Browsing Category

ଦେଶ

ନିଜର ପୁରୁଣା ବଙ୍ଗଳା ଫେରିପାଇଲେ ରାହୁଲ ଗାନ୍ଧି, କହିଲେ- ପୂରା ଦେଶ ମୋ ଘର

ନୂଆଦିଲ୍ଲୀ : ସାଂସଦ ପଦ ଫେରି ପାଇବାର ଦିନକ ପରେ ରାହୁଲ ଗାନ୍ଧିଙ୍କୁ ଆଜି ଆଉ ଏକ ବଡ଼ ଖବର ମିଳିଛି। ସେ ପୂର୍ବରୁ ଦିଲ୍ଲୀ ସ୍ଥିତ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ, ଏବେ ତାଙ୍କୁ ପୁଣିଥରେ ସେଠାରେ ରହିବାକୁ ସରକାର ଅନୁମତି ଦେଇଛନ୍ତି।ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ…

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ୍‌

ନୂଆଦିଲ୍ଲୀ : ଗୋଟିଏ ପଟେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀ ମେଣ୍ଟରେ ଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ହାଜର ହେବାକୁ ସମନ କରିଛି।ଗୋଟିଏ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଏପରି ସମନ…

X ବ୍ଲୁ ଟିକ୍‌ ଧାରୀଙ୍କୁ ମିଳିଲା ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ : ମାଲେମାଲ ହୋଇଛନ୍ତି X ବ୍ଲୁ ଟିକ ଧାରୀ। ପୂର୍ବରୁ ଏହା ଟ୍ୱିଟର୍‌ର ନାଁରେ ପରିଚିତ ଥିଲା। କିଛି ଦିନ ତଳେ ସଂସ୍ଥାର ମାଲିକ ଏଲନ ମସ୍କ ଟ୍ୱିଟର ନାଁକୁ ବଦଳାଇ X କରିଥିଲେ। ଏବେ Xର ବ୍ଲୁ ଟିକଧାରୀଙ୍କୁ ଲକ୍ଷାଧିକ ଟଙ୍କା ବିଜ୍ଞାପନ ରାଜସ୍ୱ ବାବଦରେ ମିଳିଛି। ୯୦୦ ଟଙ୍କା ଦେଇ Xର…

ମୋଦି ନଥିବାରୁ ରାହୁଳ କହିଲେନି

ନୂଆଦିଲ୍ଲୀ : ଲୋକସଭାରେ ବିଜେପିକୁ ଶେଷ ମୁହୂର୍ତ୍ତରେ ଜଳକା କରିଛନ୍ତି ରାହୁଲ ଗାନ୍ଧି। ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ରାହୁଲ ଗାନ୍ଧି ବିତର୍କ ଆରମ୍ଭ କରିବେ ବୋଲି କୁହାଯାଇଥିଲା। ଏନେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଧ୍ୟ ଲୋକସଭା ବାଚସ୍ପତି ଓମ…

ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦ୍ୱାଦଶ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର : ଓଡିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ସଂଯୋଜକ ତଥା ସଂସ୍ଥାପକ, ଜ୍ୟୋତିଷ ବିଶାରଦ ଏବଂ ଛତ୍ରପୁର କଳା ବିକାଶ କେନ୍ଦ୍ରର କୋଷାଧ୍ୟକ୍ଷ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦ୍ୱାଦଶ ଦିବସ ଅବସରରେ ସ୍ଥାନୀୟ ବିନୋଦ ବିହାର ପରିସରରେ କଳା ବିକାଶ କେନ୍ଦ୍ର ପକ୍ଷରୁ ପରିବେଶ ସୁରକ୍ଷା…

ଗୁଜରାଟ : ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ମେଣ୍ଟ କରିବେ ଆପ୍-କଂଗ୍ରେସ

ଗାନ୍ଧିନଗର : ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଉଭୟ ବିରୋଧୀ ଓ ଶାସକ ଦଳ ଛୋଟ ଛୋଟ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜରାଟ ଲୋକସଭା ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଏକ ବଡ଼ ଘୋଷଣା କରିଛି। ଗୁଜରାଟରେ ଆପ୍ ନେତା ଇସୁଦାନ ଗଡ଼ଭି କହିଛନ୍ତି ଯେ ଗୁଜରାଟରେ କଂଗ୍ରେସ…

ସୀମାଙ୍କୁ ଫିଲ୍ମ ଅଫର୍‌ ଦେଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା ହତ୍ୟା ଧମକ

ନୂଅ‌ଦିଲ୍ଲୀ: ଉଦୟପୁରରେ ଟେଲର କହ୍ନେୟାଲାଲ୍‌ଙ୍କ ହତ୍ୟା କାହାଣୀ ଉପରେ ନିର୍ମିତ ଏକ ଫିଲ୍ମରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଯୋଜକ ଅମିତି ଜାନୀଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଏହି ଧମକ ଏକ ହ୍ବାଟ୍‌ସଆମ୍‌ କଲ୍‌ ଜରିଆରେ…

ଲୋକସଭାରେ ଗୃହୀତ ହେଲା ଡାଟା ସୁରକ୍ଷା ବିଲ୍, ଏହା କାହିଁକି ଗୁରୁତ୍ବପୂର୍ଣ୍ଣ ଜାଣନ୍ତୁ

ନୂଆଦିଲ୍ଲୀ: ବିରୋଧୀଙ୍କ କୋଳାହଳ ଭିତରେ ସୋମବାର ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି, ଯେଉଁଥିରେ ବ୍ୟକ୍ତିଗତ ଡାଟାକୁ ଗଚ୍ଛିତ ରଖୁଥିବା ଦେଉଥିବା ସଂସ୍ଥାଗୁଡ଼ିକ ଉପରେ କେତେକ ସାଧାରଣ ଏବଂ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଦାୟିତ୍ୱ ଲାଗୁ କରିବାର…

ଜୁନରେ ସବୁଠୁ ଶସ୍ତାରେ ରୁଷ ତେଲ କିଣିଥିଲା ଭାରତ; ତେଲ କମ୍ପାନି ମାଲାମାଲ, କିନ୍ତୁ ଗ୍ରାହକ ହତାଶ

ନୂଆଦିଲ୍ଲୀ: ଗତ ବର୍ଷଠାରୁ ଚାଲିଥିବା ଯୁଦ୍ଧ ଯୋଗୁଁ ରୁଷ ଓ ୟୁକ୍ରେନ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଠାରୁ ଅଧିକ ଲାଭବାନ ହୋଇଛି ଭାରତ । ଭାରତ ରୁଷଠାରୁ ଶସ୍ତାରେ ତେଲ କିଣିଚାଲିଛି। ଆମେରିକା ଓ ୟୁରୋପୀୟ ଦେଶ ରୁଷ ଉପରେ କଟକଣା ଲଗାଇବା ପରେ ରୁଷ ପକ୍ଷରୁ ଭାରତ ଓ ଅନ୍ୟ ଦେଶମାନଙ୍କୁ…

ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନ ପଳାତକ ଘୋଷିତ

ପ୍ରୟାଗରାଜ: ଫେରାର ଥିବା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନକୁ ଉତ୍ତରପ୍ରଦେଶ ପୁଲିସ ପଳାତକ ଘୋଷଣା କରିଛି । ଏ ନେଇ ତା ଘର ଆଗରେ ଏକ ନୋଟିସ ମରାଯାଇଛି । ତା ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଏହା ସହିତ ଶାଇସ୍ତା ପରବୀନର ଘରକୁ ବି ପୁଲିସ ଜବତ…