ତ୍ତା କରିଥିବା ଦାବିକୁ ନୂଆଦିଲ୍ଲୀ ପକ୍ଷରୁ ଖଣ୍ଡନ କରାଯାଇଛି। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇ ନେତା ଆଲୋଚନା…

ମଧୁମିତା ଶୁକ୍ଳା ମର୍ଡର କେସ୍‌; ୨୦ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଅମରମଣି ତ୍ରିପାଠୀ ଓ ପତ୍ନୀ…

ନିଃସର୍ତ୍ତ ଅଫିସ : ଦୀର୍ଘ ୨୦ ବର୍ଷ କାଳ ଜେଲ୍‌ରେ ରହିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣି ତ୍ରିପାଠୀ ଖୁବ୍‌ ଶୀଘ୍ର ମୁକ୍ତ ହେବେ। ମଧୁମିତା ଶୁକ୍ଳା ନାମ୍ନୀ କବି ମର୍ଡର କେସ୍‌ରେ ଫସିଥିବା ଏହି ଦମ୍ପତିଙ୍କ ଆଜୀବନ କାରାଦଣ୍ଡରେ…

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ନିର୍ବାଚନ ଜିତିବା ଲକ୍ଷରେ ସମସ୍ତ ଦଳର ନେତା। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପରିପେକ୍ଷୀରେ ଅକ୍ଟୋବରର…

ରାଗିଂ ରୋକିବ ଇସ୍ରୋ, ପଶ୍ଚିମବଙ୍ଗରେ ହେବ ଆରମ୍ଭ

କଲେଜ କ୍ୟାମ୍ପସରେ ରାଗିଂ ରୋକିବାକୁ ନିଆଯିବ ଶକ୍ତ ପଦକ୍ଷେପ । ଏଥିରେ ସାହାଯ୍ୟ କରିବ ଇସ୍ରୋ । ଇସ୍ରୋର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋରୁ କଲେଜ କ୍ୟାମ୍ପସରେ ରାଗିଂର ମାତ୍ରା ବହୁତ କମିଯିବ ବୋଲି ଆକଳନ କରାଯାଉଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟ…