Browsing Category

ଦେଶ

ସୁପ୍ରିମକୋର୍ଟଙ୍କ ମଣିପୁର ନିର୍ଦ୍ଦେଶ : ୩ ଜଣିଆ ମହିଳା ଜଜ୍‌ ପ୍ୟାନେଲ୍‌, ୪୨ ସ୍ପେଶାଲ ଟିମ

ନୂଆଦିଲ୍ଲୀ : ମଣିପୁର ହିଂସା ଘଟଣାରେ ବଡ଼ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ। ମଣିପୁର ହିଂସା ଓ ଏହା ସହ ଜଡ଼ିତ ଘଟଣାର ତଦନ୍ତ ପାଇଁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଗୋଟିଏ କମିଟି ଗଠନ କରିଛନ୍ତି। ତଦନ୍ତ ବ୍ୟତୀତ ଏହି କମିଟି ମଣିପୁରରେ ଆଦିବାସୀ ଓ…

ବୁଲଡୋଜର ଅପରେସନ ଉପରେ ହାଇକୋର୍ଟଙ୍କ ରୋକ

ନୁହ : ସାଂପ୍ରଦାୟିକ ଦଙ୍ଗା ପରେ ହରିଆଣାର ନୁହ୍‌ରେ ଆରମ୍ଭ ହୋଇଥିବା ବୁଲଡୋଜର ଅପରେସନକୁ ଶକ୍ତ ଝଟକା। ହିଂସା ପରେ ସରକାର ବିଭିନ୍ନ ସଂସ୍ଥା ଉପରେ ବୁଲଡୋଜର ଚଳାଇବା ଆରମ୍ଭ କରି ସେଗୁଡ଼ିକ ମାଟିରେ ମିଶାଇବା ଥିଲେ। କିନ୍ତୁ ଆଜି ପଞ୍ଜାବ-ହରିଆଣା ହାଇକୋର୍ଟ ଏହି ବୁଲଡୋଜର ଅପରେସନ ଉପରେ ରୋକ…

ଉତ୍ତର ପ୍ରଦେଶ ବିଧାନସଭାରେ ମଣିପୁର ତାତି

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭାରେ ମଣିପୁର ତାତି। ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବୃତି ଦାବି କରିଛନ୍ତି ସମାଜବାଦୀ ମୁଖ୍ୟ ଅଖିଲେଶ ଯାଦବ।ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସେ ବିଧାନସଭାରେ…

ଗୁଜରାଟରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ ଆପ୍‌ ଓ କଂଗ୍ରେସ..!

ନୂଆଦିଲ୍ଲୀ : ଦିଲ୍ଲୀ ବିଲ୍‌ ପ୍ରସଙ୍ଗରେ କଂଗ୍ରେସର ସମର୍ଥନ ପାଇଥିବା ଆପ୍‌ ଆଜି ବଡ଼ ଘୋଷଣା କରିଛି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଉଭୟ ଗୁଜରାଟରେ ଏକାଠି ଲଢ଼ିବେ। ଆପ୍‌ର ଗୁଜରାଟ ମୁଖ୍ୟ ଈଶୁଡାନ ଗଡଭୀ ଆଜି ଏହି ଘୋଷଣା କରିଛନ୍ତି।ସେ କହିଛନ୍ତି, ବିରୋଧୀ ମେଣ୍ଟ ଇଣ୍ଡିଆରେ ଉଭୟ ଦଳ…

ବିଶ୍ବ ତୀରନ୍ଦାଜି: ଇତିହାସ ରଚିଲା ଭାରତ, ସ୍ବର୍ଣ୍ଣ ଜିତିବାରେ ଅଦିତି ସର୍ବକନିଷ୍ଠ, ଜ୍ୟୋତିଙ୍କୁ କାଂସ୍ୟ, ଓଜାସଙ୍କୁ…

