Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଶକ୍ତ ଚାପୁଡ଼ା ପରେ ରେଳଧାରଣା ଉପରେ ପଡ଼ିଗଲେ ଯୁବକ, କିଛି କ୍ଷଣ ମଧ୍ୟରେ ଟ୍ରେନ୍ ଚକ ତଳେ ଚାଲିଗଲା ଜୀବନ
ମୁମ୍ବାଇର ସିୟନ ଷ୍ଟେସନରେ ଘଟିଛି ଅଭାବନୀୟ ଘଟଣା। ଅସଦାଚରଣ ଅଭିଯୋଗରୁ ଚାଲିଯାଇଛି ଜୀବନ। ଟ୍ରେନ ଲାଇନରେ ପଡ଼ି ୨୬ ବର୍ଷୀୟ ଜଣେ ଯୁବକ ଦିନେଶଙ୍କର ମୃତ୍ୟୁ ହୋଇଛି। ସିସିଟିଭିରେ କଏଦ ହୋଇଛି ଏହି ଭିଜୁଆଲ୍। ଏଥିରେ ଦିନେଶ ଧଳା ସାର୍ଟ ଓ ଟ୍ରାଉଜର ପିନ୍ଧିଥିବା ଦେଖିବାକୁ…
ସାମ୍ବାଦିକଙ୍କ ଘରେ ପଶି ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ…
ପାଟନା: ବିହାରର ଅରରିୟାଠାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସାମ୍ବାଦିକଙ୍କ ନାଁ ବିମଳ କୁମାର ଯାଦବ । ବିମଳ ‘ଦୈନିକ ଜାଗରଣ’ର ସାମ୍ବାଦିକ ବୋଲି ଜଣାପଡିଛି । ଘଟଣା ଆଜି ସକାଳ ଘଟିଛି । ୪ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଏହି…
ରେଳ ଧାରଣାରୁ ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍…
ସୁନ୍ଦରଗଡ଼: ଥମୁନି ମାଓ ହିଂସା। ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଏହି ଯୋଜନାକୁ ପଣ୍ଡ…
ହ୍ଵାଟ୍ସଆପ ରେ ଏଣିକି ପଠାଇ ପାରିବେ HD ଫଟୋ…
ନୂଆଦିଲ୍ଲୀ: ବିଶ୍ଵର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ଆପରେ ଫଟୋ ସେୟାରିଂରେ ଉନ୍ନତି ଆଣିବା ପାଇଁ ହ୍ବାଟ୍ସଆପ ଏକ ନୂତନ ଫିଚର ଯୋଡିଛି, ଯାହା ସାହାଯ୍ୟରେ ଆପଣ HD ଫଟୋ ସେୟାର କରିପାରିବେ । ମେଟାର ସିଇଓ ମାର୍କ ଜୁକରବର୍ଗ…
ନେହେରୁ ମେମୋରିଆଲ୍ ମ୍ୟୁଜିୟମର ନୂଆ ନାଁ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ…
ଦିଲ୍ଲୀ : ବଦଳିଲା ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ ର ନାମ। ନୂଆଦିଲ୍ଲୀସ୍ଥିତ ଏହି ସଂଗ୍ରହାଳୟ ଏବେ ‘ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ ସୋସାଇଟି’ ନାମରେ ପରିଚିତ ହେବ। ଏହାକୁ ଔପଚାରିକ ଭାବେ ପରିବର୍ତ୍ତନ କରିଦିଆଯାଇଛି। ନାମ…
ତଦନ୍ତ ପାଇଁ ୨୯ ମହିଳା ଅଫିସର୍ଙ୍କ ସମେତ ୫୩ ଅଧିକାରୀଙ୍କୁ ମୁତୟନ କଲା CBI
ମଣିପୁର : ମଣିପୁର ହିଂସା ମାମଲାର ତଦନ୍ତ ପାଇଁ CBI ବୁଧବାର ସମସ୍ତ ର୍ୟାଙ୍କ୍ର ୨୯ ମହିଳା ଅଫିସର୍ଙ୍କ ସମେତ ୫୩ ଜଣ ଅଧିକାରୀଙ୍କୁ ମୁତୟନ କରିଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଉପ ମହାନିରୀକ୍ଷକ ର୍ୟାଙ୍କ୍ର ୩ ଅଧିକାରୀ ରାଜ୍ୟରେ ହିଂସା ମାମଲାର ତଦନ୍ତ ପାଇଁ ନିଜ ଟିମ୍ର…
ଅଭିଯୁକ୍ତ RPF କନଷ୍ଟେବଳ ଚେତନ ସିଂ ଚାକିରିରୁ ବହିଷ୍କୃତ
ଗତ କିଛି ଦିନ ତଳେ ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ରେ ହୋଇଥିବା ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଏବେ ଏହି ମାମଲାର ଅଭିଯୁକ୍ତ ଆର୍ପିଏଫ୍ କନଷ୍ଟେବଳ ଚେତନ ସିଂଙ୍କ ବିରୋଧରେ ରେଲେଓ୍ଵ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଲେଓ୍ଵ…
ହିନ୍ଦୁ ଧର୍ମ ପୁରୁଣା, ସବୁ ମୁସଲମାନ ଆରମ୍ଭରୁ ହିନ୍ଦୁ ଥିଲେ-ଗୁଲାମ ନବି ଆଜାଦ
ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଜାଦ ଜମ୍ମୁ କଶ୍ମୀର ଲୋକଙ୍କୁ କହୁଛନ୍ତି, ହିନ୍ଦୁ ଧର୍ମ ଇସଲାମ ଧର୍ମଠାରୁ ମଧ୍ୟ…
କେମ୍ବ୍ରିଜକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ନୁହେଁ, ହିନ୍ଦୁ ହୋଇ ଆସିଛି: ଋଷି ସୁନକ…
ଲଣ୍ଡନ : ବ୍ରିଟେନରେ ‘ଜୟ ସିଆରାମ’ ନାରା ଦେଇ ହିନ୍ଦୁ ଭାବେ ଗର୍ବ ଅନୁଭବ କଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ରାମ କଥା କାର୍ଯ୍ୟକ୍ରମରେ ଯୋଗ ଦେଇ ‘ମୁଁ ଏଠାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ନୁହେଁ, ବରଂ ଜଣେ ହିନ୍ଦୁ ହୋଇ ଆସିଛି’ ବୋଲି ସେ…
ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଗ୍ରୀନ ସିଗ୍ନାଲ, ଚାଲିବ ୧୦ ହଜାର ଇଲେକ୍ଟ୍ରିକ ବସ୍…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଆଜି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଇଏମ ଏହି ଯୋଜନାକୁ ଅନୁମୋଦନ କରିଛି।
ଏହି ଯୋଜନା ଅଧୀନରେ ଦେଶରେ ୧୦ ହଜାର ବିଦ୍ୟୁତ ଚାଳିତ ବସ୍ ଲଞ୍ଚ କରାଯିବ। ଏହି…