Browsing Category

ଦେଶ

ପୁଣି ଥରେ ମଣିପୁରରେ ଫୁଟିଲା ଗୁଳି, ଗଡ଼ିଲା ୩ ମୁଣ୍ଡ

ମଣିପୁର :ପୁଣି ଥରେ ମଣିପୁରରେ ବ୍ୟାପିଲା ହିଂସାର ନିଆଁ। ମୁହାଁମୁହିଁ ହେଲେ ମୈତୀ ଓ କୁକୀ ସମ୍ପ୍ରଦାୟ ଲୋକେ। ଫୁଟିଲା ଗୁଳି, ଆଉ ଅକାଳରେ ଚାଲିଗଲା ୩ ଜୀବନ । ବିକ୍ଷୋଭକାରୀ ବହୁ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି। ବିଷ୍ଣୁପୁର ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ…

ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି। ଶୁକ୍ରବାର କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ କୁହାଯାଇଛି ଯେ ପଶ୍ଚିମବଙ୍ଗ ପୋଲିସ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରିବ। ମୁଖ୍ୟ ବିଚାରପତି ଡି.ୱାଇ…

ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ ୧୬ରୁ ପୁଣି ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ: ଅଗଷ୍ଟ ୧୬ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ‘ଅମୃତ ଉଦ୍ୟାନ’। ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅମୃତ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଦ୍ୟାନ ଉତ୍ସବ-୧ ଅଧୀନରେ ଚଳିତ ବର୍ଷ ଜାନୁୟାରୀ ୨୯…

NCC କ୍ୟାଡେଟଙ୍କୁ ସିନିୟର ଛାତ୍ରଙ୍କ ନିସ୍ତୁକ ମାଡ

ମୁମ୍ବାଇ : NCC କ୍ୟାଡେଟଙ୍କୁ ସିନିୟର ଛାତ୍ରଙ୍କ ନିସ୍ତୁକ ମାଡ । କାଦୁଅ ମଧ୍ୟରେ NCC କ୍ୟାଡେଟକୁ ନୁଆଇଁ ବାଡିରେ ପିଟୁଛନ୍ତି ଜଣେ ଯୁବକ । ଜଣଙ୍କ ପରେ ଜଣଙ୍କୁ ପିଟୁଛନ୍ତି ଯୁବକ । ମହାରାଷ୍ଟ୍ର ଥାନେ ଜୋଷୀ ବେଦକର କଲେଜରେ ଏପରି ଘଟଣା ସାମ୍ନାକୁ ଆସିଛି । ଏହାର ଭିଡିଓ ସୋସିଆଲ…

ହାଇଦ୍ରାବାଦରେ ଦୃଶ୍ୟମାନ ହେଲା ଶୂନ୍ୟ ଛାୟା..

ହାଇଦ୍ରାବାଦ :ଶୂନ୍ୟ ଛାୟା ଦିବସ ଅର୍ଥାତ୍‌ ବିନା ଛାଇର ଦିନ। ଇଂରାଜୀରେ ଏହାକୁ ‘ଜିରୋ ସ୍ୟାଡୋ ଡେ’ କୁହନ୍ତି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅଗଷ୍ଟ ୩ ତାରିଖ ଗୁରୁବାର ଆକାଶରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅପରାହ୍ନ ୧୨ଟା ୨୩ ମିନିଟ୍‌ରେ ଲୋକେ ନିଜର କୌଣସି ଛାଇ…

କେଦାରନାଥରେ ବଡ଼ ଧରଣର ଭୂସ୍ଖଳନ: ୧୨ ନିଖୋଜ

ନୂଆଦିଲ୍ଲୀ : ଭୀଷଣ ବର୍ଷା ଯୋଗୁଁ ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ରାସ୍ତାରେ ବଡ଼ ଧରଣର ଭୂସ୍ଖଳନ । ପ୍ରାୟ ୧୨ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଘଟଣା ଘଟିଛି । କେଦାରନାଥ ଯିବା ରାସ୍ତା ଦତ୍ତ ପୁଲିୟା ଠାରେ ଆଜି…

ଜ୍ଞାନବ୍ୟାପୀ ମାମଲା: ଏଏସଆଇ ସାଇଣ୍ଟିଫିକ ସର୍ଭେକୁ ସୁପ୍ରିମକୋର୍ଟଙ୍କ ଅନୁମତି…

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ବୈଜ୍ଞାନିକ ସର୍ଭେ ସ୍ଥଗିତ ରଖିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମସଜିଦରେ ପ୍ରତ୍ନତାତ୍ତ୍ୱିକ ବିଭାଗ ସାଇଣ୍ଟିଫିକ୍ ସର୍ଭେ କରିପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ଶୁଣାଣି କରି ସର୍ବୋଚ୍ଚ…

ମୋଦି ସରନେମ୍‌ ମାମଲା: ରାହୁଲଙ୍କ ଦଣ୍ଡାଦେଶ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ : ମୋଦି ସରନେମ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି…

ବିଶ୍ୱ ଚେସ୍ ପ୍ରତିଯୋଗିତାରେ ଡି ଗୁକେଶଙ୍କ କମାଲ୍: ଭାଙ୍ଗିଲେ ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ

ନିଃସର୍ତ୍ତ ଅଫିସ : ଚେସ୍ ପ୍ରତିଯୋଗିତାରେ କିମ୍ବଦନ୍ତୀ କ୍ରୀଡ଼ାବିତ୍ ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଡି ଗୁକେଶ। କିଶୋର ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଗୁରୁବାର ବାକୁରେ ଚାଲିଥିବା ଚେସ୍ ବିଶ୍ୱକପ୍‌ ଚାମ୍ପିଅନସିପର ଦ୍ୱିତୀୟ ରାଉଣ୍ଡରେ ସ୍ଥାନୀୟ ପ୍ରତିଯୋଗୀ ମିସ୍ରାଦ୍ଦିନ…