ବର୍ଲିନ: ଏଠାରେ ଚାଲିଥିବା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାରେ ଶନିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତରୁ ଭାରତକୁ ୨ ସ୍ବର୍ଣ୍ଣ ସହ ଗୋଟିଏ କାଂସ୍ୟ ଆସିଛି। ଭାରତର ଅଦିତି ଗୋପୀଚାନ୍ଦ ସ୍ବାମୀ ଓ ଜ୍ୟୋତି ସୁରେଖା ଭେନ୍ନମ ମହିଳା କମ୍ପାଉଣ୍ଡ…

ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ୍‌, ଲୋକସଭା ସଦସ୍ୟତା ପଦ ହରାଇବେ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ରାମ ଶଙ୍କର କଠେରିଆଙ୍କୁ ବଡ଼ ଝଟକା। ୨୦୧୧ ମସିହା ମାରପିଟ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ମଧ୍ୟ ମିଳିଛି। ଆଗ୍ରାରେ ଥିବା ସାଂସଦ/ବିଧାୟକ କୋର୍ଟର ସ୍ପେଶାଲ ମାଜିଷ୍ଟ୍ରେଟ ଏପରି ଦଣ୍ଡାଦେଶ…

ନୁହ ହିଂସା : ଆପ୍ ନେତା ଜାଭେଦ୍ ଅହମ୍ମଦଙ୍କ ବିରୋଧରେ ହତ୍ୟା ମାମଲା

ଗୁରୁଗ୍ରାମ : ନୁହ ହିଂସା ମାମଲାରେ ହରିୟାଣା ଆପ୍ ନେତା ଜାଭେଦ ଅହମ୍ମଦଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । କିନ୍ତୁ ଏହା ଏକ ମିଛି ଏଫଆଇଆର ବୋଲି କହିଛି ଆପ୍ । ଦଳର ବରିଷ୍ଠ ଉପାଧ୍ୟକ୍ଷ ଅନୁରାଗ ଧଣ୍ଡା କହିଛନ୍ତି ଯେ ହରିୟାଣାବାସୀ ବିଜେପିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା…

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷାବାହିନୀ-ଆତଙ୍କୀ ମଧ୍ୟରେ ଗୁଳିବିନିମୟ। ଜଣେ ଆତଙ୍କବାଦୀ ନିପାତ। ଦିନକ ପୂର୍ବରୁ ଏଠାରେ 3 ଯବାନ ଶହୀଦ ହୋଇଥିଲେ। ସୁରକ୍ଷାବାହିନୀ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ଜଣେ ଆତଙ୍କୀକୁ ନିପାତ କରିଛନ୍ତି। ରଜୌରୀ ଜିଲ୍ଲାର ବୁଦ୍ଧଲ…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସ୍ୱାମୀ, ମେୟରଙ୍କୁ ନିଲମ୍ବନ କଲେ ରାଜସ୍ଥାନ ସରକାର

ଜୟପୁର : ରାଜସ୍ଥାନର ଜୟପୁର ହେରିଟେଜ ମହାନଗର ନିଗମର ମେୟର ମୁନେଶ ଗୁର୍ଜରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଶନିବାର ତାଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଏକ ଜମିକୁ ଲିଜ୍‌ରେ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ…

ୟୁପିରେ ଦୁଇ ନାବାଳକଙ୍କୁ ଅମାନବୀୟ ନିର୍ଯାତନା

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଘଟିଛି ଅତ୍ୟନ୍ତ ଭୟଙ୍କର ଘଟଣା। ରାଜ୍ୟର ସିଦ୍ଧାର୍ଥ ନଗରରେ ଦୁଇ ଜଣ ନାବାଳକଙ୍କୁ ଦିଆଯାଇଛି ଅମାନବୀୟ ନିର୍ଯାତନା। ସେମାନଙ୍କୁ ବଳପୂର୍ବକ କିଛି ଲୋକ ପରିସ୍ରା ପିଆଇଛନ୍ତି। ନିବସ୍ତ୍ର କରି କଞ୍ଚା ଲଙ୍କାକୁ ସେମାନଙ୍କ ମଳ ଦ୍ୱାରାରେ ଭର୍ତ୍ତି କରି…