Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସାଂସଦଙ୍କ ଆଚରଣକୁ ନେଇ ବାଚସ୍ପତି କ୍ଷୁବ୍ଧ, ସଂସଦକୁ ଆସିଲେନି…
ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଣିପୁର ତାତି ଦେଖିବାକୁ ମିଳିଛି। ମଣିପୁର ପ୍ରସଙ୍ଗରେ ଗୃହ କାର୍ଯ୍ୟ ଠିକ ଭାବେ ଚାଲିପାରୁନି। ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ ମଣିପୁର ପ୍ରସଙ୍ଗରେ ମୁହାଁମୁହିଁ ହେଉଥିବାରୁ ଗୃହକୁ!-->…
ସାଂପ୍ରଦାୟିକ ହିଂସାରେ ଜଳୁଛି ହରିଆଣା: ମୁଖ୍ୟମନ୍ତ୍ରୀ କହିଲେ- ଆମେ ସମସ୍ତଙ୍କ ସୁରକ୍ଷା କରିପାରିବୁ ନାହିଁ
ନୁର : ହରିଆଣାର ନୁହ୍ରେ ସୋମବାର ଆରମ୍ଭ ହୋଇଥିବା ସାଂପ୍ରଦାୟିକ ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ନୁହ୍ରେ ସୋମବାର ହୋଇଥିବା ଦଙ୍ଗାରେ ୬ ଜଣଙ୍କ ଜୀବନ ମଧ୍ୟ ଯାଇଛି। ଦଙ୍ଗାକାରୀ ଶତାଧିକ ଗାଡ଼ି ଜାଳି ଦେବା ସହ ଦୋକାନ ଓ ରେଷ୍ଟୁରାଣ୍ଟରେ ଭଙ୍ଗା!-->…
ବିଶ୍ବକପ୍ : ଅକ୍ଟୋବର ୧୪ରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ
ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ୱକପ୍ ୨୦୨୩ । ଏହାର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାର ଥିଲା। କିନ୍ତୁ ସୁରକ୍ଷା ଏଜେନ୍ସି ଏହି ତାରିଖକୁ ବଦଳାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ଆଇସିସି!-->…
ପଶ୍ଚିମବଙ୍ଗରେ ହେବ ମଦ୍ରାସା ସର୍ଭେ, ବଢିବ ଅନୁଦାନ, ଘୋଷଣା କଲେ ମମତା ବାନାର୍ଜୀ
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ସାରା ରାଜ୍ୟରେ ଏକ ସର୍ଭେ କରାଯିବ, ଯେଉଁଥିରେ ମଦ୍ରାସାଗୁଡ଼ିକର ପଞ୍ଜୀକରଣ କରାଯିବ। ତେବେ ଯେଉଁ ମଦ୍ରାସାମାନେ ସରକାରଙ୍କ ନିକଟରେ ପଞ୍ଜୀକୃତ ହେବାକୁ ଚାହୁଁଛନ୍ତି ସେମାନେ ଏହି ସର୍ଭେରେ ଅଂଶଗ୍ରହଣ କରି ଏହା!-->…
ମଧୁମେହକୁ ମାତ୍ ଦେଇପାରିବ ଏହି ପାନୀୟ, ଖୁଲାସା କଲେ ବୈଜ୍ଞାନିକ
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ମାତ୍ ଦେବାପାଇଁ ପରୀକ୍ଷା-ନିରୀକ୍ଷା ଜାରି ରଖିଛନ୍ତି ବୈଜ୍ଞାନିକ। ଏହାରି ମଧ୍ୟରେ ଟାଇପ୍-୨ ମଧୁମେହ ପରିଚାଳନା କ୍ଷେତ୍ରରେ ଅନୁସନ୍ଧାନକାରୀଙ୍କୁ ମିଳିଛି ନୂଆ ସୁରାକ। କୋମ୍ବୁଚା ଭଳି ଏକ ପାନୀୟ ରହିଛି,!-->…
ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳର ସାଂସଦ
ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ଆଜି ବିରୋଧୀ ଦଳର ସାଂସଦମାନଙ୍କ ଗୋଟିଏ ପ୍ରତିନିଧି ଦଳ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ସେମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିବୃତି ରଖନ୍ତୁ ବୋଲି ଦାବି କରି ଗୋଟିଏ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ!-->…
ଲୋକମାନ୍ୟ ତିଲକ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ, ହାତ ମିଳାଇଲେ ଶରଦ ପାୱାର
ପୁନେ : ଗୋଟିଏ ମଞ୍ଚରେ ଏକାଠି ହେଲେ ଶାସକ ଏବଂ ବିରୋଧୀ ଦଳର ଦୁଇ ପୁରୁଖା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିରୋଧୀ ଦଳ I.N.D.I.A ସଦସ୍ୟ ତଥା ନ୍ୟାସନାଲ୍ କଂଗ୍ରେସ ପାର୍ଟି(NCP) ମୁଖ୍ୟ ଶରଦ ପାୱାର ଗୋଟିଏ ମଞ୍ଚରେ ନଜର ଆସିଥିବା ବେଳେ ଉଭୟ ହାତ ମିଳାଇଥିବା ଦେଖିବାକୁ!-->…
ଦେଶର ୪୦୦୧ ବିଧାୟକଙ୍କ ସମ୍ପତ୍ତି ମୂଲ୍ୟ ତିନିଟି ରାଜ୍ୟର ମୋଟ ବଜେଟ୍ ଠାରୁ ବି ଅଧିକ
ନୂଆଦିଲ୍ଲୀ : ଆମ ଦେଶର ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବାର୍ଷିକ ବଜେଟଠାରୁ ବି ଅଧିକା। ଆଜ୍ଞା ହଁ… ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ। ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଦେଶରେ କାର୍ଯ୍ୟରତ ୪,୦୦୧ ବିଧାୟକଙ୍କ ନିକଟରେ ଏତେ ପରିମାଣରେ ସମ୍ପତ୍ତି ଅଛି, ଯାହା!-->…
ରେଷ୍ଟୁରାଣ୍ଟରେ ନିଆଁ ଲଗାଇଲେ, ଜୟ ଶ୍ରୀରାମ ନାରା ଦେଲେ
ନୁହ : ହରିଆଣାର ନୁହ୍ ଜିଲ୍ଲାରେ ସାଂପ୍ରଦାୟିକ ସଂଘର୍ଷ ବିସ୍ଫୋରକ ରୂପ ନେଇଛି। ବିଶ୍ୱ ହିନ୍ଦୁ ପରିଷଦର ରାଲି ବେଳେ ହିଂସା ଆରମ୍ଭ ହୋଇଥିଲା। ଏହାକୁ ନେଇ ନୁହ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ପୋଡ଼ାଜଳା ହୋଇଛି। ଶତାଧିକ ଗାଡ଼ି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ମଧ୍ୟ!-->…
ମଣିପୁର ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କୁ ଭେଟିବେ ରାଷ୍ଟ୍ରପତି ମୁର୍ମୁ
ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରାୟ ୩ ମାସ ହେଲା ମଣିପୁର ଜଳୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଚିନ୍ତାରେ ଅଛନ୍ତି। ଏଥିସହ ରାଷ୍ଟ୍ରପତି ସେମାନଙ୍କ କଥା ଶୁଣନ୍ତି ବୋଲି ଅନୁରୋଧ କରି!-->…