Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୭୦ ହଜାରରେ କିଣି ଯାହାକୁ ବିବାହ କରିଥିଲେ, ଶେଷରେ ତା’ ଜୀବନ ନେଇଗଲେ
୭୦ ହଜାର ଟଙ୍କା ଦେଇ ଯାହାକୁ କିଣି ଆଣି ବିବାହ କରିଥିଲେ, ଶେଷରେ ତା’ ଜୀବନ ନେଇଗଲେ। ଏହାପରେ ନିଜ ପତ୍ନୀର ମୃତଦେହକୁ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇଥିବା ବେଳେ ପୁଲିସ୍ ତାହାକୁ ଜବତ କରି ଘଟଣାର ଖୋଳତାଡ଼ କରିଛି। ମୃତା ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ସେ!-->…
ଶିଶୁ ଯତ୍ନ ପାଇଁ ମାଆ ଓ ଏକୁଟିଆ ବାପାଙ୍କୁ ମିଳିବ ୭୩୦ ଦିନ ଛୁଟି: କେନ୍ଦ୍ର
ନୂଆଦିଲ୍ଲୀ: ସରକାରୀ ଚାକିରି କରିଥିବା ମହିଳା ଓ ବିପତ୍ନୀକ ପୁରୁଷଙ୍କୁ ଶିଶୁର ଯତ୍ନ ନେବା ପାଇଁ ସର୍ବାଧିକ ୭୩୦ ଦିନର ଛୁଟି ମିଳିବ ବୋଲି ଆଜି ଲୋକସଭାରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସିଂହ କହିଲେ!-->…
ଜେଲରୁ ବାହାରିବାକୁ ବିକଳ ହେଉଛନ୍ତି ଇମ୍ରାନ
ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ସେ ଅଟ୍ଟୋକ ଜେଲରେ ରହି ରହି ଆକାମାକ୍ତା ହୋଇଗଲେଣି। ତାଙ୍କୁ ଆଉ ସେଠାରେ ଆଉ ଭଲ ଲାଗୁନି |ତେଣୁ ସେ ଜେଲର ଅନ୍ଧାର କୋଠରୀ ମଧ୍ୟରୁ ବାହାରିବାକୁ!-->…
ସୀମାଙ୍କୁ ପାଦେ ପାଦେ କପି କରୁଛନ୍ତି ଅଞ୍ଜୁ: ମିଶିଯାଉଛି ଏହି ସବୁ କଥା
ନୂଆଦିଲ୍ଳୀ: ପାକିସ୍ତାନ ଛାଡ଼ି ପ୍ରେମିକ ସଚିନଙ୍କ ନିକଟରୁ ଭାରତ ପଳାଇ ଆସିବା ସୀମା ହାଇଦର ଚର୍ଚ୍ଚାରେ ରହିବାର ବାସ୍ କିଛି ଦିନ ଭିତରେ ଆମ ଦେଶ ଛାଡ଼ି ପ୍ରେମିକଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ ଅଞ୍ଜୁ। ସୀମା ଭାରତ ଆସିବା ପରେ ଅଞ୍ଜୁଙ୍କ ପାକିସ୍ତାନ ଯିବା ନେଇ ହିସାବ ବରାବର!-->…
ବଦଳିବ କେରଳର ନାଁ, ବିଧାନସଭାରେ ପ୍ରସ୍ତାବ ପାସ୍
ତ୍ରିଭେନ୍ଦ୍ରମ: ବଦଳିଯିବ କେରଳ ରାଜ୍ୟର ନାଁ । ଏହା କେରଳରୁ ‘କେରଳମ୍’ ହେବ । ଏ ନେଇ ଏକ ପ୍ରସ୍ତାବ କେରଳ ବିଧାନସଭାରେ ଗୃହୀତ ହୋଇଛି ଓ ସରକାରୀ ଭାବେ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ସଂକଳ୍ପ ଆଗତ କରିଥିଲେ,!-->…
ଲଞ୍ଚ ପୂର୍ବରୁ ଫଟୋ ଲିକ୍ କରିଦେବାରୁ ସାମ୍ବାଦିକଙ୍କୁ କ୍ଷମା ମାଗିବାକୁ କହିଲେ ଓଲା ଇଲେକ୍ଟ୍ରିକର ସିଇଓ
ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରି ଗାଡ଼ି ନିର୍ମାଣ କରୁଥିବା କମ୍ପାନି ଓଲା ଇଲେକ୍ଟ୍ରିକ୍ ଆସନ୍ତା ସପ୍ତାହରେ ଏକ ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନିର ସର୍ବନିମ୍ନ ମୂଲ୍ୟର ଇଲେକ୍ଟ୍ରିକ୍ ସ୍କୁଟର ହେବ। ଏହାର ମୂଲ୍ୟ ୧ଲକ୍ଷରୁ କମ୍ ହେବାର ସମ୍ଭାବନା ରହିଛି।!-->…
ବୁଧବାର ରାତିରେ ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍, ଜଲିଲ୍ ଜିଲାନି ହେବେ ପାକିସ୍ତାନର ଅନ୍ତରୀଣ…
ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ବୁଧବାର ରାତିରେ ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ କରିବାକୁ ଆନୁଷ୍ଠାନିକ ସୁପାରିସ କରିବେ। ଏହା ସହିତ ସେ ନିଜ ପଦରୁ ଇସ୍ତଫା ଦେବେ । ସଂସଦର ନିମ୍ନ ସଦନର ପାଞ୍ଚ ବର୍ଷର କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ!-->…
ଶିବଲିଙ୍ଗ ଉଚ୍ଛେଦ ରାୟକୁ ରେକର୍ଡ କରୁଥିବା ବେଳେ ଅଚେତ ହୋଇପଡ଼ିଲେ ସହକାରୀ ରେଜିଷ୍ଟ୍ରାର
ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାରେ ରାୟ ଶୁଣାଇବା ପରେ ଭୌତିକ କାଣ୍ଡ ଦେଖିବାକୁ ମିଳିଥିଲା। ବିଚାରପତି ଏକ ବିବାଦୀୟ ଜମିରୁ ଶିବଲିଙ୍ଗ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ରେକର୍ଡ କରୁଥିବା ବେଳେ ଅଦାଲତର ସହକାରୀ ରେଜିଷ୍ଟ୍ରାର!-->…
ରାହୁଲଙ୍କ ମଣିପୁର ହମଲାର ଜବାବ ଦେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ : ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆଟାକ ଏବଂ କାଉଣ୍ଟର ଆଟାକ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକସଭାରେ ରାହୁଲଙ୍କ ବୟାନରୁ!-->…
ରାହୁଲ ଗାନ୍ଧିଙ୍କ ‘ଫ୍ଲାଇଙ୍ଗ କିସ୍’କୁ ନେଇ ବିବାଦ, ତାତିଲା ବିଜେପି
ନୂଆଦିଲ୍ଲୀ : ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ୍ କରିଥିବା ଅଭିଯୋଗ ହୋଇଛି। ସଂସଦ ଭିତରେ ରାହୁଲଙ୍କ ଏପରି ଆଚରଣ ବିରୋଧରେ ତାତିଛି ବିଜେପି।ଦଳର ମହିଳା ସାଂସଦମାନେ ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ!-->…